Home Authors Posts by Bureau

Bureau

17675 POSTS 0 COMMENTS

ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ

0
ବାଲେଶ୍ୱର, ୨୦-୬ (ଓଡ଼ିଆ ପୁଅ/ଅଭୟ ଦାସ) : ସଦର ବ୍ଲକ ଅନ୍ତର୍ଗତ ପଦମପୁର ଗ୍ରାମ ପଂଚାୟତର ବଡକିଆ ବାତ୍ୟା ଆଶ୍ରୟସ୍ଥଳୀରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଶୁକ୍ରବାରଦିନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କେ-ସୁଦର୍ଶନ...

ତୁଣ୍ଡୁରା ପୋଲ ଭୁଶୁଡ଼ିବା ଯୋଗୁଁ ସମସ୍ୟାରେ ଲୋକେ – ନୂତନ ପୋଲ ନିର୍ମାଣ ପାଇଁ...

0
ବାଲେଶ୍ୱର, ୨୦-୬ (ଓଡ଼ିଆ ପୁଅ/ଅଭୟ ଦାସ) : ଭୁଶୁଡ଼ି ପଡ଼ିଥିବା ୪୦ ବର୍ଷର ପୁରୁଣା ତୁଣ୍ଡୁରା ପୋଲର ପୁନଃ ନିର୍ମାଣ ଦାବିରେ ୧୦ ଖଣ୍ଡ ମୌଜାର ଗ୍ରାମବାସୀ ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲାପାଳଙ୍କଠାରେ...

କୃଷକ ସମ୍ବାଦ ଭର୍ଚୁଆଲ ରାଲି – ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ :...

0
- ମୋଦି ସରକାରରେ ଚାଷୀଙ୍କୁ କୃଷି ସାମଗ୍ରୀର ଉପଯୁକ୍ତ ପ୍ରାପ୍ୟ ମିଳିଛି :ଧର୍ମେନ୍ଦ୍ର ପ୍ରଧାନ - ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ୪୦ ଲକ୍ଷ ଚାଷୀ ପରିବାରକୁ କୃଷକ ସମ୍ମାନ ନିଧିରେ ମାସିକ ୨...

ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କର କରୋନାରେ ମୃତ୍ୟୁ

0
ନୂଆଦିଲ୍ଲୀ ୨୦- ୬ (ଓଡ଼ିଆ ପୁଅ) : ଭୟଙ୍କର କରୋନା ଭାଇରସ୍ କେତେବେଳେ କାହାର ଜୀବନ ନେଇଯାଉଛି ତାହା କହିହେବ ନାହିଁ। ଏହି ପରି ଏକ ଦୁଃଖଦ ଖବର ଆସିଛି ଦିଲ୍ଲୀରୁ। ଆଜି...

ଗାଲୱାନ୍‌ ଉପତ୍ୟକା ଉପରେ ଚୀନ୍‌ର ଦାବିକୁ ଭାରତ ବୈଦେଶିକ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କଲା

0
ନୂଆ ଦିଲ୍ଲୀ ୨୦-୬ (ଓଡ଼ିଆ ପୁଅ) ଭାରତ-ଚୀନ୍ ସୀମା ବିବାଦ ମଧ୍ୟରେ ଲଦାଖର ଗାଲୱାନ୍‌ରେ ସାମରିକ ହିଂସାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି। ଭାରତ ଗାଲୱାନ୍‌ ଉପତ୍ୟକା ଉପରେ ଚୀନ୍‌ର ଦାବିକୁ...

୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ୭ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ – ପ୍ରବଳ ବର୍ଷିବ

0
ଭୁବନେଶ୍ୱର, ୨୦-୬ (ଓଡିଆ ପୁଅ) : ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି। ଏନେଇ ୬ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ୬ଟି ଜିଲ୍ଲାରେ ପ୍ରବଳରୁ ଅତି...

ଓଡିଶାରେ ଜଳ ଜୀବନ ମିଶନର ଶିଥିଳତା ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ...

