Bureau
ଆଜିଠାରୁ ଓଡିଶାରୁ ତିନୋଟି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ – ଜାଣନ୍ତୁ କେଉଁଠୁ...
ଭୁବନେଶ୍ୱର ୧୨-୯ (ଓଡ଼ିଆ ପୁଅ) : ଭାରତୀୟ ରେଳବାଇ ଆଜିଠାରୁ ଓଡିଶାରୁ ତିନୋଟି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ଅନୁମତି ପ୍ରଦାନ କରିଛି। ଖବର ଅନୁଯାୟୀ, ଏହି ଟ୍ରେନଗୁଡିକ ଖୋର୍ଦ୍ଧା...
ରକ୍ଷାମନ୍ତ୍ରୀଙ୍କ ଦ୍ଵାରା ଏରୋ ଇଣ୍ଡିଆ ୨୧ ୱେବସାଇଟ ଉଦ୍ଘାଟିତ – ଏସିଆର ସର୍ବବୃହତ ଏରୋ...
ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଏରୋ ଇଣ୍ଡିଆ ୨୧ର ତ୍ରୟୋଦଶ ସଂସ୍କରଣ ଆସନ୍ତା ଫେବୃଆରୀ ୨୦୨୧ ମସିହା ୩ରୁ ୭ ମଧ୍ୟରେ କର୍ଣ୍ଣାଟକର ବେଙ୍ଗାଲୁରୁ ନିକଟସ୍ଥ ଏଲାହାଙ୍କାଠାରେ ଅନୁଷ୍ଠିତ ହେବ। ରକ୍ଷାମନ୍ତ୍ରୀ...
ସେପ୍ଟେମ୍ବର ୧୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିହାରର ୩ଟି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପ ରାଷ୍ଟ୍ରକୁ ହେବ...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ରେ ବିହାରରେ ନିର୍ମିତ ୩ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ। ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି ପ୍ରକଳ୍ପ ତ୍ରୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ...
୪୬ ଲକ୍ଷ ପାର – ଦେଶରେ ୯୭, ୫୭୦ ନୂଆ କରୋନା ଆକ୍ରାନ୍ତ, ୧,...
ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୭, ୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୨୦୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।...
ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ “ଏକବିଂଶ ଶତାବ୍ଦୀରେ ସ୍କୁଲ ଶିକ୍ଷା” ଉପରେ ଆୟୋଜିତ...
ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅଧୀନରେ ଆୟୋଜିତ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ସମ୍ମିଳନୀକୁ ଭିଡ଼ିଓ...
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂ ଅସୁସ୍ଥ – ଦିଲ୍ଲୀ ଏମ୍ସରେ ତାଙ୍କୁ...
ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଚିଠି ଲେଖି ଆରଜେଡିରୁ ଇସ୍ତଫା ଦେଇଥିବା ଭେଟେରାନ ନେତା ରଘୁବଂଶ ପ୍ରସାଦ ସିଂଙ୍କ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ...
JEE ମେନ ପରୀକ୍ଷା ଫଳ ପ୍ରକାଶ ପାଇଲା
ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଜାତୀୟ ପରୀକ୍ଷା ଏଜେନ୍ସି (NTA) ଏହାର ଅଫିସିଆଲ୍ ୱେବସାଇଟରେ JEE Main ର ଫଳାଫଳ ଘୋଷଣା କରିଛି।
ଫଳାଫଳ ଅନୁଯାୟୀ, ୨୪ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ହାସଲ...
ସାବଧାନ! ହିନ୍ଦୁସ୍ଥାନ ଗ୍ୟାସ ଡିଲରସିପ୍ ପ୍ରଦାନ କରୁଥିବା LPG ବିତରକ ଚୟନ ଅନୁମୋଦନ ପତ୍ର,...
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଓଡ଼ିଆ ପୁଅ) : ହିନ୍ଦୁସ୍ଥାନ ଗ୍ୟାସ ଡିଲରସିପ୍ / ଏଲପିଜି ବିତରକଙ୍କୁ ପ୍ରଦାନ କରୁଥିବା ଏଲପିଜି ବିତରକ ଚୟନ ଏକ ନକଲି ଅନୁମୋଦନ ପତ୍ର ଯାହାକି ସୋସିଆଲ ମିଡିଆ...
କଂଗ୍ରେସରେ ହେଲା ବଡ ପରିବର୍ତ୍ତନ – ଅନେକ ବଡ ନେତା ସାଧାରଣ ସମ୍ପାଦକ ପଦରୁ...
- କଂଗ୍ରେସ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଶୁକ୍ରବାର ଦିନ ଦଳରେ ଏକ ସାଂଗଠନିକ ପରିବର୍ତ୍ତନ କରିଛନ୍ତି।
ନୂଆ ଦିଲ୍ଲୀ ସେପ୍ଟେମ୍ବର ୧୧(ଓଡ଼ିଆ ପୁଅ) କଂଗ୍ରେସ ଦଳରେ ଏକ ବଡ ପରିବର୍ତ୍ତନ କରାଯାଇଛି।...
ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ‘ଗରିମା’ କାର୍ଯ୍ୟକ୍ରମ – ୫୦ କୋଟିର...
- ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗୃହନିର୍ମାଣ ପାଇଁ ମିଳିବ ସହାୟତା
ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ) ରାଜ୍ୟର ସଫେଇ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଗରିମା’ ଯୋଜନାର...
