Home ଓଡ଼ିଶା ୨ ମିଲିସିଆଙ୍କ ଆତ୍ମସମର୍ପଣ

୨ ମିଲିସିଆଙ୍କ ଆତ୍ମସମର୍ପଣ

127

ଚିତ୍ରକୋଣ୍ଡା,୦୯/୦୯,(ଓଡ଼ିଆ ପୁଅ ପି ନାଏକ): ଗତକାଲି ଦୁଇ ମିଲିସିଆ ଚିତ୍ରକୋଣ୍ଡା ଥାନାରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ଦୁହେଁ ଭଞ୍ଜୋ ସନ୍ତାନ ଓ ସିନ୍ଧୁ ଖୋରା ହୋଇଥିବା ବେଳେ ସେମାନଙ୍କ ଘର ଚିତ୍ରକୋଣ୍ଡା ରାଲେଗଡ ଗାଁ ର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଗୋଟିଏ ଏସବିଏମଏଲ ବନ୍ଧୁକ ଜବତ କରାଯାଇଛି ।

 

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.