Home ଓଡ଼ିଶା ୮୧୫ କେଜି ଗଞ୍ଜେଇ ଜବତ

୮୧୫ କେଜି ଗଞ୍ଜେଇ ଜବତ

466

ଆନ୍ଧ୍ରପ୍ରଦେଶ,୦୯/୦୯,(ଓଡ଼ିଆ ପୁଅ ପି ନାଏକ): ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ୮୧୫ କିଲୋ ଗଞ୍ଜେଇ ଜବତ କରାଯାଇଛି । ଜି କେ ଭେଦି ଅଞ୍ଚଳରୁ ଓଡ଼ିଶାକୁ ଟ୍ରକରେ ୮୧୫ କିଲୋ ଗଞ୍ଜେଇ ଆସୁଥିବା ବେଳେ ଜବତ କରାଯାଇଛି । ଅବକାରୀ ବିଭାଗ ଓ ଟାକ୍ସ ଫୋର୍ସ ମିଳିତ ଭାବେ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛନ୍ତି । ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଗିରଫ କରାଯାଇଥିବା ଡ୍ରାଇଭର ପାଖରୁ ଏକ ମୋବାଇଲ ଫୋନ ସହ ନଗଦ ୬ ହଜାର ଟଙ୍କା ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.