Bureau
ଦୁଃଖ ଖବର – ମର୍ମନ୍ତୁଦ ଦୁର୍ଘଟଣା : ଭାଇ ଭଉଣୀଙ୍କ ଉପରେ ଚଢିଗଲା ଟ୍ରକ୍
ବଲାଙ୍ଗୀର ୧୫-୧୦ (ଓଡ଼ିଆ ପୁଅ) ବାଇକ୍ରେ ଭଉଣୀକୁ ସ୍କୁଲ ଛାଡିବାକୁ ଯାଉଥିବା ବେଳେ ଟ୍ରକ୍ ଚଢିଗଲା। ଏହି ଦୁଃଖଦ ଘଟଣା ଘଟିଠି ବଲାଙ୍ଗିର ଦେଓଗାଁ-ତୁସୁରା ରାସ୍ତା ମହିପୁର ଛକରେ। ଘଟଣାସ୍ଥଳରେ ବର୍ତ୍ତମାନ ଉତ୍ତେଜନା...
ଆଜିଠୁ ନୟାଗଡ଼-ଭୁବନେଶ୍ୱର ରେଳ ସେବା ଆରମ୍ଭ
ନୂଆ ଦିଲ୍ଲୀ ୧୫-୧୦ (ଓଡ଼ିଆ ପୁଅ) : ନୟାଗଡ଼-ଭୁବନେଶ୍ୱର ରେଳ ସେବାର ଆଜି ଶୁଭାରମ୍ଭ। କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହାକୁ ଆରମ୍ଭ କରିବେ। ଉପସ୍ଥିତ ରହିବେ କେନ୍ଦ୍ରମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ...
ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା
- ବିଭିନ୍ନ ରାଜ୍ୟ ଓ ସଂସ୍ଥା ସହ ବୁଝାମଣା ସ୍ୱାକ୍ଷରିତ
- ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ପ୍ରିପେଡ ୱାଲେଟର ଶୁଭାରମ୍ଭ
- ଫାଷ୍ଟ ଟ୍ୟାଗ ସହିତ ଯୋଡ଼ି ହେବ ଜିଏସଟି ଇ-ୱେ ବିଲ୍
- ଟୋଲ...
ମାଲକାନଗିରି-କୋରାପୁଟ -ନବରଙ୍ଗପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟସେବା ପାଇଁ ସହାୟତା ପ୍ରସଙ୍ଗ : ଲୋକ ଦେଖାଣିଆ...
- କୋରାପୁଟରେ ୧୧୨, ନବରଙ୍ଗପୁରରେ ୯୯ ଓ ମାଲକାନଗିରିରେ ୬୪ ଡାକ୍ତର ପଦବୀ ଖାଲି, ଖୋଦ୍ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମୁଖ୍ୟମନ୍ତ୍ରୀ ଲୁଚାଇଛନ୍ତି କାହିଁକି?
- କୋରାପୁଟ ମେଡିକାଲ କଲେଜରେ ମାତ୍ର ୧୫ ଆଇସିୟୁ...
ବିଜୁ ଯୁବ ବାହିନୀଙ୍କ ଦ୍ୱାରା ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧୀୟ ସଚେତନତା...
ଭୁବନେଶ୍ୱର, ୧୪/୧୦ (ଓଡ଼ିଆ ପୁଅ) : ନୂତନ ମୋଟର ଯାନ (ସଂଶୋଧିତ) ନିୟମ-୨୦୧୯ର କଡ଼ାକଡ଼ି ଅନୁପାଳନ ଏବଂ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରି ସୁରକ୍ଷିତ ଗାଡ଼ିଚାଳନା ନିମନ୍ତେ ସଚେତନ କରିବା ଉଦ୍ଦେଶ୍ୟରେ ‘ବିଜୁ...
ଇଣ୍ଡିଆନ୍ ଏନର୍ଜୀ ଫୋରମର ଉଦଘାଟନ ଉତ୍ସବ ଆଗାମୀ ଦଶକ ଗୁଡିକରେ ଭାରତ ବିଶ୍ୱ ଉର୍ଜା...
- ଆଜି ଦିନରେ ଆମେରିକା ଓ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ ଉର୍ଜା ବ୍ୟବହାରକାରୀ
- ଭାରତ ବିଶ୍ୱର ୬ଷ୍ଠ ବୃହତ ଅର୍ଥନୀତି ମାତ୍ର ୩ୟ ବୃହତ ଉର୍ଜା ବ୍ୟବହାରକାରୀ, ଏହା...
ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ନ୍ୟାୟ ଦିଅନ୍ତୁ ରାଜ୍ୟସରକାର :ବିଜେପି
ଅନୁସୁଚିତ ଜାତିର ଗରିବ ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରୀ ବିଧାୟିକାଙ୍କ ସ୍ୱାମୀ ହତ୍ୟା ଧମକ ଦେଇ ମାଡ ମାରିବା ପ୍ରସଙ୍ଗ
ଭୁବନେଶ୍ୱର, ୧୪/୧୦ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା...
‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୧୪/୧୦ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଅକ୍ଟୋବର ୧୬ ତାରିଖରେ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ...
ଏକାବେଳେ ୩ଟି କାରରେ ଲାଗିଲା ନିଆଁ
ଭୁବନେଶ୍ଵର,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଭୁବନେଶ୍ଵର ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ବିନା କାରଣରେ ଏକାବେଳେ ୩ଟି କାରରେ ନିଆଁ ଲାଗିଯାଇଛି । ତେବେ କେଉଁ କାରଣ...
