Home Authors Posts by Bureau

Bureau

17674 POSTS 0 COMMENTS

ଏୟାରପୋର୍ଟ ଯିବା ପାଇଁ ଖୋଜୁଥିଲେ ଉବର କ୍ୟାବ, କିନ୍ତୁ ଅପ୍ସନରେ ଆସିଲା ଶସ୍ତା ହେଲିକ୍ୟାପ୍ଟର...

0
ନୂଆ ଦିଲ୍ଲୀ ୨୭-୧୨ (ଓଡ଼ିଆ ପୁଅ) ଅନଲାଇନ କ୍ୟାବ୍ ସର୍ଭିସ, ଆଜିର ଦିନରେ ସମସ୍ତଙ୍କର ଯାତ୍ରାକୁ ସରଳ ଏବଂ ସୁଖମୟ କରିଦେଇଛି। ଲୋକମାନଙ୍କର ଯାତ୍ରାକୁ ସହଜ ସହ ବେଳେ ବେଳେ ଲୋକମାନଙ୍କୁ ଅସୁବିଧାର...

ଏହି ଅଭିନେତାଙ୍କର ଆତ୍ମହତ୍ୟା

0
ମୁମ୍ବାଇ ୨୭-୧୨ (ଓଡ଼ିଆ ପୁଅ) : ଜଣାଶୁଣା ଟିଭି ଏବଂ ଫିଲ୍ମ ଅଭିନେତା କୁଶାଲ ପଞ୍ଜାବୀ ଶୁକ୍ରବାରଦିନ ସଂଧ୍ୟାରେ ମୁମ୍ବାଇରେ ନିଜର ବାନ୍ଦ୍ରା ସ୍ଥିତ ଘରେ ପାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ...

ବିମାନ ଦୁର୍ଘଟଣାଗ୍ରସ୍ତ – ୧୦୦ ଯାତ୍ରୀ ଥିଲେ

0
ନୂଆ ଦିଲ୍ଲୀ ୨୭-୧୨ (ଓଡ଼ିଆ ପୁଅ) କାଜାକିସ୍ଥାନର ଅଲମାଟୀ ବିମାନ ବନ୍ଦରରୁ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜେଟ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବେକ ଏୟାରଲାଇନର ଏହି ଜେଟ ଟି ଅଲମାଟୀ...

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ନାରୀ ଶକ୍ତି ପୁରସ୍କାର ୨୦୧୯ ପାଇଁ...

0
ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ଜାନୁଆରୀ ୭, ୨୦୨୦  ନୂଆ ଦିଲ୍ଲୀ ୨୭-୧୨ (ଓଡ଼ିଆ ପୁଅ) ୨୦୧୯ ବର୍ଷ ପାଇଁ ନାରୀ ଶକ୍ତି ପୁରସ୍କାର ଲାଗି ମହିଳା ଓ ଶିଶୁ ବିକାଶ...

ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ବାର୍ଷିକୋତ୍ସବ

0
ଜଗତସିଂହପୁର, ୨୬ା୧୨ (ଓଡିଆ ପୁଅ/ନୃସିଂହ ଚରଣ ବାରିକ) ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ସାଗବାରିଆସସ୍ଥିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସମିତି ଗୃହ ବିବେକାନନନ୍ଦ କକ୍ଷ ପରିସରରେ ସାରସ୍ୱତ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ...

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କର ୧୩୨ତମ ଆର୍ବିଭାବ ମହୋତ୍ସବ

0
ଜଗତସିଂହପୁର ତା ୨୬/୧୨ (ଓଡିଆ ପୁଅ/ନୃସିଂହ ଚରଣ ବାରିକ) – ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧିନସ୍ଥ ରାହାମା ସତସଙ୍ଗବିହାର ଠାରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନକୁଳଚନ୍ଦ୍ରଙ୍କର ୧୩୨ତମ ଆର୍ବିଭାବ...

ସିଏଏ ନେଇ ୧ କୋଟି ଓଡିଶାବାସୀଙ୍କୁ ଭେଟିବ ବିଜେପି – ଧର୍ମେନ୍ଦ୍ର ପ୍ରଧାନ

0
ଭୁବନେଶ୍ୱର, ଡିସେମ୍ବର ୨୬ (ଓଡ଼ିଆ ପୁଅ) – ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ମାସେବ୍ୟାପୀ ଓଡିଶା ସମେତ ସାରାଦେଶରେ...

