Bureau
ଅରୁଣାଞ୍ଚଳ ପ୍ରଦେଶରୁ ନିଖୋଜ ପାଞ୍ଚଜଣ ଯୁବକ ଚାଇନା ପାର୍ଶ୍ୱରୁ ମିଳିଲେ – ହସ୍ତାନ୍ତର ପ୍ରକ୍ରିୟା...
ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) କେନ୍ଦ୍ର ମନ୍ତ୍ରୀ ରିଜିଜୁ ଟୁଇଟ୍ କରି ପ୍ରକାଶ କରିଛନ୍ତିଯେ, "ଭାରତୀୟ ସେନା ଦ୍ୱାରା ପଠାଯାଇଥିବା ହଟଲାଇନ ବାର୍ତ୍ତା ଉପରେ ଚୀନର PLA ପ୍ରତିକ୍ରିୟା ଦେଇଛି। ସେମାନେ...
ରିୟାଙ୍କ ଗିରଫ ପରେ ରିୟାଙ୍କ ଓକିଲ କହିଲେ ତିନୋଟି କେନ୍ଦ୍ରୀୟ ଏଜେନ୍ସି ଜଣେ ମହିଳାଙ୍କୁ...
ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏନସିବି ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ପର୍ଯ୍ୟନ୍ତ ଏହା...
ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟ ସମୀକ୍ଷା
ଭୁବନେଶ୍ୱର ୮-୯ (ଓଡ଼ିଆ ପୁଅ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ ରାଜ୍ୟର ସମସ୍ତ ରେଂଜ ଆଇ-ଜି, ଡି-ଆଇ-ଜି ଓ ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ...
ଇମ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ଘଂଟ ଘୋଡାଉଛନ୍ତି – ଯୁବ କଂଗ୍ରେସ
ଭୁବନେଶ୍ୱର ୮-୯ (ଓଡ଼ିଆ ପୁଅ) - ଭୁବନେଶ୍ୱରସ୍ଥିତ ଇମ୍ଫୋସିଟି ଅଂଚଳରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ଘଂଟ ଘୋଡାଉଛନ୍ତି ବୋଲି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରଂଜିତ୍ ପାତ୍ର...
ସମ୍ବଲପୁରରେ ଜାତୀୟ ପୁଷ୍ଟିସାଧନ ସଚେତନତା ସପ୍ତାହ, ଆଏଏସ ଚଞ୍ଚଳ ରଣାଙ୍କ ପ୍ରଶଂସା
ସମ୍ବଲପୁର, ୦୮/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): ସହରର ରେମେଡ ଠାରେ ଜାତୀୟ ପୁଷ୍ଟିସାଧନ ସଚେତନତା ସପ୍ତାହ ଆଜି ପାଳିତ ହୋଇଯାଇଛି। ନଗର ଭ୍ରାମ୍ୟମାଣ ସ୍ୟାସ୍ଥ୍ୟ ୟୁନିଟ ଓ ରେମେଡ-୨ ମହିଳା ଆରୋଗ୍ୟ ସମିତି...
ବିଶ୍ୱ ବିଦ୍ୟାଳୟ ନୀତି ସଂଶୋଧନ ଅଧ୍ୟାଦେଶକୁ ଶିକ୍ଷକ ସଂଘର ସମାଲୋଚନା
ଭୁବନେଶ୍ୱର ୮-୯ (ଓଡ଼ିଆ ପୁଅ) ସେପ୍ଟେମ୍ବର ୭ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ଉତ୍କଳ ବିଶ୍ବ ବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ବୈଠକରେ ନୂଆ ପ୍ରଣୀତ ବିଶ୍ବ ବିଦ୍ୟାଳୟ ନୀତି ସଂଶୋଧନ ଅଧ୍ୟାଦେଶର କଡା...
ରିୟା ଚକ୍ରବର୍ତ୍ତି ଗିରଫ – ଡ୍ରଗ୍ସ କନେକ୍ସନରେ ବଲିଉଡର ୨୫ ଜଣଙ୍କର ନାଁ କହିଲେ...
