Home ଅପରାଧ ଡବଲ ମର୍ଡ଼ର – ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି କୂଅରେ ଫିଙ୍ଗିଦେଲା ପୁତୁରା

ଡବଲ ମର୍ଡ଼ର – ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି କୂଅରେ ଫିଙ୍ଗିଦେଲା ପୁତୁରା

1195

ବଲାଙ୍ଗିର ୬-୬ (ଓଡ଼ିଆ ପୁଅ) : ଡବଲ ମର୍ଡ଼ର – ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି କୂଅରେ ଫିଙ୍ଗିଦେଲା ପୁତୁରା। ଏହି ନୃସଂସ ଘଟଣା ଘଟିଛି ବଲାଙ୍ଗୀରରେ ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁରେ। ଅଭିଯୁକ୍ତ ପୁତୁରାକୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି। ଖବର ମୁତାବକ ଜମି ବିବାଦରୁ ଦାଦା-ଖୁଡ଼ୀଙ୍କୁ ପୁତୁରା ହତ୍ୟା କରିଛି ବୋଲି ସୂଚନା ମିଳିଛି।
ମୃତକମାନେ ହେଲେ ତ୍ରିଲୋଚନ ନାଗ ଓ ସୀମା ନାଗ ବୋଲି ଜଣାପଡ଼ିଛି। ପୋଲିସ ତଦନ୍ତ ଆରମ୍ଭ କରିଦେଇଛି। ମୃତଦେହକୁ ଉଦ୍ଧାର କରି ପୋଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.