ଓଡିଶା କଳା ଓ ସଂସ୍କୃତି ବ୍ରାଣ୍ଡିଂ ରାଜଧାନୀ ଏକ୍ସପ୍ରେସ୍ ଏବଂ ଓଡିଆ ଭାଷାରେ ଅସଂରକ୍ଷିତ...

0
ଓଡିଶାର ସଂସ୍କୃତି ଓ ପର୍ଯ୍ୟଟନ ସର୍ବଭାରତୀୟ ସ୍ତରକୁ ଯିବ - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ଡିସେମ୍ବର ୨୬ (ଓଡ଼ିଆ ପୁଅ) – ରେଳ ବିଭାଗ ପକ୍ଷରୁ ନାଲକୋ ସହଯୋଗରେ ଓଡିଶାର କଳା ସଂସ୍କୃତିକୁ ପ୍ରଦର୍ଶିତ...

ନୟାଗଡ-ମହିପୁର ନୂଆ ରେଳ ଲାଇନ ଲୋକାର୍ପଣ ସହ ମହିପୁର ପର୍ଯ୍ୟନ୍ତ ୩ଟି ପାସେଞ୍ଜର ଟ୍ରେନ୍‌ର...

0
ଋାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ୨୦୨୩ ସୁଦ୍ଧା ବଲାଙ୍ଗୀର ପର୍ଯ୍ୟନ୍ତ ରେଳ ଲାଇନ ସଂପ୍ରସାରଣ କରାଯିବ - ଧର୍ମେନ୍ଦ୍ର ପ୍ରଧାନ ନୟାଗଡ, ଡିସେମ୍ବର ୨୬ – ନୟାଗଡ ରେଳ ଷ୍ଟେସନ ଠାରେ ଗୁରୁବାର ଖୋର୍ଦ୍ଧା...

୭ମ ଲୟର୍ସ କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ ଆଡଭୋକେଟ୍ ଟିମ୍‌ରେ ଓଡିଶାରୁ ଦୁଇ ଖେଳାଳୀଙ୍କ...

0
କଟକ :- ତା ୨୬.୧୨.୨୦୧୯ (ଓଡ଼ିଆ ପୁଅ) – ଆସନ୍ତା ଡିସ୍ୱେମ୍ବର ୨୯ ତାରିଖରୁ ନିଉଜ୍‌ଲ୍ୟାଣ୍ଡର ହାମିଲ୍‌ଟନ୍ ଠାରେ ଆରମ୍ଭ ହେବାକୁ ଥିବା ୭ମ ଲୟର୍ସ କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ ଆଡଭୋକେଟ୍...

ଧର୍ମ ଆଧାରରେ ଦେଶ ବିଭାଜନ ହୋଇଥିଲା-ଭୁଲକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଏକ ସାହସିକ...

0
ଭୁବନେଶ୍ୱର ୨୬-୧୨ (ଓଡ଼ିଆ ପୁଅ) କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଗରିକତା ସଂଶୋଧନ ଆଇନ୍କୁ ନେଇ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତିଯେ, ଭୁଲକୁ ସୁଧାରିବା ପାଇଁ କେନ୍ଦ୍ର...

ଦିଲ୍ଲୀ ରାଜପଥରେ ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ !

0
ନୂଆ ଦିଲ୍ଲୀ ୩୦-୧୧ (ଓଡ଼ିଆ ପୁଅ) ଆସନ୍ତା ୨୬ ଜାନୁଆରୀ, ୨୦୨୦ରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରତିନଧିତ୍ୱ କରିବାର ସୁଯୋଗ ମିଳିଛି। ଦିଲ୍ଲୀ ରାଜପଥରେ ଏଥର ଲିଙ୍ଗରାଜଙ୍କ ରୁକୁଣା...

ସମ୍ବଲପୁର ଶୁଣ୍ଢି ସମାଜର ବାର୍ଷିକ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ

0
ସମ୍ବଲପୁର ୨୫/୧୨ (ଓଡ଼ିଆ ପୁଅ) -ସମାଜର ଲୋକମାନେ ଏକତ୍ରିତ ହୋଇ କାର‌୍ୟ୍ୟ କଲେ ସମାଜର ସକାରାତ୍ମକ ବିକାଶ ହେବ। ସମ୍ବଲପୁର ଶୁଣ୍ଢି ସମାଜର ବାର୍ଷିକ ଭେଟଘାଟ କାର୍ଯ୍ୟକ୍ରମ ରେ ବକ୍ତା ମାନେ ଏହା...

