Bureau
ପୁଣି ଧମକ ଦେଲା ପାକିସ୍ତାନ
ନୂଆଦିଲ୍ଲୀ,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଭାରତ ସରକାର ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ପ୍ରତିଦିନ କିଛି ନା କିଛି ଏମିତି କାମ କରୁଛି ଯାହା ତା’ନିଜ ପାଇଁ...
ଦବିଲା କାଠଯୋଡି
କଟକ,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ଭୁବନେଶ୍ୱର ପଳାଶୁଣି ବ୍ରିଜ ପରେ କଟକରେ ଦବିଲା ପୋଲ। କଟକରେ ଗୋପାଳପୁର-ଲିଙ୍କରୋଡ ରାସ୍ତାରେ ଦବିଲା କାଠଯୋଡ଼ି ପୋଲ। ୧୬ନଂ ଜାତୀୟ ରାଜପଥର ପ୍ରେସଛକ ଓଭରବ୍ରିଜ ଓ କାଠଯୋଡ଼ି ପୋଲର...
ପରଲୋକରେ ଦେଶର ପ୍ରଥମ ମହିଳା ଡିଜିପି କଞ୍ଚନ ଚୌଧୁରୀ
ନୂଆଦିଲ୍ଲୀ,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଦେଶର ପ୍ରଥମ ମହିଳା ଡିଜିପି କଞ୍ଚନ ଚୌଧୁରୀ ଆଉ ନାହାନ୍ତି। ଦୀର୍ଘଦିନ ଧରି ରୋଗଶଯ୍ୟାରେ ପଡ଼ିବା ପରେ ସୋମବାର ତାଙ୍କ ପରଲୋକ ଘଟିଛି। ତାଙ୍କ ଜୀବନୀକୁ ନେଇ...
ଏସ ଏ ନାରାୟଣଙ୍କୁ ସ୍ବର୍ଣ୍ଣ
ଭୁବନେଶ୍ଵର,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତକୁ ମିଳିଲା ସ୍ୱର୍ଣ୍ଣ । ଓଡ଼ିଆ ଯୁବକ ଏସ୍.ଏ.ନାରାୟଣଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ଓ୍ଵାଟର ଟେକ୍ନୋଲୋଜିରେ ସ୍ୱର୍ଣ୍ଣ ଜିତିଲେ ଏସ୍. ଅସ୍ୱସ୍ଥ ନାରାୟଣ ।...
କଫିର ଦାମ ୭୫ ଡଲାର
ନୂଆଦିଲ୍ଲୀ,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆପଣମାନେ ଅନେକ ରେଷ୍ଟରାଣ୍ଟ କିମ୍ବା କାଫେରେ କଫି ପିଇଥିବେ ନିଶ୍ଚିତ। ଏହାଛଡା ବିଭିନ୍ନ ପ୍ରକାର କଫି ବିଷୟରେ ମଧ୍ୟ ଜାଣିଥିବେ। କିନ୍ତୁ ଏପରି ଏକ କାଫେ ରହିଛି,...
ଭାବିପତ୍ନୀଙ୍କଠାରୁ ଲାଞ୍ଚ ନେଉଛନ୍ତି ପୋଲିସ ଅଫିସର
ନୂଆଦିଲ୍ଲୀ,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ବିବାହ ପୂର୍ବରୁ ପ୍ରିୱେଡିଙ୍ଗ୍ ଫଟୋସୁଟ୍ ବର୍ତ୍ତମାନ ଫ୍ୟାସନ ହୋଇଗଲାଣି। ରାଜସ୍ତାନରେ ଏଭଳି ଏକ ପ୍ରିୱେଡିଙ୍ଗ୍ ଫଟୋସୁଟ୍ କୁ ନେଇ ପୋଲିସ ବିଭାଗରେ ହଙ୍ଗାମା ଦେଖିବାକୁ ମିଳିଛି। ଏଭଳି...
ଚନ୍ଦ୍ର କକ୍ଷ ପଥରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରାଯାନ-୨
ନୂଆଦିଲ୍ଲୀ,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ଇତିହାସ ରଚିଲା ଇସ୍ରୋ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ଚନ୍ଦ୍ର କକ୍ଷ ପଥରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରାଯାନ-୨। ସକାଳ...
ହାତୀ ଆକ୍ରମଣରେ ମହିଳା ମୃତ
ଅନୁଗୁଳ,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ପୁଣି ହାତୀ ନେଲା ଜୀବନ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ନୂଆଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ମୃତକ ଜଣକ ସୁବାସିନୀ ନାୟକ।...
ଭାରତର ପ୍ରାକୃତିକ ଗ୍ୟାସ ଆମଦାନୀକୁ ହ୍ରାସ କରିବ ତାଳଚେର ଫର୍ଟିଲାଇଜର ପ୍ଲାଂଟ୍ – ଧର୍ମେନ୍ଦ୍ର...
- ତାଳଚେର ଫର୍ଟିଲାଇଜର ପ୍ଲାଂଟକୁ ଶୀଘ୍ର କାର୍ଯ୍ୟକ୍ଷମ :
- ଗ୍ୟାସ ଓ ସାର କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ ଏହି ପ୍ଲାଂଟ
ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୨୭ (ଓଡ଼ିଆ ପୁଅ) - ତାଳଚେର...
୪୮ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ଵର,୨୮/୦୮,(ଓଡ଼ିଆ ପୁଅ ପି ନାଏକ):ଏବେ ସକ୍ରିୟ ରହିଛି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଗାଙ୍ଗେୟ ଉପତ୍ୟକାରେ ସୃଷ୍ଟ ଘୂର୍ଣ୍ଣିବଳୟ । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର...
