Home ଓଡ଼ିଶା ୭ମ ଲୟର୍ସ କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ ଆଡଭୋକେଟ୍ ଟିମ୍‌ରେ ଓଡିଶାରୁ ଦୁଇ ଖେଳାଳୀଙ୍କ ନିଉଜ୍‌ଲ୍ୟାଣ୍ଡ...

୭ମ ଲୟର୍ସ କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ ଆଡଭୋକେଟ୍ ଟିମ୍‌ରେ ଓଡିଶାରୁ ଦୁଇ ଖେଳାଳୀଙ୍କ ନିଉଜ୍‌ଲ୍ୟାଣ୍ଡ ଗସ୍ତ

344

କଟକ :- ତା ୨୬.୧୨.୨୦୧୯ (ଓଡ଼ିଆ ପୁଅ) – ଆସନ୍ତା ଡିସ୍ୱେମ୍ବର ୨୯ ତାରିଖରୁ ନିଉଜ୍‌ଲ୍ୟାଣ୍ଡର ହାମିଲ୍‌ଟନ୍ ଠାରେ ଆରମ୍ଭ ହେବାକୁ ଥିବା ୭ମ ଲୟର୍ସ କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ ଆଡଭୋକେଟ୍ ଟିମ୍‌ରେ ଓଡିଶା ଆଡଭୋକେଟ୍ କ୍ରିକେଟ ଆସୋସିଏସନ୍‌ର ଶ୍ରୀ ଶୁଭଙ୍କର ବୋଷ (କଟକ) ଓ ମୋହନ ସାହୁ (ଭୁବନେଶ୍ୱର) ମନୋନୀତ ହୋଇ ନିଉଜ୍‌ଲ୍ୟାଣ୍ଡ ଗସ୍ତ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ଶ୍ରୀ ଶୁଭଙ୍କର ବୋଷ ଓଡିଶାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦେଙ୍କ ଭଣଜା ଅଟନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.