Home ଓଡ଼ିଶା ସୁସ୍ଥ ହେଲେ ୪୦୬୧ କରୋନା ଆକ୍ରାନ୍ତ – ମୋଟ ସୁସ୍ଥଙ୍କ ସଂଖ୍ୟା ୧୧୨୦୬୨ କୁ ବୃଦ୍ଧି

ସୁସ୍ଥ ହେଲେ ୪୦୬୧ କରୋନା ଆକ୍ରାନ୍ତ – ମୋଟ ସୁସ୍ଥଙ୍କ ସଂଖ୍ୟା ୧୧୨୦୬୨ କୁ ବୃଦ୍ଧି

144

ଭୁବନେଶ୍ୱର,୧୧।୯(ଓଡ଼ିଆ ପୁଅ) – ରାଜ୍ୟରେ ଶୁକ୍ରବାର ଆଜି ୪୦୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୪୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହ ମୋଟ ସୁସ୍ଥଙ୍କ ସଂଖ୍ୟା ୧୧୨୦୬୨ କୁ ବୃଦ୍ଧି ପାଇଛି।
ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
୭୪୪ ଜଣ ଖୋର୍ଦ୍ଦା ଜିଲ୍ଲାରୁ
୪୨୫ ଜଣ କଟକ ଜିଲ୍ଲାରୁ
୨୬୭ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୨୪୪ ଜଣ ବରଗଡ଼ ଜିଲ୍ଲାରୁ
୨୪୦ ଜଣ ମୟୁରଭଞ୍ଜ ଜିଲ୍ଲାରୁ
୧୮୭ ଜଣ ବାଲେଶ୍ୱର ଜିଲ୍ଲାରୁରୁ
୧୮୫ ଜଣ ଯାଜପୁର ଜିଲ୍ଲାରୁ
୧୭୯ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ
୧୬୭ ଜଣ ଅନୁଗୁଳ ଜିଲ୍ଲାରୁରୁ
୧୫୭ ଜଣ ଗଞ୍ଜାମ ଜିଲ୍ଲାରୁ
୧୩୨ ଜଣ ପୁରୀ ଜିଲ୍ଲାରୁ
୧୩୦ ଜଣ ଭଦ୍ରକ ଜିଲ୍ଲାରୁ
୧୩୦ ଜଣ ଜଗତସିଂହପୁର ଜିଲ୍ଲାରୁ
୧୩୦ ଜଣ ଝାରସୁଗୁଡ଼ା ଜିଲ୍ଲାରୁ
୭୮ ଜଣ କେନ୍ଦୁଝର ଜିଲ୍ଲାରୁ
୭୭ ଜଣ ସମ୍ବଲପୁର ଜିଲ୍ଲାରୁ
୭୪ ଜଣ କୋରାପୁଟ ଜିଲ୍ଲାରୁ
୭୪ ଜଣ ନୂଆପଡ଼ା ଜିଲ୍ଲାରୁ
୫୯ ଜଣ ନବରଙ୍ଗପୁର ଜିଲ୍ଲାରୁ
୫୦ ଜଣ ଢେଙ୍କାନାଳ ଜିଲ୍ଲାରୁ
୪୮ ଜଣ ନୟାଗଡ଼ ଜିଲ୍ଲାରୁ
୪୫ ଜଣ ରାୟଗଡ଼ା ଜିଲ୍ଲାରୁ
୩୭ ଜଣ କଳାହାଣ୍ଡି ଜିଲ୍ଲାରୁ
୩୩ ଜଣ ବଲାଙ୍ଗୀର ଜିଲ୍ଲାରୁ
୩୩ ଜଣ ସୋନପୁର ଜିଲ୍ଲାରୁ
୩୨ ଜଣ କନ୍ଧମାଳ ଜିଲ୍ଲାରୁ
୩୧ ଜଣ ବୌଦ୍ଦ ଜିଲ୍ଲାରୁ
୨୬ ଜଣ ଦେବଗଡ଼ ଜିଲ୍ଲାରୁ
୨୪ ଜଣ ମାଲକାନଗିରି
୨୩ ଜଣ ଗଜପତି ଜିଲ୍ଲାରୁ
ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.