ମଣିଜଙ୍ଗା ଉଚ୍ଚ ବିଦ୍ୟାଳୟ ୧୯୯୨ ବ୍ୟାଚର ଗୁରୁପୂଜନ ଓ ବନ୍ଧୁ ମିଳନ

0
ଜଗତସିଂହପୁର, ୨୫ା୧୨ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) ପାରାଦୀପ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ମଣିଜଙ୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଏହିବିଦ୍ୟାଳୟର ୧୯୯୨ ବ୍ୟାଚ ତରଫରୁ ବନ୍ଧୁ ମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ ବୁଧବାର...

ଚତୁର୍ଥ ଅଟଳ ସମ୍ମାନରେ ସମ୍ମାନୀତ ହେଲେ ପ୍ରଶାନ୍ତ ସେନାପତି

0
ଭୁବନେଶ୍ୱର ୨୫-୧୨ (ଓଡ଼ିଆ ପୁଅ) ବିଶିଷ୍ଟ ରାଷ୍ଟ୍ରବାଦୀ କବି ବିରଂଚି ନାରାୟଣ ପଣ୍ଡାଙ୍କୁ “ଅଟଳ କବିତା ସମ୍ମାନ-୨୦୧୯”ସମାଜସେବୀ ସୁବୋଧ ମିଶ୍ରଙ୍କୁ “ଅଟଳ ସମାଜସେବୀ ସମ୍ମାନ-୨୦୧୯”ଭୁବନେଶ୍ୱର ତା ୨୫/୧୨: ୧୯୨୪ ଡିସେମ୍ବର ୨୫ ତାରିଖରେ...

ନାମ ପୂଜାଫୁଲ, ପ୍ରେମ ପ୍ରସାଦ

0
- ଶ୍ରୀ ଅଖଣ୍ଡ ମହାପ୍ରଭୁ ସାରା ସଂସାରରେ ବ୍ୟାପି ରହିଛନ୍ତି। ଚରାଚର ସୃଷ୍ଟିର ସ୍ରଷ୍ଟା ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ଆମ ଭିତରେ ପ୍ରଭୁ। ବାହାରେ ମଧ୍ୟ ପ୍ରଭୁ। ମହାପ୍ରଭୁଙ୍କ କୃପାରୁ ହିଁ ଏ ସଂସାର...

୨୦ ବର୍ଷର ନିରଙ୍କୁଶ ଶାସନ ସତ୍ୱେ ବି ହୋଇନି ଓଡିଶାର ବିକାଶ : ବିଜେପି

0
ଭୁବନେଶ୍ୱର, ତା.୨୫/୧୨ (ଓଡ଼ିଆ ପୁଅ) : ଆସନ୍ତାକାଲି ବିଜେଡି ୨୩ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ବିଜେଡି ଗଠନ ଠାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ଓଡିଶାର ଶାସନ କ୍ଷମତାରେ ରହିଆସିଛି।...

କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ

0
ଭୁବନେଶ୍ୱର ତା ୨୫.୧୨ (ଓଡ଼ିଆ ପୁଅ) - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜାତୀୟ କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ଚଳିତ ଡିସେମ୍ବର ୨୮...

ଓଡିଶା ପାଇଁ ଏମ୍ସ ବାଜପେୟୀଙ୍କ ଅବଦାନ – ଧର୍ମେନ୍ଦ୍ର ପ୍ରଧାନ

0
ଭୁବନେଶ୍ୱର ଏମ୍ସରେ ବାଜପେୟୀଙ୍କ ପ୍ରତିମୂର୍ତି ଲୋକାର୍ପଣ ସହ ବିଭିନ୍ନ ରୋଗୀ ସୁବିଧାର ଶିଳାନ୍ୟାସ-ଉଦଘାଟନ କାର୍ଯ୍ୟକ୍ରମ ଭୁବନେଶ୍ୱର, ଡିସେମ୍ବର ୨୫ (ଓଡ଼ିଆ ପୁଅ) – ଓଡିଶା ପାଇଁ ଭୁବନେଶ୍ୱର ଏମ୍ସ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ...

ଅଟଳଜୀଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ମୋହ ଥିଲା ଅତୁଟ – ଧର୍ମେନ୍ଦ୍ର ପ୍ରଧାନ

0
ବାଜପେୟୀଙ୍କ ଓଡିଶା ଗସ୍ତର ପୁରୁଣା ଫଟୋ ଟ୍ରିଟ୍ କରି ସ୍ମୃତି ଉଜ୍ଜିବୀତ କଲେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର, ଡିସେମ୍ବର ୨୫ (ଓଡ଼ିଆ ପୁଅ) – ଅଟଳଜୀଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥୁଲା।...