0
- ମିଶନ ବାବଦ ୨୦୨୦-୨୧ ପାଇଁ ୮୧୨ କୋଟି ଟଙ୍କାର କେନ୍ଦ୍ରୀୟ ଅନୁମୋଦନ ନୂଆ ଦିଲ୍ଲୀ ୨୦-୬ (ଓଡ଼ିଆ ପୁଅ) ଓଡିଶାରେ ଜଳ ଜୀବନ ମିଶନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଜଳ...

ପୁରୀରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

0
ଭୁବନେଶ୍ୱର ୨୦-୬ (ଓଡ଼ିଆ ପୁଅ) ପୁରୀ ଜିଲ୍ଲାରୁ ଆସିଛି ଦୁଃଖ ଖବର। ଜିଲ୍ଲାର ଜଣେ ୬୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ହୋଇଥିବା...

ପ୍ରଥମେ ପ୍ରେମ, ବିବାହର ପ୍ରତିଶୃତି ଦେଇ ଶାରିରୀକ ସଂପର୍କ – ଏବେ …

0
ପାଣିକୋଇଲି ୧୯/୬(ଓଡ଼ିଆ ପୁଅ/ଭାସ୍କର ସାହୁ) ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ମୁଣ୍ଡରେ ସିନ୍ଦୁର ଲଗାଇ ଶାରିରୀକ ସଂପର୍କ ରଖି ବିବାହ କରିବାକୁ ପ୍ରତିଶୃତି ଦେଇଥିଲା କିନ୍ତୁ ବିବାହକୁ ପ୍ରତ୍ୟାଖାନ କରିବାରୁ ଶେଷରେ...

ଉଠାଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ଋଣ – ମାଇକ୍ରୋ କ୍ରେଡିଟ ଯୋଜନାର ଶୁଭାରମ୍ଭ

0
ନୂଆ ଦିଲ୍ଲୀ ୨୦-୬ (ଓଡ଼ିଆ ପୁଅ) ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ (ଏସଆଇଡିବିଆଇ) ମଧ୍ୟରେ ଆଜି ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି। ଏହାର...

ରାଜ୍ୟରେ ପୁଣି ୧୭୯ କରୋନା ଆକ୍ରାନ୍ତଚିହ୍ନଟ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ ?

0
ଭୁବନେଶ୍ୱର ୨୦-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୧୭୯ ଜଣ କରୋନା ଆକ୍ରାନ୍ତଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୫ ଜିଲ୍ଲାରୁ ଏହି...

ଆଜି ପୁଣି ଭାଙ୍ଗିଲା କରୋନା ଆକ୍ରାନ୍ତ ରେକର୍ଡ଼ – ୧୪୫୧୬ ନୂଆ କରୋନା ପଜିଟିଭ୍...

0
ନୂଆଦିଲ୍ଲୀ ୨୦-୬ (ଓଡ଼ିଆ ପୁଅ) : ୧୪୫୧୬ କରୋନା ପଜିଟିଭ୍ ସହିତ ଆଜି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୫୦୪୮ ହୋଇଛି। ଗୁରୁବାର ଦିନ ମୃତ୍ୟୁ ସଂଖ୍ୟା ୧୨୯୪୮ କୁ...

ଭାରତରେ କୋଭିଡ-୧୯ ମୁକାବିଲାରେ ସହଯୋଗ ନିମନ୍ତେ ଭାରତ ସରକାର ଏବଂ ଏଆଇଆଇବି ମଧ୍ୟରେ ୭୫୦...

0
ନୂଆ ଦିଲ୍ଲୀ ୨୦-୬ (ଓଡ଼ିଆ ପୁଅ) ଭାରତ ସରକାର ଏବଂ ଏସିଆନ ଭିତିଭୂମି ବିକାଶ ବ୍ୟାଙ୍କ (ଏଆଇଆଇବି) ମଧ୍ୟରେ ଆଜି ୭୫୦ ନିୟୁତ ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି।...

କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀସ୍ଥିତ ଘରୋଇ ଚିକିତ୍ସାଳୟରେ...