ନୂଆ ଦିଲ୍ଲୀ/ମୁମ୍ବାଇ ୮-୯ (ଓଡ଼ିଆ ପୁଅ) ରିୟା ଚକ୍ରବର୍ତ୍ତି ଗିରଫ । ଡ୍ରଗ୍ସ କନେକ୍ସନ ଅନୁଧ୍ୟାନ କରୁଥିବା ନାର୍କୋଟିକ୍ସ ବ୍ୟୁରୋ (ଏନସିବି) ଦ୍ୱାରା ଗିରଫ ହୋଇଛନ୍ତି ରିୟା ଚକ୍ରବର୍ତ୍ତି। ସୁଶାନ୍ତ ସିଂ ରାଜପୁତଙ୍କ...
ଏବେ ମିଳିବ ୱେଟିଂ ଟିକେଟରୁ ମୁକ୍ତି – ଭାରତୀୟ ରେଳବାଇ ଆରମ୍ଭ କରୁଛି କ୍ଲୋନ୍...
ନୂଆଦିଲ୍ଲୀ ୦୮ ସେପ୍ଟେମ୍ବର (ଓଡିଆ ପୁଅ) ଭାରତୀୟ ରେଳବାଇ ଆରମ୍ଭ କରିବାକୁ ଯାଉଛୁ କ୍ଲୋନ୍ ଟ୍ରେନ୍ ସ୍କିମ୍। ଅର୍ଥାତ୍ ଆପଣ ମାନଙ୍କୁ ମିଳିବ ୱେଟିଂ ଟିକେଟ୍ ରୁ ମୁକ୍ତି। ଆପଣଙ୍କର ଯଦିୱେଟିଂ ଟିକେଟ୍...
ହ୍ୱାଟ୍ସ ଆପ୍ ରେ ଆସୁଛି ଅଦ୍ଭୁତ ମେସେଜ୍ – ମେସେଜ୍ ପଡ଼ିବା ମାତ୍ରେ କ୍ରାସ୍...
ନୂଆଦିଲ୍ଲୀ ୦୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆଜିକାଲି ହ୍ୱାଟ୍ସ ଆପ୍ ରେ ଏକ ଅଦ୍ଭୁତ ମେସେଜ୍ ଆସୁଛି। ଏହି ମେସେଜ୍ ପାଇବା ମାତ୍ରେ ଆପ୍ କ୍ରାସ୍ କିମ୍ବା ଫ୍ରିଜ୍ ହୋଇଯାଉଛି। ଏହି ମେସେଜ୍...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୪୯୦ ନୂଆ ଆକ୍ରାନ୍ତ ଚିହ୍ନଟ, ୧୩ ମୃତ –...
ଭୁବନେଶ୍ୱର ୦୮-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୪୯୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୩୧୩୮୨ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୫...
ରାଜ୍ୟରେ ପୁଣି କରୋନା ନେଲା ୧୩ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୫୬୯ କୁ...
ଭୁବନେଶ୍ୱର ୦୮-୦୯ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୩ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୫୬୯ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
କଟକ ଜିଲ୍ଲାରୁ...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୪୯୦ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...
ଭୁବନେଶ୍ୱର ୦୮-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୪୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୩୧୩୮୨ କୁ ବୃଦ୍ଧି ପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା...
ତୃତୀୟ ଦିନରେ ରିୟା ଚକ୍ରବର୍ତ୍ତୀ ଏନସିବି କାର୍ଯ୍ୟାଳୟରେ ପହଁଚିଲେ ଆଜି ତୃତୀୟ ଦିନ ହେବ...
ନୂଆଦିଲ୍ଲୀ, ୦୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ରିୟା ଚକ୍ରବର୍ତ୍ତୀ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ମଙ୍ଗଳବାର, ଆଜି ଏନସିବି ତାଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚରା କରିବ। ସୂଚନାଯୋଗ୍ୟଯେ, ଆଜି ରିୟାଙ୍କୁ ପଚରାଉଚରା କରାଯିବାର ଏହା...
