Bureau
ସୋମାଲିଆର ରାଜଧାନୀ ମେଗାଦିଶୁରେ ଆତ୍ମଘାତୀ ବିସ୍ଫୋରଣ – ୭ ମୃତ, ଅଲ-ଶବାବ ଆକ୍ରମଣ ପାଇଁ...
ନୂଆ ଦିଲ୍ଲୀ ୨୮-୧୧ (ଓଡ଼ିଆ ପୁଅ) ସୋମାଲିଆର ରାଜଧାନୀ ମେଗାଦିଶୁରେ ଆତ୍ମଘାତୀ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବ ଖ୍ରୀଷ୍ଟୋଫର ମିଲରଙ୍କ ଗସ୍ତର କିଛି ଘଣ୍ଟା ପରେ...
ଶନିବାର ଦିନ ଏହି ଚୋରୋଟି ଭୁଲ କରନ୍ତୁ ନାହିଁ
ଶନିବାର ଦିନ ଶନି ଦେବଙ୍କୁ ପୂଜା କରିବାର ନିୟମ ରହିଛି। ଏହି ଦିନ ଲୋକମାନେ ଶନି ଦଶା ଠାରୁ ଦୂରେଇ ରହିବା ଏବଂ ଶନି ମହାରାଜଙ୍କ କୃପା ପାଇବା ପାଇଁ ଅନେକ କାର୍ଯ୍ୟ...
ବୈଜୟନ୍ତ ପଣ୍ଡା କରୋନା ଆକ୍ରାନ୍ତ
ଭୁବନେଶ୍ୱର ୨୮-୧୧ (ଓଡ଼ିଆ ପୁଅ) : ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନାର କିଛି ଲକ୍ଷଣ ଦେଖାଯିବାରୁ...
ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ...
- ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଓଡ଼ିଶାର ଶିକ୍ଷାବିତ୍ ମାନେ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି
- ଉପକୂଳ ଏବଂ ପୂର୍ବ ଓଡ଼ିଶାର ଛାତ୍ରଛାତ୍ରୀମାନେ ଉପକୃତ ହେବେ
- ଗବେଷଣାକୁ...
ବାଲେଶ୍ୱରରେ ବି ନୟାଗଡ଼ ‘ପରୀ’ ନିଆଁ – ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ...
ବାଲେଶ୍ୱର, ୨୭ା୧୧(ଓଡ଼ିଆ ପୁଅ/ଅଭୟ ଦାସ) : ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଅପହରଣ ଓ ହତ୍ୟା ମାମଲାର ନ୍ୟାୟ ଦାବ କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ଦିନ ବିକ୍ଷୋଭ ପ୍ରଦର୍ଶିତ...
ମନ୍ତ୍ରୀ ଅରୁଣ ସାହୁଙ୍କ ବହିସ୍କାର ଦାବି କରି କୁଶପୁତଳିକା ଦାହ କଲା ଭୁବନେଶ୍ୱର ଜିଲ୍ଲା...
ଭୁବନେଶ୍ୱର ୨୭-୧୧ (ଓଡ଼ିଆ ପୁଅ) - ନୟାଗଡ଼ର ଯଦୁପୁର ଗ୍ରାମର ୫ବର୍ଷର ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ଅଭିଯୋଗରେ ସଂପୃକ୍ତ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ବହିସ୍କାର ଦାବି କରି...
ବିଜେପିର ବଡ ଘୋଷଣା: ସୁଶୀଲ କୁମାର ମୋଦୀ ହେବେ ବିହାରରୁ ରାଜ୍ୟସଭା ପ୍ରାର୍ଥୀ
ପାଟନା / ନୂଆଦିଲ୍ଲୀ ନଭେମ୍ବର ୨୭ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ନେତା ରାମ ଭିଲାସ ପାସୱାନଙ୍କ ମୃତ୍ୟୁ ପରେ ଭାରତୀୟ ଜନତା ପାର୍ଟି ଖାଲିଥିବା ରାଜ୍ୟସଭା ଆସନ...