0
- ଘରୋଇ ଚିକିତ୍ସାଳୟରେ ସଙ୍ଗରୋଧ ଶଯ୍ୟା ଦେୟ ଏକ-ତୃତୀୟାଂଶ ହ୍ରାସ - ଦିଲ୍ଲୀର ୨୪୨ ଆବଧାଞ୍ଚଳରେ ୨.୩୦ ଲକ୍ଷ ଲୋକଙ୍କର ଘରକୁ ଘର ସର୍ଭେ - ଶସ୍ତା ଓ ଦ୍ରୁତ ପରୀକ୍ଷଣ ଆରମ୍ଭ, ୧୯୩ ପରୀକ୍ଷା...

ଘରୋଇ ବଜାର ପାଇଁ ବଳକା ଔଷଧ ଉପଲବ୍ଧ ପରେ ହାଇଡ୍ରୋକ୍ସି କ୍ଳୋରୋକୁଇନ (ଏଚସିକ୍ୟୁ) ଉପରୁ...

0
- ଏଚସିକ୍ୟୁ ମାସିକ ଘରୋଇ ଉତ୍ପାଦନ ୧୦ ରୁ ୩୦ କୋଟିକୁ ବୃଦ୍ଧି - ୧୫ ଦିନକୁ ଥରେ ଆନ୍ତଃସଚିବ ସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ସ୍ଥିତିର ନିୟମିତ ସମୀକ୍ଷା କରୁଛି ନୂଆ ଦିଲ୍ଲୀ...

ରାଜ୍ୟସଭା ନିର୍ବାଚନ – ଜାଣନ୍ତୁ ଫଳାଫଳ – କିଏ କେଉଁ ରାଜ୍ୟରୁ ବିଜୟୀ

0
ନୂଆଦିଲ୍ଲୀ ୧୯।୬ (ଓଡ଼ିଆ ପୁଅ) : ୧୯ ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହୋଇଥିଲା। ସେଥିମଧ୍ୟରୁ ଆନ୍ଧ୍ର ପ୍ରଦେଶର ୪, ଗୁଜରାଟର ୪, ମଧ୍ୟପ୍ରଦେଶର ୩, ରାଜସ୍ଥାନର ୩, ଝାଡ଼ଖଣ୍ଡର ୨, ମଣିପୁର...

ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ, ୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

0
କଟକ ୧୯-୬ (ଓଡ଼ିଆ ପୁଅ) : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ତାଙ୍କ ଆତ୍ମହତ୍ୟା କରୁଥିବା ଖବର ସମସ୍ତଙ୍କୁ ଚକିତ କରିଦେଇଛି। ଏହିପରି ଅନ୍ୟ ଏକ...

ଭୁବନେଶ୍ଵରରୁ ନୂଆ ୭ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ସଂଖ୍ୟା ୧୬୫

0
ଭୁବନେଶ୍ଵର ୧୯-୬ (ଓଡ଼ିଆ ପୁଅ) ଆଜି ଭୁବନେଶ୍ଵରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭ ଆକ୍ରାନ୍ତଙ୍କ ମଧ୍ୟରୁ ମଧ୍ୟରୁ ୪ ଜଣ ହୋମ୍‌ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଲେ ଓ...

ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ କିନ୍ତୁ ରଥଯାତ୍ରା ଉପରେ ପୁନର୍ବିଚାର ହେଉ ବୋଲି ମତ ରଖିଲେ...

0
ପୁରୀ ୧୯।୬ (ଓଡ଼ିଆ ପୁଅ) : ଗତକାଲି କରୋନା ସଂକ୍ରମଣ କାରଣରୁ ସୁପ୍ରିମକୋର୍ଟ ରଥଯାତ୍ରା ଉପରେ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ସୁପ୍ରୀମକୋର୍ଟ ତାଙ୍କ ରାୟରେ ରଥଯାତ୍ରା ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା...

ଗଞ୍ଜାମରେ ୪୨ କରୋନା ଆକ୍ରାନ୍ତ – ଏମାନଙ୍କ ମଧ୍ୟରେ ୧୨ କରୋନା ଯୋଦ୍ଧା ମୋଟ...

0
ବ୍ରହ୍ମପୁର, ୧୯।୬ (ଓଡ଼ିଆ ପୁଅ) : ଗଞ୍ଜାମ ଜିଲାରେ ଆଜି ୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି। ୪୨ ଆକ୍ରାନ୍ତଙ୍କ...