Bureau
ହାତୀ ଆକ୍ରମଣରେ କେନ୍ଦୁପତ୍ର ତୋଳାଳୀ ମହିଳାଙ୍କ ମୃତ୍ୟୁ
ସମ୍ବଲପୁର ୨୩-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜ଼ିଲ୍ଲା ନାକ୍ଟିଦେଉଳ ବ୍ଲକର ବାଟଗାଁରେ ଜଣେ ମହିଳା କେନ୍ଦୁ ପତ୍ର ତୋଳାଳିିଙ୍କୁ ଆଜି ହାତୀ ଦଳି ଦେଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ...
ସାକ୍ଷୀଗୋପୀନାଥ ମଣ୍ଡଳ ବିଜେପି ପକ୍ଷରୁ ସ୍ଵଚ୍ଛସାଥି ଓ ସଫେଇ କର୍ମଚାରୀ ଙ୍କୁ ସମ୍ମାନ
ସମ୍ବଲପୁର,(ଓଡ଼ିଆ ପୁଅ/ସରୋଜ ସାହୁ): ଆଜି ସମ୍ବଲପୁର ବିଜେପି ର ସାକ୍ଷୀଗୋପୀନାଥ ମଣ୍ଡଳ ପକ୍ଷରୁ ଧନକଉଡା ଓ ଗେଙ୍ଗୁଟିପାଲି ଅଞ୍ଚଳରେ କାର୍ଯ୍ୟରତ ସମ୍ବଲପୁର ମହାନଗର ନିଗମ ର ସଫେଇ କର୍ମଚାରୀ ଙ୍କୁ ସମ୍ମାନିତ କରାଯାଇଥିଲା।...
ଡିୟର ପାର୍କ ସମ୍ବଲପୁରରେ କୋଭିଡି -୧୯ ମୁକାବିଲା ପାଇଁ ସ୍ୱତନ୍ତ୍ର ପଦକ୍ଷେପ
ସମ୍ବଲପୁର ୨୩-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ସହର ମଧ୍ୟ ଭାଗରେ ରହିଛି ସହରବାସୀ ଙ୍କ ଚିତ୍ତ ବିନୋଦନ କରିବା ପାଇଁ ଏକ ସୁନ୍ଦର ମନୋରମ ଡିୟର ପାର୍କ। ଆଉ ଏହି ପାର୍କ...
AIIMS ର ଡାକ୍ତର ଜେଏନ୍ ପାଣ୍ଡେଙ୍କର କରୋନାଭାଇରସ୍ ସଂକ୍ରମଣରେ ମୃତ୍ୟୁ
ନୂଆଦିଲ୍ଲୀ, ମଇ ୨୩-୫ (ଓଡ଼ିଆ ପୁଅ) : ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ପୁଲମୋନୋଲୋଜି ବିଭାଗର ନିର୍ଦ୍ଦେଶକ ଡାକ୍ତର ଜେଏମ୍ ପାଣ୍ଡେଙ୍କର କରୋନାଭାଇରସରେ ମୃତ୍ୟୁ ଘଟିଛି।...
ଅମ୍ଫନ ମହାବାତ୍ୟାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗରେ ମୁତୟନ ହେଲେ ଆଉ ୧୦ ଏନଡିଆରଏଫ...
ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଓ ବେସାମରିକ ପ୍ରତିରକ୍ଷା ବିଭାଗ ପ୍ରଧାନ ଶାସନ ସଚିବଙ୍କ ଲିଖିତ ଅନୁରୋଧ କ୍ରମେ ପଶ୍ଚିମବଙ୍ଗ ବାହାରେ ଥିବା ଆଉ ୧୦...
ଚୀନ, ଜାପାନ ଏବଂ ସାଉଥକୋରିଆରେ ଥିବା ଓଡିଆଙ୍କୁ ରାଜ୍ୟର ଆମ୍ବାସେଡର ହେବା ପାଇଁ ଆହ୍ୱାନ...
