Bureau
ବେକାବୁ କରୋନା : ଦେଶରେ ୨୪ ଘଣ୍ଟାରେ ୯୮୮୭ ନୂଆ ଆକ୍ରାନ୍ତ – ୨୯୪...
ନୂଆ ଦିଲ୍ଲୀ ୬-୬ (ଓଡ଼ିଆ ପୁଅ) ଦେଶରେ କରୋନା ଭୂତାଣୁ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୮୮୭ ନୂତନ କୋଭିଡ -୧୯ ରୋଗୀ ରିପୋର୍ଟ ହୋଇଥିବା...
ଅଲାରନାଥ ପୀଠରେ ୧୪୪ ଧାରା – ଭକ୍ତଙ୍କୁ ଦର୍ଶନ ମନା
ପୁରୀ ୬/୬ (ଓଡ଼ିଆ ପୁଅ) କାଲି ବିନା ଭକ୍ତରେ ସରିଛି ମହାପର୍ଭୁଙ୍କର ସ୍ନାନ ଯାତ୍ରା। ଅଣସର ଗୃହକୁ ଗଲେ ଚତୁର୍ଦ୍ଧା ମୂର୍ତ୍ତି। ଜ୍ୱରରେ ପୀଡିତ ତିନି ଠାକୁର। କିନ୍ତୁ କୋରୋନା ପାଇଁ ଅଲାରନାଥ...
ଡବଲ ମର୍ଡ଼ର – ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି କୂଅରେ ଫିଙ୍ଗିଦେଲା ପୁତୁରା
ବଲାଙ୍ଗିର ୬-୬ (ଓଡ଼ିଆ ପୁଅ) : ଡବଲ ମର୍ଡ଼ର - ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି କୂଅରେ ଫିଙ୍ଗିଦେଲା ପୁତୁରା। ଏହି ନୃସଂସ ଘଟଣା ଘଟିଛି ବଲାଙ୍ଗୀରରେ ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁରେ।...
‘କୋଭିଡ-୧୯ ମହାମାରୀ ସମୟରେ ନିରାପଦ ଅନଲାଇନ ଅଧ୍ୟୟନ’ ପୁସ୍ତିକା ଉନ୍ମୋଚିତ
- ଏନସିଆରଟି ଓ ୟୁନେସ୍କୋ ନୂଆଦିଲ୍ଲୀ କାର୍ଯ୍ୟାଳୟ ଦ୍ୱାରା ଏହି ପୁସ୍ତିକା ପ୍ରସ୍ତୁତ
ନୂଆ ଦିଲ୍ଲୀ ୬-୬ (ଓଡ଼ିଆ ପୁଅ) କୋଭିଡ-୧୯ ମହାମାରୀ ସମୟରେ ନିରାପଦ ଅନଲାଇନ ଶିକ୍ଷାଦାନକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ...
ଆସନ୍ତା ଜୁଲାଇ ୨୦ରୁ ଆରମ୍ଭ ହେବ ୨୦୧୯ ସିଭିଲ ସର୍ଭିସ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ଵ ପରୀକ୍ଷା
ନୂଆ ଦିଲ୍ଲୀ ୫-୬ (ଓଡ଼ିଆ ପୁଅ) ଆଜି କେନ୍ଦ୍ରୀୟ ଲୋକସେବା ଆୟୋଗଙ୍କ (୦୫.୦୬.୨୦୨୦)ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ କୋଭିଡ-୧୯ ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥିତିର ସମୀକ୍ଷା କରାଯାଇଛି। ଲକଡାଉନ ପରେ ପରେ କେନ୍ଦ୍ର...
ଜୁନ୍ ୮ ରୁ ରାଜ୍ୟ ଭିତରେ ଗଡ଼ିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍ –...
ଭୁବନେଶ୍ୱର ୫-୬ (ଓଡ଼ିଆ ପୁଅ): ଜୁନ୍ ୮ ରୁ ରାଜ୍ୟ ଭିତରେ ଗଡ଼ିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍ - ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର।
ଏହି ସ୍ୱତନ୍ତ୍ର ଟ୍ରେନ୍ ରାଉରକେଲା ଷ୍ଟେସନରୁ ସକାଳ ୫.୧୦ ରେ...