୨୦ କୃଷ୍ଣ ମୃଗ ଛାଲ, ୨ ଟି କୃଷ୍ଣ ମୃଗ ମୁଣ୍ଡ, ଗୋଟିଏ ଜୀବନ୍ତ...
କର୍ଣ୍ଣାଟକ ୮-୯ (ଓଡ଼ିଆ ପୁଅ) : ଗତକାଲି କର୍ଣ୍ଣାଟକ କୋପାଲା ଜିଲ୍ଲାର ହୁନାସିହାଲରେ ବନ ଅଧିକାରୀମାନେ ୨୦ କୃଷ୍ଣ ମୃଗ ଛାଲ, ୨ ଟି କୃଷ୍ଣ ମୃଗ ମୁଣ୍ଡ, ଗୋଟିଏ ଜୀବନ୍ତ ମାଈ...
ମହାରାଷ୍ଟ୍ରର ନାସିକରେ ୩.୮ ତିବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ
ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ନାସିକରେ ୩.୮ ତିବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୮ ମ୍ୟାଗ୍ନିଚ୍ୟୁଡ ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର...
ଦେଶରେ ୭୫, ୮୦୯ ନୂଆ କରୋନା ଆକ୍ରାନ୍ତ, ୧, ୧୩୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା...
ନୂଆ ଦିଲ୍ଲୀ ୦୮-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୭୫, ୮୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୩୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।...
କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପତ୍ର : ପ୍ରବାସୀ ଓଡିଆଙ୍କ ଜୀବନଜୀବିକା ପାଇଁ ପୁର୍ନବାର ‘ଶ୍ରମିକ ସ୍ପେଶାଲ୍...
- ଓଡିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁର୍ନବାର ଟ୍ରେନ୍ ଚାଲୁ କରିବା ପାଇଁ ଅନୁରୋଧ
- ଜୀବନଜୀବିକା ପାଇଁ ସୁଯୋଗର ଅଭାବ ଓ ପୁଣି କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ଯିବାରେ...
ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର ମୟୁରଭଞ୍ଜ ଗ୍ରସ୍ତ
ବାରିପଦା ୭-୯ (ଓଡ଼ିଆ ପୁଅ) - ଏଆଇସିସି ଦ୍ୱାରା ଗଠିତ ଟିମ ଆଜି ମୟୁରଭଞ୍ଜ ବନ୍ୟାଂଚଳ ପରିଦର୍ଶନ କରିବା ସହିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତ କରିଥିଲେ। ଏହି ଟିମ୍ରେ ପୂର୍ବତନ...
ଭୋଗରାଇରୁ୯ ପ୍ଲାଜମାଦାତାଙ୍କ କଟକ ଯାତ୍ରା
ବାଲେଶ୍ୱର, ୭ା୯(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନାକୁ ପ୍ରତିହତ ନିମନ୍ତେ ସମ୍ପ୍ରତି ପ୍ଲାଜମା ଥେରାପି ଭିତ୍ତିକ ଚିକିତ୍ସାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଆଜି ଭୋଗରାଇ ଅଞ୍ଚଳର ୯ ଜଣ ପ୍ଲାଜମାଦାତା କଟକ ଯାତ୍ରା...
ଅନୁଭବ ସଂସଦର ଗାରିମା ନଷ୍ଟ କରିଛନ୍ତି – କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ
ଭୁବନେଶ୍ୱର ତା ୭-୯ (ଓଡ଼ିଆ ପୁଅ) – ବିଭିନ୍ନ ସମୟରେ କେତେବେଳେ ସାମ୍ବାଦିକମାନଙ୍କୁ ର୍ଦୁବ୍ୟବହାର ତ କେତେବେଳେ ମହିଳାମାନଙ୍କୁ ଅସଦାଚରଣ ତ ଆଉ କେତେବେଳେ ରାଜନୈତିକ ସଭାରେ ଆପତିଜନକ ମନ୍ତବ୍ୟ ଦେଉଥିବା କେନ୍ଦ୍ରାପଡା...









