Bureau
କରୋନାକୁ ନେଇ ଫେକ ଭିଡିଓ ପୋଷ୍ଟ କରି ଯୁବକ ଗିରଫ
ବଲାଙ୍ଗୀର ୨୬-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କରୋନା ସଂକ୍ରାନ୍ତୀୟ ଏକ ଫେକ ତଥା ମିଥ୍ୟା ଭିଡିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଅଭିଯୋଗରେ ବଲାଙ୍ଗୀରର ଜଣେ ଯୁବକ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ,...
ଜାମ୍ମୁ କାଶ୍ମୀରରେ ପ୍ରଥମ କରୋନା ମୃତ୍ୟୁ
ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) ନୋଭେଲ କରୋନାଭାଇରସ କାରଣରୁ ଜାମ୍ମୁ କାଶ୍ମୀରରେ ପ୍ରଥମ ମୃତ୍ୟୁ ଖବର ଆସିଛି। ମୃତକ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି ଯିଏ ଜଣେ ଧର୍ମ ପ୍ରଚାରକ...
କରୋନା ଭାଇରସ୍ ଡରରେ ଖବର କାଗଜ ବିକ୍ରି ହ୍ରାସ
କୋଲକାତା ୨୬-୩ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗର କୋଲକାତାରେ ଖବରକାଗଜ ବିକ୍ରି ହ୍ରାସ ପାଇଛି ବୋଲି ANI ରିପୋର୍ଟ କରିଛି। ରିପୋର୍ଟ ଅନୁଯାୟୀ କୋରୋନାଭାଇରସ ସଂକ୍ରମଣ ଡରରେ ଅଧିକାଂଶ ଗ୍ରାହକ ଖବରକାଗଜ କିଣିବା ବନ୍ଦ...
କରୋନାଭାଇରସ୍ : ସମଗ୍ର ଦେଶରେ ଟୋଲ ପ୍ଲାଜାରେ ଆଦାୟ ହେବନି ଟୋଲ ଟ୍ୟାକ୍ସ –...
ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) Covid19 କୁ ଦୃଷ୍ଟିରେ ରଖି ଭାରତର ସମସ୍ତ ଟୋଲ ପ୍ଲାଜାରେ ଟୋଲ ସଂଗ୍ରହକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ କରୋନା ଜୀବାଣୁ...
କରୋନାଭାଇରସ୍ : ଅହମ୍ମଦାବାଦରେ ୮୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ
ଅହମ୍ମଦାବାଦ୍ ୨୫-୩ (ଓଡ଼ିଆ ପୁଅ) ଗୁଜୁରାଟରେ କୋଭିଡ -୧୯ କାରଣରୁ ଜଣେ ୮୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ANI ଅନୁଯାୟୀ ଉକ୍ତ...
ଭାରତୀୟ ବଂଶୋଦ୍ଭବ ତଥା ପ୍ରସିଦ୍ଧ ସେଫ୍ ଫ୍ଲଏଡ୍ କାର୍ଡୋଜଙ୍କର ନ୍ୟୁୟର୍କରେ କରୋନାଭାଇରସରେ ମୃତ୍ୟୁ
ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) : ପ୍ରସିଦ୍ଧ ସେଫ୍ ଫ୍ଲଏଡ୍ କାର୍ଡୋଜଙ୍କ ନୋଭେଲ୍ କରୋନଭାଇରସ କରଣରୁ ବୁଧବାରଦିନ ନ୍ୟୁୟର୍କରେ ମୃତ୍ୟୁ ହୋଇଛି। ସେ ୫୯ ବର୍ଷର ଥିଲେ। ଫ୍ଲଏଡ ମୁମ୍ବାଇର ଦୁଇଟି...
ଭାରତରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୬୦୬ କୁ ବୃଦ୍ଧି ୧୦ ମୃତ୍ୟୁ – ଜାଣନ୍ତୁ...
ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ମଙ୍ଗଳବାର ମଧ୍ୟରାତ୍ରରୁ ସମଗ୍ର ଦେଶରେ ଲକଡାଉନ୍ ହୋଇଛି। ୨୧ ଦିନ ଲକଡାଉନ ହେବା ସମୟରେ, ଲୋକଙ୍କ ଗତିବିଧି ଉପରେ...
ମୋଦୀ କହିଲେ – ମହାଭାରତ ଯୁଦ୍ଧ ୧୮ ଦିନରେ ଜିତିଥିଲେ, ୨୧ ଦିନରେ କରୋନାକୁ...
ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) ବିଶ୍ୱ ମହାମାରୀ କରୋନା ଭୂତାଣୁ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସଂସଦୀୟକ୍ଷେତ୍ର ବାରାଣାସୀର ଲୋକଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି...
ଏବେ ୧୪ ଏପ୍ରିଲ ପର୍ଯ୍ୟନ୍ତ ସବୁ ଟ୍ରେନ୍ ବାତିଲ୍ – କେବଳ ମାଲବାହୀ ଟ୍ରେନ...
ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) ଭାରତୀୟ ରେଳ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍, ଲୋକାଲ ଟ୍ରେନ୍ ଏବଂ ମେଟ୍ରୋ ରେଳକୁ ୧୪ ଏପ୍ରିଲ ୨୦୨୦ ରାତ୍ରୀ...
୧୯୪ ଦେଶରେ ୧୯ ହଜାର ୧୦୧ ମୃତ୍ୟୁ: ବ୍ରିଟେନରେ ପ୍ରିନ୍ସ ଚାର୍ଲ୍ସ କରୋନା ସଂକ୍ରମିତ
ନୂଆ ଦିଲ୍ଲୀ ୨୫ ମାର୍ଚ୍ଚ (ଓଡ଼ିଆ ପୁଅ) ବିଶ୍ୱରେ ୧୯୪ ଟି ଦେଶ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହୋଇସାରିଲେଣି। ୧୮ ହଜାର ୯୦୫ ଜଣଙ୍କର ମୃତ୍ୟୁ ହୋଇଛି। ୪ ଲକ୍ଷ ୨୮ ହଜାର...
୪୭୫ ଟଙ୍କାରେ ଗ୍ରୋସରୀ ଦୋକାନୀ ହୋମ ଡେଲିଭରୀ କରିବେ ଏହି ୧୧ ଟି ଅତ୍ୟାବଶ୍ୟକୀୟ...
ଅଯୋଧ୍ୟା ୨୫-୩ (ଓଡ଼ିଆ ପୁଅ) ଅଯୋଧ୍ୟା ଜିଲ୍ଲା ମାଜିଷ୍ଟ୍ରେଟ୍ ଗ୍ରୋସରୀ ଦୋକାନୀମାନଙ୍କୁ ଦୈନନ୍ଦିନ ୧୧ ଟି ଜିନିଷ ପ୍ୟାକେଜ୍ କରି ଘରକୁ ପଠାଇବାକୁ କହିଛନ୍ତି। ଏହି ୧୧ ଟି ଜିନିଷର ମୂଲ୍ୟ ୪୭୫...
କରୋନା ଲଢେଇରେ ଜିତିବା ପାଇଁ ପ୍ରତି ଦେଶବାସୀଙ୍କ ଯୋଗଦାନ ବଡ ମହତ୍ଵପୂର୍ଣ – ଧର୍ମେନ୍ଦ୍ର...
କରୋନା ବିରୋଧୀ ଲଢେଇରେ ୨୧ ଦିନ ଲକ୍ ଡାଉନ୍ ଦେଶବାସୀଙ୍କ ଜୀବନ ବଞ୍ଚାଇବା ଏବଂ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଅତ୍ୟନ୍ତ ଆବଶ୍ୟକ
- ଭାରତ ସରକାର ଓ ରାଜ୍ୟ ସରକାର ଏବଂ ସ୍ଥାନୀୟ...
କରୋନା ଲକ୍ଷଣ : କରୋନା ସଂକ୍ରମିତ ରୋଗୀଙ୍କର ସ୍ୱାଦ ଏବଂ ଗନ୍ଧ ବାରିବା ଶକ୍ତି...
