Home ଓଡ଼ିଶା ପୁଣି ବିବାଦରେ ପପୁ

ପୁଣି ବିବାଦରେ ପପୁ

682

ଭୁବନେଶ୍ଵର,୨୭/୦୮,(ଓଡ଼ିଆ ପୁଅ ପି ନାୟକ)ପୁଣି ବିବାଦରେ ପପୁ ପମ୍‌ପମ୍‌ । ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ଥମିନଥିବା ବେଳେ ଆଉ ଏକ ବିବାଦରେ ଫସିଛନ୍ତି ପପୁ । ହିମେଶ ରେସମିଆଁଙ୍କ ସହ ରାନୁ ମଣ୍ଡଳ ଗାଉଥିବା ଗୀତକୁ କମେଡି କରି ଟ୍ରୋଲ ହୋଇଛନ୍ତି ପପୁ। ବର୍ତ୍ତମାନ ସୋସିଆଲ ମେଡିଆରେ ସେନ୍‌ସେସନ୍‌ ପାଲଟିଛନ୍ତି ରାନୁ ମଣ୍ଡଳ । ହିମେଶ ରେସିମିଆଁଙ୍କ ସହ ରାନୁ ମଣ୍ଡଳ ଯେଉଁ ଗୀତ ଗାଈଛନ୍ତି, ସେହି ଗୀତକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଛାଇ ହୋଇ ଯାଇଛି ଏହି ଗୀତ । ସେହି ଗୀତକୁ କମେଡି କରିଛନ୍ତି ପପୁ ପମ୍‌ପମ୍‌ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.