ଜଗତସିଂପୁର ଜିଲ୍ଲାରେ ୮୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୧ସୁସ୍ଥ ଓ ୪୬ ଚିକିତ୍ସିତ ହେଉଛନ୍ତି
ଜଗତସିଂପୁର-୫/୬-( ଓଡିଆ ପୁଅ/ନୃସିଂହ ବାରିକ୍)-ଗୁରୁବାର ଦିନ ୧୦ କରୋନା ରୋଗୀ ସୁସ୍ଥ ହୋଇ କିମସ୍ ରୁ ଫେରି ଆସି ଥିବାର ସୂଚନା ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର। ଗତ ୨୪...
୫ ବର୍ଷର ପୁଅ ସାମନାରେ ଗଣଦୁଷ୍କର୍ମ – ସିଗାରେଟ ଚେଙ୍ଗିଲେ ବଳାତ୍କାରୀ
ତିରୁଅନନ୍ତପୁରମ୍/ନୂଆ ଦିଲ୍ଲୀ ୫-୬ (ଓଡ଼ିଆ ପୁଅ) ପାଞ୍ଚ ବର୍ଷର ପୁଅ ଆଗରେ ଗଣ ବଳାତ୍କାର। ପୁଅ କାନ୍ଦୁଥାଏ, କିନ୍ତୁ ବଳାତ୍କାରୀ ଶୁଣୁନଥାନ୍ତି। କରିଚାଲିଥାନ୍ତି ଦୁଷ୍କର୍ମ। କାନ୍ଦୁଥିବା ପୁଅକୁ ପିଟୁଥାନ୍ତି। ପୀଡ଼ିତା ମହିଳା ଜଣକ...
ବିନା ଭକ୍ତରେ ଶ୍ରୀ ଜିଉ ମାନଙ୍କର ସ୍ନାନଯାତ୍ରା ସଂପର୍ଣ୍ଣ : ସ୍ନାନମଣ୍ଡପରେ ଶ୍ରୀ ଜିଉ...
ପୁରୀ, ୫/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ବିନା ଭକ୍ତରେ ପାଳିତ ହୋଇଯାଇଛି। ଗତକାଲି ରାତି ଗୋଟାଏ ୨୫ ମିନିଟ୍ ରେ...
ମୁଖ୍ୟମନ୍ତ୍ରୀଙ୍କୁ ଚିଠି – ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୧୪...
ସ୍ୱାବ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ଶ୍ରମିକମାନଙ୍କୁ ଘରକୁ ପଠାଯିବାର ବ୍ୟବସ୍ଥା କରନ୍ତୁ
ଭୁବନେଶ୍ୱର, ୦୫/୬ (ଓଡ଼ିଆ ପୁଅ) : ସାରା ଦେଶ ସମେତ ରାଜ୍ୟ ଏବେ କରୋନା ମହାମାରୀ ସହ ଲଢେଇ...
ମହାରାଷ୍ଟ୍ରରେ ବେକାବୁ କରୋନା – ୮୦ ହଜାର ଅତିକ୍ରମ କଲା
ନୂଆ ଦିଲ୍ଲୀ ୫-୬ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କର ସଂଖ୍ୟା ୮୦ ହଜାର ପାର କରିଛି। ତେବେ ମହାରାଷ୍ଟ୍ରର...
୫୮ ବର୍ଷପରେ ଗୋଟିଏ ମାସରେ ତିନୋଟି ଗ୍ରହଣ – ଆଜି ବର୍ଷର ଦ୍ୱିତୀୟ ଚନ୍ଦ୍ର...
ଭୁବନେଶ୍ୱର ୫-୬ (ଓଡ଼ିଆ ପୁଅ) ଆଜି ହେବ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ। ଏହା ପରେ ଦୁଇଟି ଗ୍ରହଣ ହେବ। ୨୧ ଜୁନ୍ ରେ ସୂର୍ଯ୍ୟ ପରାଗ ହେବ ଏବଂ ତା’ପରେ ଚନ୍ଦ୍ରଗ୍ରହଣ ୫...
ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ଅଧିକରୁ ଅଧିକ ସଂଖ୍ୟକ ବୃକ୍ଷରୋପଣ କରିବାକୁ ପରାମର୍ଶ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୦୫ (ଓଡ଼ିଆ ପୁଅ) – ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ପରିବାର...
