Home ଓଡ଼ିଶା ଦବିଲା କାଠଯୋଡି

ଦବିଲା କାଠଯୋଡି

140

କଟକ,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ଭୁବନେଶ୍ୱର ପଳାଶୁଣି ବ୍ରିଜ ପରେ କଟକରେ ଦବିଲା ପୋଲ। କଟକରେ ଗୋପାଳପୁର-ଲିଙ୍କରୋଡ ରାସ୍ତାରେ ଦବିଲା କାଠଯୋଡ଼ି ପୋଲ। ୧୬ନଂ ଜାତୀୟ ରାଜପଥର ପ୍ରେସଛକ ଓଭରବ୍ରିଜ ଓ କାଠଯୋଡ଼ି ପୋଲର ସଂଯୋଗ ସ୍ଥଳ ଦବି ଯାଇଛି। ଏହାଦ୍ୱାରା ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦବିଥିବା ଅଂଶ ଦେଇ ଗା଼ଡି ଚଳାଚଳକୁ ବନ୍ଦ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.