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି...
- ‘ମୋ ସରକାର’ ଟିମ୍ ର ପ୍ରଥମ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
- ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ୭୦୦କୁ ବୃଦ୍ଧି କରାଯିବ
ଭୁବନେଶ୍ୱର ୧୪-୧୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ...
ମାଲକାନଗିରିରେ ଅଜଣା ରୋଗ ଆତଙ୍କ
ମାଲକାନଗିରି,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ମାଲକାନଗିରିରେ ଅଜଣା ରୋଗରେ ଆତଙ୍କ ଦେଖିବାକୁ ମିଳିଛି । ଏହି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେବା ସହ ସେମାନେ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ...
ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୩ଟି ସ୍ଥାନରେ ରହି ବ୍ରତ...
ଭୁବନେଶ୍ୱର, ୧୪.୧୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଭିଡିଓ କଫରେନ୍ସିଂ ଜରିଆରେ ପୁରୀରେ ଚଳିତ ବର୍ଷ ପାଇଁ ହବିଷ୍ୟାଳୀ କାର୍ତ୍ତିକ ବ୍ରତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।...
୧୦ ଲକ୍ଷ ଟଙ୍କାର ପଲିଥିନ ଜବତ
କଟକ,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ଜବତ ହେଲା ୧୦ ଲକ୍ଷ ଟଙ୍କାର ପଲିଥିନ । ଆଜି ଏହା କଟକ ନୂଆବଜାର ଅଞ୍ଚଳରେ ହୋଇଛି । ଆଜି ଅଚାନକ ସିଏମସି ଡେପୁଟି କମିସନର ଉକ୍ତ...
ଲୋକଲଜ୍ଜା ସହି ନ ପାରି ଶେଷରେ ଆତ୍ମହତ୍ୟା କଲେ ମହିଳା
ନୟାଗଡ଼,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ନୟାଗଡ଼ ଜିଲ୍ଲା ଖେଡବାରଣା ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲୋକ ଲଜ୍ଜା କୁ ସହ୍ୟ କରିନପାରି ଜଣେ ମହିଳା ଆତ୍ମହତ୍ୟା କରିଥିବା...
ଭାରତୀୟ ମୂଲକର ଅଭିଜୀତ ବାନାର୍ଜୀଙ୍କୁ ଅର୍ଥଶାସ୍ତ୍ରରେ ମିଳିଲା ନୋବେଲ ପୁରସ୍କାର
ନୂଆଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ଭାରତୀୟ ଅଭିଜୀତ ବାନାର୍ଜୀଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କ ସହିତ ତାଙ୍କ ପତ୍ନୀ ଏସ୍ଥର ଡୁଫଲୋ ଏବଂ ମାଇକଲ କ୍ରେମରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।...
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନବରଙ୍ଗପୁର,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ନବରଙ୍ଗପୁରରେ ଏକ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଚଉରିଆଗୁଡା ଜଙ୍ଗଲରୁ ଏହି ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକ ଜଣକ...
ବିସ୍ଫୋରଣ ଯୋଗୁଁ ମହିଳା ଗୁରୁତର
ପୁରୀ,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ପୁରୀ ବ୍ରହ୍ମଗିରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଧର୍ମକ୍ରୀତି ବ୍ରିଜ ନିକଟରେ ବୋମା ବିସ୍ଫୋରଣ ଫଳରେ ଜଣେ ମହିଳା ଅତି ଗୁରୁତର...
ସାମାନ୍ୟ ବଚସାରୁ ବନ୍ଧୁକୁ ହତ୍ୟା କଲା ବନ୍ଧୁ
ଗଞ୍ଜାମ,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ଝିମିଟି ଖେଳରୁ ମହାଭାରତ ପରି ଜଣେ ବନ୍ଧୁ ଆଉ ଜଣେ ବନ୍ଧୁର ଜୀବନ ନେଇଛି । ତେବେ ଏଭଳି ଘଟଣା ଗଞ୍ଜାମ କବିସୂର୍ଯ୍ୟନଗର ଅଞ୍ଚଳରେ ଦେଖିବାକୁ ମିଳିଛି...
ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର
ରାୟଗଡ଼ା,୧୪/୧୦,(ଓଡ଼ିଆ ପୁଅ ପି ନାଏକ): କିରୋସିନି ଡିପୋରେ ଭୀଷଣ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଗୁରୁତର ହୋଇଛନ୍ତି । ତେବେ ଏହି ଘଟଣା ରାୟଗଡା ଜିଲ୍ଲା ଗୁଣୁପୁର ଲିମାମେଡା ଗ୍ରାମ ନିକଟରେ ଥିବା...
ମହାନଦୀକୁ ଡେଇଁଲେ ଟ୍ରକ ଚାଳକ
ପାରାଦୀପ,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ଅଚାନକ ମହାନଦୀରୁ ଡେଇଁଲେ ଟ୍ରକ ଡ୍ରାଇଭର । କିଛି ନ ଭାବି ଜଣେ ଟ୍ରକ ଡ୍ରାଇଭର ମହାନଦୀରୁ ଡେଇଁ ଛନ୍ତି । ତେବେ ଏହି ଘଟଣା ପାରାଦୀପ...