ପ୍ୟାକେଜିଂରେ ଅତ୍ୟଧିକ ପ୍ଲାଷ୍ଟିକର ବ୍ୟବହାର କରୁଛନ୍ତି ଆମାଜନ ଏବଂ ଫ୍ଲିପକାର୍ଟ – କାର୍ଯ୍ୟାନୁଷ୍ଠାନ ଅଭାବରୁ...
ନୂଆଦିଲ୍ଲୀ ସେପ୍ଟେମ୍ବର ୧୧ (ଓଡିଆ ପୁଅ) ଇ-କମର୍ସ ପ୍ଲାଟଫର୍ମ ଆମାଜନ ଏବଂ ଫ୍ଲିପକାର୍ଟଙ୍କ ବିରୋଧରେ ଏକ ଆବେଦନ ଶୁଣାଣି କରି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT), କମ୍ପାନୀଗୁଡିକ ଦ୍ୱାରା ପ୍ୟାକେଜିଂରେ ପ୍ଲାଷ୍ଟିକର ଅତ୍ୟଧିକ...
ସୁସ୍ଥ ହେଲେ ୪୦୬୧ କରୋନା ଆକ୍ରାନ୍ତ – ମୋଟ ସୁସ୍ଥଙ୍କ ସଂଖ୍ୟା ୧୧୨୦୬୨ କୁ...
ଭୁବନେଶ୍ୱର,୧୧।୯(ଓଡ଼ିଆ ପୁଅ) - ରାଜ୍ୟରେ ଶୁକ୍ରବାର ଆଜି ୪୦୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୪୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହ ମୋଟ ସୁସ୍ଥଙ୍କ ସଂଖ୍ୟା ୧୧୨୦୬୨...
ସ୍ୱାମୀ ଅଗ୍ନିବେଶଙ୍କର ହୃଦଘାତରେ ନିଧନ
ନୂଆଦିଲ୍ଲୀ, ୧୧ ସେପ୍ଟେମ୍ବର (ଓଡ଼ିଆ ପୁଅ) ଜଣେ ଜଣାଶୁଣା ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନିବେଶ ଆଜି ନୂଆଦିଲ୍ଲୀର ଲିଭର ଆଣ୍ଡ ବିଲିୟାରି ସାଇନ୍ସ ଇନଷ୍ଟିଚ୍ୟୁଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ...
ଯୁବ କଂଗ୍ରେସ ପକ୍ଷରୁ ‘ଓଡିଶାର ସ୍ୱର’ କାର୍ଯ୍ୟକ୍ରମ ଉନ୍ମୋଚନ
ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ) - ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅଖିଳ ଭାରତୀୟ ଯୁବ କଂଗ୍ରେସର ଆହ୍ୱାନ କ୍ରମେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ‘ଓଡିଶାର ସ୍ୱର’ କାର୍ଯ୍ୟକ୍ରମ ଉନ୍ମୋଚନ...
କଳାହାଣ୍ଡି ଜିଲ୍ଲାରେ ପ୍ରଥମ ସରପଞ୍ଚ କରୋନା ଯୋଦ୍ଧା ଙ୍କ ମୃତ୍ୟୁ
କଳାହାଣ୍ଡି, ୧୧-୦୯ (ଓଡ଼ିଆ ପୁଅ) କଳାହାଣ୍ଡି ଜିଲ୍ଲାରେ ବୁଧବାର ପ୍ରଥମ ସରପଞ୍ଚ କରୋନା ଯୋଦ୍ଧା ଙ୍କ ମୃତ୍ୟୁ ହୋଇଛି।ସୂଚନା ରୁ ପ୍ରକାଶ ଯେ ଗତ ଅଗଷ୍ଟ ୩୧ ତାରିଖ ଦିନ ଜୁନାଗଡ଼ ବ୍ଲକ୍...
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ଆକ୍ରାନ୍ତ
ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ) ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ସେ ଟୁଇଟ କରି ସୂଚନା ଦେଇଛନ୍ତି।
ସେ ଏବେ ହୋମ ଆଇସୋଲେସନରେ ଅଛନ୍ତି...
ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ୍ ଘୋଷଣା, ଜାଣନ୍ତୁ କାହା ପାଇଁ କେତେ
ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ଏହି ପ୍ୟାକେଜ୍ ଘୋଷଣା କରାଯାଇଛି।
- ୩୩ ପ୍ରତିଶତ...
ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ବଣ୍ଟନ
କୁଚିଣ୍ଡା ୧୧/୦୯ (ଓଡିଆ ପୁଅ/ତନୟ ମହାପାତ୍ର) କୁଚିଣ୍ଡା ବିଜ୍ଞାପିତ ଅଚଂଳ ପରିଷଦର ସଭାଗୃହରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା...
କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ମହିଳା ସାଂଗଠନିକ ବୈଠକ
କୁଚିଣ୍ଡା ୧୧-୯ (ଓଡ଼ିଆ ପୁଅ/ତନୟ ମହାପାତ୍ର) କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ମହିଳା ନେତ୍ରୀ ମାନଙ୍କୁ ନେଇ ସାଂଗଠନିକ ବୈଠକ ପୂର୍ତ୍ତ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। କୁଚିଣ୍ଡା ବିଧାୟକ...
ରିୟାଙ୍କ ଜାମିନ୍ ଆବେଦନ ଖାରଜ
ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଜଡିତ ଏକ ଡ୍ରଗ୍ ମାମଲାରେ ଗିରଫ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ...










