Home ଓଡ଼ିଶା ଏକାବେଳେ ୩ଟି କାରରେ ଲାଗିଲା ନିଆଁ

ଏକାବେଳେ ୩ଟି କାରରେ ଲାଗିଲା ନିଆଁ

80

ଭୁବନେଶ୍ଵର,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଭୁବନେଶ୍ଵର ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ବିନା କାରଣରେ ଏକାବେଳେ ୩ଟି କାରରେ ନିଆଁ ଲାଗିଯାଇଛି । ତେବେ କେଉଁ କାରଣ ପାଇଁ ନିଆଁ ଲାଗିଛି ତାହା ଜଣା ପଡିନଥିବା ବେଳେ ସିଗାରେଟ ଧୂଆଁ କାରଣରୁ ଏହା ହୋଇଥାଇପାରେ ବୋଲି ସୂଚନା ମିଳିଛି । ଚିନ୍ତାମଣିଶ୍ବର ଲେନ-୩ରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ପରେ ପୋଲିସ ପହଞ୍ଚି ଏହାର ଅନୁଧ୍ୟାନ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.