Home Coronavirus Outbreak ୪୬ ଲକ୍ଷ ପାର – ଦେଶରେ ୯୭, ୫୭୦ ନୂଆ କରୋନା ଆକ୍ରାନ୍ତ, ୧, ୨୦୧...

୪୬ ଲକ୍ଷ ପାର – ଦେଶରେ ୯୭, ୫୭୦ ନୂଆ କରୋନା ଆକ୍ରାନ୍ତ, ୧, ୨୦୧ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୭, ୪୭୨ କୁ ବୃଦ୍ଧି

99

ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୭, ୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୨୦୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬, ୫୯, ୯୮୫ କୁ ବୃଦ୍ଧି ପାଇଛି ଓ ୯, ୫୮, ୩୧୬ ସକ୍ରୀୟ ଥିବାବେଳେ ଏବଂ ୩୬, ୨୪, ୧୯୭ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୭୭, ୪୭୨ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.