Bureau
୮୧୫ କେଜି ଗଞ୍ଜେଇ ଜବତ
ଆନ୍ଧ୍ରପ୍ରଦେଶ,୦୯/୦୯,(ଓଡ଼ିଆ ପୁଅ ପି ନାଏକ): ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ୮୧୫ କିଲୋ ଗଞ୍ଜେଇ ଜବତ କରାଯାଇଛି । ଜି କେ ଭେଦି ଅଞ୍ଚଳରୁ ଓଡ଼ିଶାକୁ ଟ୍ରକରେ ୮୧୫ କିଲୋ ଗଞ୍ଜେଇ ଆସୁଥିବା ବେଳେ ଜବତ...
ଅଂଶୁଲ କୁମାର ଏବଂ ଶର୍ମିଷ୍ଠା ମୁଖାର୍ଜୀ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ନିଯୁକ୍ତ
ନୂଆଦିଲ୍ଲୀ ୯-୯ (ଓଡ଼ିଆ ପୁଅ) କଂଗ୍ରେସ ସୋମବାରଦିନ ରାଷ୍ଟ୍ରୀୟ ସ୍ତରରେ ଦୁଇ ଜଣ ପ୍ରବକ୍ତାଙ୍କୁ ନିଯୁକ୍ତ କରିଛି। ସେମାନେ ହେଲେ ଅଂଶୁଲ କୁମାର ଏବଂ ଶର୍ମିଷ୍ଠା ମୁଖାର୍ଜୀ। ସୋମବାରଦିନ କଂଗ୍ରେସର ସଞ୍ଚାର ବିଭାଗର...
ପୁଣି ଖଟିଆରେ ବୁହା ହେଲେ ରୋଗୀ
ରାୟଗଡ଼ା ୯/୯: ଆମ୍ବୁଲାନ୍ସ ନ ଆସିବାରୁ ଖଟିଆରେ ବୋହି ବୃଦ୍ଧା ରୋଗୀଙ୍କୁ ନାଳ ଡିଆଁଇ ଡାକ୍ତରଖାନାକୁ ଆଣିଲେ ପରିବାର ଲୋକେ। ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକର ଶିରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ...
୨ ମିଲିସିଆଙ୍କ ଆତ୍ମସମର୍ପଣ
ଚିତ୍ରକୋଣ୍ଡା,୦୯/୦୯,(ଓଡ଼ିଆ ପୁଅ ପି ନାଏକ): ଗତକାଲି ଦୁଇ ମିଲିସିଆ ଚିତ୍ରକୋଣ୍ଡା ଥାନାରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ଦୁହେଁ ଭଞ୍ଜୋ ସନ୍ତାନ ଓ ସିନ୍ଧୁ ଖୋରା ହୋଇଥିବା ବେଳେ ସେମାନଙ୍କ ଘର ଚିତ୍ରକୋଣ୍ଡା...
କୋହଳ ହେଲା ଟ୍ରାଫିକ ଚେକିଂ
ଭୁବନେଶ୍ବର ୯/୯,(ଓଡ଼ିଆ ପୁଅ ପି ନାଏକ): କଡ଼ାକଡ଼ି ଟ୍ରାଫିକ୍ ଯାଞ୍ଚକୁ ୩ମାସ ପାଇଁ କୋହଳ କରିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ନୂତନ ଭାବେ ପ୍ରଚଳିତ ଆଇନକୁ କଡ଼ାକଡ଼ି ଭାବେ ଲାଗୁ...
ବରିଷ୍ଠ ଅଧିକାରୀଙ୍କ ଆତ୍ମହତ୍ୟା
ବେଙ୍ଗଲୁରୁ,୦୯/୦୯,(ଓଡ଼ିଆ ପୁଅ ପି ନାଏକ): ଭାରତୀୟ ବନ ବିଭାଗର ବରିଷ୍ଠ ଅଧିକାରୀ ନିଜ ଫ୍ଲାଟ୍ରେ ଆତ୍ମହତ୍ୟା କରିଛନ୍ତି। ୫୨ ବର୍ଷ ବୟସ୍କ ଅବତାର ସିଂହଙ୍କ ଝୁଲନ୍ତା ମୃତ ଦେହ ପୋଲିସ ଉଦ୍ଧାର କରିଛି।...