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କରୋନା ସଂକ୍ରମିତ ରୋଗୀଙ୍କର ସ୍ୱାଦ ଏବଂ ଗନ୍ଧ ବାରିବା ଶକ୍ତି ଚାଲିଯାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ଜଣେ ମା’ ନିଜ...
ଆଜି ରାତି ୧୨ଟାରୁ ସମ୍ପୂର୍ଣ୍ଣ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ (ଏକ ପ୍ରକାର କର୍ଫ୍ୟୁ )...
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ଆଜି ରାତି ୧୨ଟାରୁ ସମ୍ପୂର୍ଣ୍ଣ ଦେଶରେ ଆସନ୍ତା ୨୧ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ (ଏକ ପ୍ରକାର କର୍ଫ୍ୟୁ) ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ଟୋକିଓ ଅଲିମ୍ପିକ୍ସରେ ଲାଗିଲା ବ୍ରେକ୍ – ବର୍ଷେ ଘୁଞ୍ଚିଲା ଏବେ ହେବ ୨୦୨୧ ରେ
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କରୋନା ଭୂତାଣୁ ଯୋଗୁଁ ଟୋକିଓ ଅଲିମ୍ପିକ୍ସକୁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି। ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଅଲିମ୍ପିକ୍ ଗେମ୍ସ ପାଇଁ ଖେଳାଳି...
ପଶ୍ଚିମବଙ୍ଗରେ ଆଜି ଅପରାହ୍ନ ୫ ଟାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲକଡାଉନ୍
କୋଲକାତା ୨୪-୩ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗରେ ଆଜି ଅପରାହ୍ନ ୫ ଟାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ଭାରତରେ କରୋନାଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଅନେକ ସହରକୁ...
କରୋନାଭାଇରସ୍ : ୩୦ ଟି ରାଜ୍ୟର ୫୪୮ ଟି ଜିଲ୍ଲାରେ ଲକଡାଉନ୍
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ଭାରତରେ କରୋନା ଭୂତାଣୁ ସଂକ୍ରମଣ ମାମଲା ଧୀରେ ଧୀରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଦଶ ଜଣଙ୍କର ପ୍ରାଣ ହରାଇଛନ୍ତି। ଏଥି ସହିତ...
ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମରୁ ନଗଦ ଟଙ୍କା ଉଠାଇଲେ ଲାଗିବନାହିଁ କୌଣସି ଚାର୍ଜ
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କରୋନାଭାଇରସ୍ କାରଣରୁ ଭାରତର ଅର୍ଥମନ୍ତ୍ରୀ ଖୁବ୍ ଶୀଘ୍ର ଏକ ଆର୍ଥିକ ପ୍ୟାକେଜ୍ ର ଘୋଷଣା କରାଯିବ ବୋଲି ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ଡେବିଟ୍ କାର୍ଡଧାରୀମାନଙ୍କ...
ଆଧାର-ପାନ୍ ଲିଙ୍କ୍ ମାର୍ଚ୍ଚ ୩୧ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) : ଆଧାର-ପାନ୍ ଲିଙ୍କ୍ ମାର୍ଚ୍ଚ ୩୧ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନାଭାଇରସ୍ କାରଣରୁ ଏହା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତୀରମଣ। ଏହାଫଳରେ...
ମଧ୍ୟପ୍ରଦେଶ : ଏସପି-ବିଏସପି ସମର୍ଥନ ସହିତ ଆସ୍ଥା ଭୋଟରେ ଜିତିଲେ ଶିବରାଜ ସିଂ
ଭୋପାଳ ୨୪-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଏହି ସମୟରେ ଗୃହରେ କୌଣସି ବିଧାୟକ ଉପସ୍ଥିତ ନଥିଲେ। ପ୍ରାୟ ଏକ ସପ୍ତାହ ରାଜନୈତିକ ଡ୍ରାମା...










