Home Coronavirus Outbreak ଜଗତସିଂପୁର ଜିଲ୍ଲାରେ ୮୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୧ସୁସ୍ଥ ଓ ୪୬ ଚିକିତ୍ସିତ ହେଉଛନ୍ତି

ଜଗତସିଂପୁର ଜିଲ୍ଲାରେ ୮୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୧ସୁସ୍ଥ ଓ ୪୬ ଚିକିତ୍ସିତ ହେଉଛନ୍ତି

1086

ଜଗତସିଂପୁର-୫/୬-( ଓଡିଆ ପୁଅ/ନୃସିଂହ ବାରିକ୍)-ଗୁରୁବାର ଦିନ ୧୦ କରୋନା ରୋଗୀ ସୁସ୍ଥ ହୋଇ କିମସ୍ ରୁ ଫେରି ଆସି ଥିବାର ସୂଚନା ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର। ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ପଜିଟିଭ ଜଗତସିଂପୁର ଜିଲ୍ଲାରେ ବାହାରି ନାହିଁ। ଆଜି ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବାର ସ୍ବାସ୍ଥ୍ୟ ବିଭାଗ ପ୍ରକାଶ କରିଛି। ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୮୭ କରୋନା ରୋଗୀଙ୍କ ମଧ୍ୟରୁ ୪୧ସୁସ୍ଥ ହୋଇଛନ୍ତି ଓ ୪୬ କିମସ୍ ରେ ଚିକିତ୍ସାଧୀନ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.