୧୫ ଫୁଟର ଅହିରାଜ ଉଦ୍ଧାର
ବାଲେଶ୍ବର ୯/୯,(ଓଡ଼ିଆ ପୁଅ ପି ନାଏକ): ସୋର ମଙ୍ଗଳପୁର ସରଳିଆ ଗ୍ରାମରୁ ସ୍ନେକ ହେଲପର ଲାଇନ ୧୫ ଫୁଟ ଅହିରାଜ ସାପ ଉଦ୍ଧାର କରି କୁଲଡିହା ଅଭୟାରଣ୍ୟରେ ଛଡ଼ାଯାଇଛି । ବିଳମ୍ବିତ ରାତିରେ...
ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣା, ଜଣଙ୍କ ମୃତ ଦେହ ଉଦ୍ଧାର
ଢେଙ୍କାନାଳ,୦୯/୦୯,(ଓଡ଼ିଆ ପୁଅ ପି ନାଏକ): ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଥିବା ୪ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଦେହ ପର୍ଜଙ୍ଗ ଥାନା...
ସୁପ୍ରୀମ କୋର୍ଟର ଆଦେଶ ପରେ ଏମ୍ସରେ ଭର୍ତ୍ତି ହେଲେ ମାକପା ନେତା ୟୁସୂଫ ତାରିଗାମୀ
ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ଉଚ୍ଚତମ ନ୍ୟାୟାଳୟର ଆଦେଶ ପରେ ସିପିଆଇଏମ (ମାକପା) ନେତା ଏମ. ୟୁସୁଫ ତାରିଗାମୀଙ୍କୁ ସୋମବାରଦିନ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ,...
SBI ଗ୍ରାହାକମାନଙ୍କ ପାଇଁ ବଡ଼ ଉପହାର! ଏବେ କେତେ କମିଯିବ ଆପଣଙ୍କ ହୋମ, ପର୍ସନାଲ...
ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ State Bank of India (SBI) ନିଜର ଗ୍ରାହାକମାନଙ୍କ ପାଇଁ ବଡ଼ ଘୋଷଣା କରିଛି। ବ୍ୟାଙ୍କ MCLR ରେ...
ପାଇଲଟମାନଙ୍କର ଧର୍ମଘଟ କାରଣରୁ ୧୫୦୦ ବମାନ ରଦ୍ଦ : ୩ ଲକ୍ଷ ଲୋକ ପ୍ରଭାବିତ
ନ୍ୟୁୟର୍କ /ନୂଆ ଦିଲ୍ଲୀ ୯-୯(ଓଡ଼ିଆ ପୁଅ) ବ୍ରିଟିଶ ଏୟାରୱେଜର ପାଇଲଟମାନଙ୍କର ଧର୍ମଘଟ କାରଣରୁ ୧୫୦୦ରୁ ଅଧିକ ବମାନକୁ ରଦ୍ଦ କରିଦିଆଯାଇଛି। ମିଡ଼ିଆ ରିପୋର୍ଟ ମୁତାବକ, ବେତନ ଏବଂ ଭତ୍ତାରେ ହ୍ରାସ ବିବାଦକୁ ନେଇକରି...
ହୀରାକୁଦ ଡ୍ୟାମରେ ବୃଦ୍ଧି ପାଉଛି ଜଳସ୍ତର
ସମ୍ବଲପୁର,୦୯/୦୯,(ଓଡ଼ିଆ ପୁଅ ପି ନାଏକ): ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି। ବର୍ଷା ଯୋଗୁ ସର୍ବାଧିକ ଜଳ ପ୍ରବେଶ କରିଛି ହୀରାକୁଦ ଜଳଭଣ୍ତାରକୁ ।...
ଯୁବତୀଙ୍କୁ କମେଣ୍ଟ ମାରି ଛେଚା ଖାଇଲେ ରୋଡ ରୋମିଓ
ଭୁବନେଶ୍ବର ୯-୯ (ଓଡ଼ିଆ ପୁଅ) ଭୁବନେଶ୍ବର ଜଗନ୍ନାଥ ନଗରରେ ରବିବାର ଦିନ ୧୧ଟା ସମୟରେ ବେଳେ ଯୁବତୀଙ୍କୁ କମେଣ୍ଟ ମାରିବା ସହ ପିଛା କରୁଥିଲେ ୨ ଜଣ ଯୁବକ। ଏହା ଦେଖିପାରି ସ୍ଥାନୀୟ...