ତିନି ଦେଶର ଓଡିଆଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ
- ଆଲୋଚନାରେ ଓଡିଆ ସମୁଦାୟର ୨୪ରୁ ଉର୍ଦ୍ଧ୍ୱ ଲୋକ ସାମିଲ୍
- ଓଡିଶାକୁ ପଞ୍ଜିନିବେଶର ପେଣ୍ଠସ୍ଥଳି କରିବା ପାଇଁ ଦାୟିତ୍ୱ ନେଉ ଓଡିଆ ସମାଜ
- ଏକବିଂଶ...
ଆଗାମୀ ୧୦ ଦିନ ମଧ୍ୟରେ ଭାରତୀୟ ରେଳ ଚଳାଇବ ୨୬୦୦ ଅଧିକ ଶ୍ରମିକ ସ୍ପେଶାଲ...
- ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରାୟ ୩୬ ଲକ୍ଷ ପ୍ରବାସୀ ହେବେ ଉପକୃତ
- ଗତ ୨୩ ଦିନ ମଧ୍ୟରେ ଭାରତୀୟ ରେଳ ଚଳାଇଛି ୨୬୦୦ ଶ୍ରମିକ ସ୍ପେଶାଲ ଟ୍ରେନ
- ଏପର୍ଯ୍ୟନ୍ତ ନିଜ...
ହରିଦାସପୁର – ପାରାଦୀପ ରେଳରାସ୍ତା କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ବିହାର ପଠାଗଲା
କେନ୍ଦ୍ରାପଡ଼ା ୨୩/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ହରିଦାସପୁର - ପାରାଦୀପ ରେଳରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ବିହାର ରାଜ୍ୟର ପୂର୍ଣ୍ଣିଆ ଜିଲ୍ଲାରୁ ଶ୍ରମିକମାନେ ଆସି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିଲେ।...
ଆର୍ଥିକ କାର୍ଯ୍ୟଦକ୍ଷତା ଓ ମାନବିକ ସାମର୍ଥ୍ୟ ବୃଦ୍ଧିର ମୂଳପିଣ୍ଡ ହେଉଛି ସ୍ୱାସ୍ଥ୍ୟ – ବିଶ୍ଵ...
ଜନସ୍ୱାସ୍ଥ୍ୟ ଦାୟିତ୍ଵ ବହନ କରିବା ପାଇଁ ଅଙ୍ଗୀକାରବଦ୍ଧ, କହିଲେ ଡଃ ହର୍ଷ ବର୍ଦ୍ଧନ
ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ୨୦୨୦-୨୧ ବର୍ଷ ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ...
ଭଲଖବର – ୬୨ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
ରାଜ୍ୟରେ ଆଉ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ସୂଚନା ଅନୁଯାୟୀ ଗଞ୍ଜାମରୁ ୪୧ ଜଣ ସୁସ୍ଥ ହୋଇଛନ୍ତି, ବାଲେଶ୍ୱରରୁ ୧୫, ରାଉରକେଲାରୁ ୨ ଜଣ ଏବଂ ଭଦ୍ରକରୁ ଜଣେ,...
ରାଜ୍ୟରେ ପୁଣି ୮୦ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ୧୨୬୯ ଆକ୍ରାନ୍ତ
ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) : ଆଜି ରାଜ୍ୟରେ ୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଂଚିଛି। ଏମାନଙ୍କ...
କମ୍ୟୁନିଟି ରେଡିଓରେ ବିଜ୍ଞାପନ ସମୟ ଘଂଟା ପ୍ରତି ୧୨ ମିନିଟକୁ ବୃଦ୍ଧି କରିବା ଲାଗି...
- କମ୍ୟୁନିଟି ରେଡିଓରେ ନ୍ୟୁଜ ବୁଲେଟିନ ପ୍ରସାରଣ ପ୍ରସ୍ତାବ ବିଚାର କରାଯିବ
- କମ୍ୟୁନିଟି ରେଡିଓ ସଂଖ୍ୟା ବୃଦ୍ଧି ପାଇଁ ରହିଛି ଯୋଜନା : ଶ୍ରୀ ଜାଭଡେକର
ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) କେନ୍ଦ୍ର...