ଆଜିଠୁ କଢାଯିବ ତେଲ
ଭୁବନେଶ୍ଵର,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଜିଠୁ ଚିଲିକା ରାଜହଂସ ନିକଟରେ ଥିବା ମାଲେସିଆ ଜାହାଜରୁ ବାହାର କରାଯିବ ତେଲ । ଏଥିଲାଗି ଏକ ଟିମ ପହଞ୍ଚି ସାରିଥିବା ଜିଲ୍ଲାପାଳ ବଲଓ୍ଵନ୍ତ ସିଂ ସୂଚନା...
ଶୂନ ରେଜଲ୍ଟ କରିଥିବା ସ୍କୁଲ ପ୍ରତି ଗ୍ରହଣ କରାଯିବ କଡା ପଦକ୍ଷେପ
ଭୁବନେଶ୍ଵର,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):
ମାଟ୍ରିକ୍ ପରୀକ୍ଷାରେ ଖରାପ ରେଜଲ୍ଟ କରିଥିବା ସ୍କୁଲ ଗୁଡ଼ିକ ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ। ଶୂନ ଓ ୫୦ପ୍ରତିଶତରୁ କମ୍ ରେଜଲ୍ଟ କରିଥିବା ସ୍କୁଲଗୁଡ଼ିକ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜାପାନର ରାଷ୍ଟ୍ରଦୂତ ଏଚ୍.ଇ କେନଜି ହୀରାମତସୁଙ୍କ ମଧ୍ୟରେ ଆଲୋଚନା
- ଇସ୍ପାତ ଉତ୍ପାଦନ, ପାରମ୍ପରିକ ଓ ଅଣପାରମ୍ପରିକ ଏବଂ ନବୀକରଣ ଉର୍ଜା ସମ୍ବଳ କ୍ଷେତ୍ରରେ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୨୭ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ...
ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ଯବାନ ସହିଦ
ମାଲକାନଗିରି,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏନ୍କାଉଣ୍ଟର। ବଣ୍ଡାଘାଟି ସୀମାରେ ପୋଲିସ ଓ ମାଓବାଦୀ ଗୁଳିବିନିମୟରେ ଜଣେ ଯବାନ୍ ସହିଦ୍ ହୋଇଛନ୍ତି। ଜଣେ ଗୁରୁତର ଆହତ ହୋଇଛନ୍ତି। ଜଣେ ମାଓବାଦୀ...
ଅଭିନନ୍ଦନ ଙ୍କ ଉପରେ ଫିଲ୍ମ ତିଆରି କରିବ ପାକ୍
ନୂଆଦିଲ୍ଲୀ, ୨୭/୦୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ନିଜ ଛୋଟ ପ୍ରକୃତିରୁ ନିବୃତ ରହୁନି ପଡୋଶୀ ପାକିସ୍ତାନ। ଭାରତକୁ ନିଚା ଦେଖାଇବାକୁ ଟିକେ ବି ସୁଯୋଗ ହାତଛଡା କରୁନି। କିଛି ଦିନ ତଳେ...
ସ୍ଥଗିତ ରହିଲା ଏହି ଫିଲ୍ମ
ମୁମ୍ବାଇ,୨୭/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ ଓ ସୁପରହିଟ୍ ନାୟିକା ଆଲିଆ ଭଟ୍ଟଙ୍କୁ ନେଇ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ‘ଇନସାଲ୍ଲା’ ଟାଇଟଲରେ ଏକ ଫିଲ୍ମ ନିର୍ମାଣକୁ ନେଇ...
ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଏହି ରୋଟି
ଭୁବନେଶ୍ଵର,୨୭/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଜିକାଲି ଅଧିକାଂଶ ଲୋକ ମଧୁମେହ ବା ଡାଇବେଟିଜ ଏବଂ ବ୍ଲଡପ୍ରେସରକୁ ନେଇ ବେଶ ଚିନ୍ତିତ। ଏଥିରୁ ରକ୍ଷା ପାଇବା ପାଇଁ ବେସନରେ ପ୍ରସ୍ତୁତ ରୁଟି ଖାଇବା ଶରୀର...
ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱ ଉଚ୍ଛେଦ ମାମଲା : ବିରୋଧ ଆବେଦନ ସୁପ୍ରିମ କୋର୍ଟରେ ଖାରଜ
ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ୭୫ ମିଟର ପରିଧି ଭିତରେ ଥିବା ସମସ୍ତ ନିର୍ମାଣକୁ ଉଚ୍ଛେଦ କରାଯାଉଛି। ଏହି ପ୍ରକ୍ରିୟାର ଆରମ୍ଭ ହୋଇଯାଇଛି। ପ୍ରଥମେ ମେଘନାଦ ପ୍ରାଚୀର ସଲଗ୍ନ...
ପୁଣି ବିବାଦରେ ପପୁ
ଭୁବନେଶ୍ଵର,୨୭/୦୮,(ଓଡ଼ିଆ ପୁଅ ପି ନାୟକ)ପୁଣି ବିବାଦରେ ପପୁ ପମ୍ପମ୍ । ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ଥମିନଥିବା ବେଳେ ଆଉ ଏକ ବିବାଦରେ ଫସିଛନ୍ତି ପପୁ । ହିମେଶ ରେସମିଆଁଙ୍କ ସହ ରାନୁ...