ବନ୍ଦରରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ପାରାଦୀପ ୯/୯,(ଓଡ଼ିଆ ପୁଅ ପି ନାଏକ): ପାରାଦୀପ ବନ୍ଦର ହାରବର୍ ଅଞ୍ଚଳରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୄତକର ପରିଚୟ ମିଳିପାରି ନଥିବା ବେଳେ ବନ୍ଦର ମେରାଇନ୍ କର୍ମଚାରୀ ମାନେ ମୃତଦେହକୁ...
କେମିତିକା ମା’
କଳାହାଣ୍ଡି ୯/୯,(ଓଡ଼ିଆ ପୁଅ ପି ନାଏକ): ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଜନ୍ମ କଲା ଦୁଇ ପୁଅକୁ ସ୍ବାମୀର ଅନୁପସ୍ଥିତିରେ ଗଳା କାଟି...
ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ
ଭୁବନେଶ୍ବର ୯/୯,(ଓଡ଼ିଆ ପୁଅ ପି ନାଏକ): ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ ଆଉ ନାହାନ୍ତି । ରବିବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଥିବା ଜଣା ପଡିଛି । ସେ ବିଜନେସ ଷ୍ଟଣ୍ଡାର୍ଡର...
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗଜପତି ୯/୯,(ଓଡ଼ିଆ ପୁଅ ପି ନାଏକ): ଗଜପତି ଜିଲ୍ଲା ଆର. ଉଦୟଗିରି ପାତ୍ର ଆମ୍ବତୋଟାର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ହେଲେ...
କେନ୍ଦ୍ରୀୟ ମନ୍ତ୍ରୀଙ୍କର ବାହନ ଜାଞ୍ଚ ନ କରିବାରୁ ତିନି ପୁଲିସକର୍ମୀ ନିଳମ୍ବିତ !
ପାଟନା ୯-୯ (ଓଡ଼ିଆ ପୁଅ) କେନ୍ଦ୍ରୀୟ ସ୍ଵାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେଙ୍କର ବାହନକୁ ବିନା ଜାଞ୍ଚ କରାଯାଇ ଛଡ଼ାଯିବାରୁ ପାଟନା ଆୟୁକ୍ତ ଆନନ୍ଦ କିଶୋରଙ୍କର ଆଦେଶରେ ଜଣେ ଉପ ନିରୀକ୍ଷକଙ୍କ...
ରାଫେଲ ନାଡାଲ ଡେନିୟଲ ମେଦବେଦେବକୁ ହରାଇ ୟୁଏସ ଓପନ ଜିତିଲେ
ନ୍ୟୁୟର୍କ ୯-୯ (ଓଡ଼ିଆ ପୁଅ) ୟୁଏସ ଓପନର ଫାଇନାଲ୍ ମ୍ୟାଚ୍ ରେ ଜବରଦସ୍ତ ଖେଳ ପ୍ରଦର୍ଶନ କରି ରାଫେଲ ନାଡାଲ ଡାନିଏଲ ମେଦବେଦେବଙ୍କୁ ହରାଇ ୨୦୧୯ ୟୁଏସ ଓପନ ଟାଇଟଲକୁ ନିଜର ନାମରେ...
ବହାମାସରେ ହରିକେନ ଡୋରିଆନ୍ ର ତାଣ୍ଡବ: ଭାରତର ୧୦ ଲକ୍ଷ ଡଲାରର ସହାୟତା
ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ହରିକେନ ଡୋରିଆନର ତାଣ୍ଡବ ଲୀଳା କାରଣରୁ ବହାମାସରେ ବହୁଳମାତ୍ରାରେ କ୍ଷତି ହୋଇଛି। ଭାରତ ରବିବାରଦିନ ଏହି ଦ୍ଵୀପୀୟ ଦେଶକୁ ୧୦ ଲକ୍ଷ ଡଲାରର ଆର୍ଥିକ ସହାୟତା...





