Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୪୯୦ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୩୧୩୮୨...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୪୯୦ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୩୧୩୮୨ କୁ ବୃଦ୍ଧି

163

ଭୁବନେଶ୍ୱର ୦୮-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୪୯୦ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୩୧୩୮୨ କୁ ବୃଦ୍ଧି ପାଇଛି।


– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୩୫

– ନୂଆ ଆକ୍ରାନ୍ତ : ୩୪୯୦

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୦୯୪

– ସ୍ଥାନୀୟ ଅଞ୍ଚଳରୁ୧୩୯୬

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୩୮

୨- ବାଲେଶ୍ୱର ଜିଲ୍ଲାରୁ –  ୯୨

୩- ବରଗଡ଼ ଜିଲ୍ଲାରୁ –  ୮୧

୪- ଭଦ୍ରକ ଜିଲ୍ଲାରୁ –  ୮୯

୫- ବଲାଙ୍ଗୀର ଜିଲ୍ଲାରୁ –  ୧୧୦

୬- ବୌଦ୍ଦ ଜିଲ୍ଲାରୁ –  ୨୫

୭- କଟକ ଜିଲ୍ଲାରୁ –  ୩୭୬

୮- ଦେବଗଡ଼ ଜିଲ୍ଲାରୁ –  ୨୭

୯- ଢେଙ୍କାନାଳ ଜିଲ୍ଲାରୁ –  ୮୧

୧୦- ଗଜପତି ଜିଲ୍ଲାରୁ –  ୫୩

୧୧- ଗଞ୍ଜାମ ଜିଲ୍ଲାରୁ –  ୬୯

୧୨- ଜଗତସିଂହପୁର ଜିଲ୍ଲାରୁ –  ୯୧

୧୩- ଯାଜପୁର ଜିଲ୍ଲାରୁ –  ୧୭୮

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୧୦୩

୧୫- କଳାହାଣ୍ଡି ଜିଲ୍ଲାରୁ –  ୩୯

୧୬- କନ୍ଧମାଳ ଜିଲ୍ଲାରୁ –  ୮୪

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮୫

୧୮- କେନ୍ଦୁଝର ଜିଲ୍ଲାରୁ –  ୫୫

୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୩୫

୨୦- କୋରାପୁଟ ଜିଲ୍ଲାରୁ –  ୯୩

୨୧- ମାଲକାନଗିରି : ୨୨

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୨୦୭

୨୩- ନବରଙ୍ଗପୁର ଜିଲ୍ଲାରେ: ୪୦

୨୪- ନୟାଗଡ଼ ଜିଲ୍ଲାରୁ –  ୩୪

୨୫- ନୂଆପଡ଼ା ଜିଲ୍ଲାରୁ –  ୧୦୨

୨୬- ପୁରୀ ଜିଲ୍ଲାରୁ –  ୨୧୭

୨୭- ରାୟଗଡ଼ା ଜିଲ୍ଲାରୁ –  ୨୦୬

୨୮- ସମ୍ବଲପୁର ଜିଲ୍ଲାରୁ –  ୮୫

୨୯- ସୋନପୁର ଜିଲ୍ଲାରୁ –  ୧୦୭

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୬୪

୩୧- State Pool: ୧୦୨

ସୁସ୍ଥ ହୋଇଛନ୍ତି : ୩୦୩୪

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୧୮୪୮୪୧

– ମୋଟ ଆକ୍ରାନ୍ତ ୧୩୧୩୮୨

– ମୋଟ ସୁସ୍ଛ ହୋଲେଣି ୯୯୩୯୮

ସକ୍ରୀୟ ଆକ୍ରାନ୍ତ : ୩୧୩୬୨

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.