Home ଓଡ଼ିଶା କୋହଳ ହେଲା ଟ୍ରାଫିକ ଚେକିଂ

କୋହଳ ହେଲା ଟ୍ରାଫିକ ଚେକିଂ

332

ଭୁବନେଶ୍ବର ୯/୯,(ଓଡ଼ିଆ ପୁଅ ପି ନାଏକ): କଡ଼ାକଡ଼ି ଟ୍ରାଫିକ୍ ଯାଞ୍ଚକୁ ୩ମାସ ପାଇଁ କୋହଳ କରିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ନୂତନ ଭାବେ ପ୍ରଚଳିତ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟି ହେଉଥିବା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦେଶ ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.