ଗୁରୁ ମାଆ। ଆମ ସ୍କୁଲ ଖୋଲିବ କେବେ ?
"ଗୁରୁମା । ଆମ ସ୍କୁଲ ଖୋଲିବ କେବେ ।''- ଏହିଭଳି ଏକ ସମ୍ବେଦନଶୀଳ ପ୍ରଶ୍ନ ପଚାରିଲା ବାର ଚଉଦ ବର୍ଷର ଆସିବାସୀ ଝିଅଟିଏ। ଗୌରୀର ପ୍ରଶ୍ନରେ ଅସୁସୂୟା ଦିଦି ପ୍ରଥମେ ଟିକିଏ ହତବମ୍ବ...
ସରପଞ୍ଚମାନଙ୍କ ସହ ଜିଲ୍ଲାପାଳଙ୍କ ବୈଠକ : କରୋନା ପରିଚାଳନା ପାଇଁ ଧନ୍ୟବାଦ ଓ ଉନ୍ନୟନ...
ଯାଜପୁର, ୪ା୬ (ଓଡ଼ିଆ ପୁଅ/ବିରଞ୍ଚି ପତ୍ରୀ) : ସରପଞ୍ଚ ଓ ଲୋକ ପ୍ରତିନିଧି ମାନେ କୋଭିଡ ପରିଚାଳନାରେ ବହୁତ ଭଲ କାମ କରୁଛନ୍ତି। ଏପରି କି, ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଜିଲ୍ଲାର ଏକାଧିକ...
ଭୟଙ୍କର ଦୁର୍ଘଟଣା ଗୋଟିଏ ପରିବାରର ୨ ଶିଶୁଙ୍କ ସମେତ ୯ ମୃତ
ନୂଆ ଦିଲ୍ଲୀ ୫-୬ (ଓଡ଼ିଆ ପୁଅ) ଶୁକ୍ରବାର ପୂର୍ବାହ୍ନରେ ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଏକ ଏସ୍ୟୁଭି କାର ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଶିଶୁଙ୍କ ସମେତ ନଅ...
ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ – ମୋଟ ମୃତ୍ୟୁ ୮ ଜାଣନ୍ତୁ...
ଭୁବନେଶ୍ୱର ୫-୬ (ଓଡ଼ିଆ ପୁଅ) : ଆଜି ରାଜ୍ୟରେ ଆଉ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏହା ସହିତ ଆଉ ଏକ ଦୁଃଖ ଖବର ବି ଆସିଛି। କରୋନା...
ରାଜ୍ୟରେ ୧୩୦ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ
ଭୁବନେଶ୍ୱର ୫-୬ (ଓଡ଼ିଆ ପୁଅ) : ପୁଣି ରାଜ୍ୟରେ ୧୩୦ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ ରେ ପହଁଚିଛି। ଚିହ୍ନଟ ୧୩୦...
୨୪ ଘଣ୍ଟାରେ ଦେଶରେ ୯, ୮୫୧ ନୂଆ କରୋନା ଆକ୍ରାନ୍ତ, ୨୭୩ ମୃତ୍ୟୁ ରେକର୍ଡ...
ନୂଆ ଦିଲ୍ଲୀ ୫-୬ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୯, ୮୫୧ ନୂତନ କୋଭିଡ -୧୯ ମାମଲା ପଞ୍ଜିକରଣ ହୋଇଛି ଏବଂ୨୭୩ ମୃତ୍ୟୁ ରେକର୍ଡ ହୋଇଛି। ତେବେ ମୋଟ...
ବର୍ଜ୍ୟ ବସ୍ତୁରୁ ଉର୍ଜା କାର୍ଯ୍ୟକ୍ରମରେ ଭାରତକୁ ବିଶ୍ୱରେ ଅଗ୍ରଣୀ କରିବା ପାଇଁ ଉଦ୍ୟମ କରିବା...
ଜାତିସଂଘର ମହାସଚିବ ସତ୍ୟ ଏସ. ତ୍ରିପାଠୀଙ୍କ ସହ ଭିସି ଜରିଆରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ
- ସିବିଜି, ଜୈବ ଇଥାନଲ, ଜୈବ ସାର ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଥିବା ସମ୍ଭାବନା ଦିଗରେ ଆଲୋଚନା
-...