ସତ୍ୟବାନ ପାଇଁ ବ୍ରତ ପାଳନରେ ସାମାଜିକ ଦୂରତ୍ୱକୁ ଭୁଲି ଗଲେ କି ସାବିତ୍ରୀ
ସମ୍ବଲପୁର ୨୨-୫ (ଓଡ଼ିଆ ପୁଅ/ସରୋଜ ସାହୁ) : ଆଜି ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ସ୍ତ୍ରୀମାନେ ଏହି ପୂଜା କରିଥାନ୍ତି। ତେବେ ଚଳିତ ବର୍ଷ ସମ୍ବଲପୁର ଜ଼ିଲ୍ଲାର ପୁରପଲ୍ଲୀରେ କରୋନା କଟକଣା...
ସମ୍ବଲପୁର ଡାକ କର୍ମଚାରୀ ଙ୍କ ଧନୁପାଲୀ ଉପ ଡାକଘର ସମ୍ଭୁଖରେ ବିକ୍ଷୋଭ ପ୍ରଦର୍ଶନ
ସମ୍ବଲପୁର ୨୨-୫ (ଓଡ଼ିଆ ପୁଅ/ସରୋଜ ସାହୁ): ଦେଶବ୍ୟାପୀ ୧୦ ଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ, ରାଜ୍ୟ ଶ୍ରମିକ ସଂଗଠନ ତଥା କେନ୍ଦ୍ରୀୟ କର୍ମଚାରୀ ଓ ଶ୍ରମିକ କ୍ରିୟାନୁଷ୍ଠାନ କମିଟି ଆହ୍ଵାନ କ୍ରମେ ନେସନାଲ...
ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ଦେଖିବା ପରେ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା –...
ଏହି ଅର୍ଥ ରାଜ୍ୟରେ ରିଲିଫ୍ ଓ ପୁନଃଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବ - ଧର୍ମେନ୍ଦ୍ର ପ୍ରଧାନ
- ସହାୟତା ରାଶି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ
- ମୋଦି ସରକାର ଅତୀତରେ ବିପଦ ସମୟରେ...
ରାଜ୍ୟରେ ପୁଣି ୮୬ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ...
ଭୁବନେଶ୍ୱର ୨୨-୫ (ଓଡ଼ିଆ ପୁଅ) : ରାଜ୍ୟରେ ନୂଆ ୮୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ମୋଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ତେବେ...
ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଗସ୍ତ କାର୍ଯ୍ୟସୂଚୀ
ନୂଆ ଦିଲ୍ଲୀ ୨୨-୫ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ...
କୋଭିଡ଼-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା -୨
ନୂଆ ଦିଲ୍ଲୀ ୨୨-୫ (ଓଡ଼ିଆ ପୁଅ) ପର୍ଯ୍ୟାୟକ୍ରମିକ, ପ୍ରାକ୍ ପ୍ରସ୍ତୁତି ତଥା ଏକ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ବଳରେ ଭାରତ ସରକାର ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କ ସହ ମିଲି କୋଭିଡ଼ ୧୯କୁ ପ୍ରତିହତ,...
କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା – ଆରୋଗ୍ୟ ଲାଭ କରିଛନ୍ତି ଯାହାକି ଶତକଡା ୪୦.୩୨...
ନୂଆ ଦିଲ୍ଲୀ ୨୨-୫ (ଓଡ଼ିଆ ପୁଅ) କୋଭିଡ-୧୯ ପରିଚାଳନା ତଥା ଲକଡାଉନ କାର୍ଯ୍ୟକାରିତାକୁ ନେଇ ସରକାରଙ୍କ କେତେକ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ହୋଇଛି।
ଲକଡାଉନର ଅବଧିକୁ ସଫଳତାର ସହିତ ପରିଚାଳନା କରାଯିବା ସହ...
ଦେଶରେ ଗୋଷ୍ଠୀ ରେଡିଓ କେନ୍ଦ୍ର ସହ କଥା ହେବେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର
ନୂଆ ଦିଲ୍ଲୀ ୨୨-୫ (ଓଡ଼ିଆ ପୁଅ) ଏକ ଅନନ୍ୟ ଜନସମ୍ପର୍କ କାର୍ଯ୍ୟକ୍ରମ ସ୍ୱରୂପ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି (୨୨.୦୫.୨୦୨୦) ଦେଶର ଗୋଷ୍ଠୀ ବେତାର କେନ୍ଦ୍ର...