ପୁଣି ବଢ଼ିଲା ତୈଳ ଦର
ନୂଆ ଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) ଘରୋଇ ବଜାରରେ ପେଟ୍ରୋଲ.ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲକୁ ପୁଣି ବୃଦ୍ଧି କରିଛନ୍ତି।
ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା...
କରୋନା ହସ୍ପିଟାଲରେ ଅଗ୍ନିକାଣ୍ଡ – ୬ ଜଣ ଆକ୍ରାନ୍ତ ମୃତ
ରାଜକୋଟ ନଭେମ୍ବର ୨୭ (ଓଡିଆ ପୁଆ) ଶୁକ୍ରବାର ଦିନ ଗୁଜୁରାଟର ରାଜକୋଟସ୍ଥିତ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୬ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ରାଜକୋଟରେ ଉଦୟ...
ବାହାରିନ ରେ ମୃତ ଓଡ଼ିଆ ମିସ୍ତ୍ରୀ ଦେବାଶିଷଙ୍କ ଶବ ଭୁବନେଶ୍ୱର ପ୍ରେରଣ
ବାହାରିନ୍ ୨୬-୧୧(ଓଡ଼ିଆ ପୁଅ) : ଏଠାକାର ବାଣିଜାମରାହା ଠାରେ ଗତ ନଭେମ୍ବର ୧୬ ତାରିଖ ଦିନ ଅକାଳ ମୃତ୍ୟୁ ବରଣ କରିଥିବା ଓଡ଼ିଆ ମିସ୍ତ୍ରୀ ଦେବାଶିଷ ସାହୁଙ୍କର ମୃତଶରୀରକୁ ଆଜି ବାହାରିନ ରୁ...
ଭାରତ ବନ୍ଦ ସଫଳ
ଭୁବନେଶ୍ୱର ୨୬-୧୧ (ଓଡ଼ିଆ ପୁଅ) କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଦିଆଯାଇଥିବା ଭାରତବନ୍ଦ ଡାକରା ସଂପୂର୍ଣ୍ଣ ଓଡ଼ିଶାରେ ସଫଳ ହୋଇଛି ବୋଲି ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର...
ଟିସିଏସ୍ ପ୍ରତିଷ୍ଠାତା ଏଫସି କୋହଲିଙ୍କର ୯୬ ବର୍ଷ ବୟସରେ ଦେହାନ୍ତ
ନୂଆ ଦିଲ୍ଲୀ ନଭେମ୍ବର ୨୬ (ଓଡ଼ିଆ ପୁଅ) ଦେଶର ସର୍ବବୃହତ ଆଇଟି ସେବା କମ୍ପାନୀ ଟାଟା କନ୍ସଲ୍ଟାନ୍ସ ସର୍ଭିସର ପ୍ରତିଷ୍ଠାତା ତଥା ପ୍ରଥମ ସିଇଓ ଏଫସି କୋହଲି (ଫକିର ଚାନ୍ଦ କୋହଲି) ଙ୍କ...
ଫସଲକ୍ଷତି ବୀମା ପ୍ରଦାନରେ ବିଳମ୍ବ ନେଇ ଚାଷିମାନଙ୍କ ଆନ୍ଦୋଳନ ଚେତାବନୀ
କେନ୍ଦ୍ରାପଡା ୨୪/୧୧ (ଓଡ଼ିଆ ପୁଅ) – ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ବନ୍ୟାଞ୍ଚଳର ତରଡିପାଳ, ଅଳପୁଆ, ପେଣ୍ଠପାଳ ଗ୍ରାମର ଚାଷୀ ମାନଙ୍କର ୨୦୧୯ ବନ୍ୟା ଓ ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ...
ସମ୍ବିଧାନ ଦିବସ’କୁ ସାମାଜିକ ଉତ୍ସବ ଭାବେ ପାଳନ କରାଯାଉ- ଧର୍ମେନ୍ଦ୍ର ପ୍ରଧାନ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ଦିନକୁ ସମ୍ବିଧାନ ଦିବସ ଭାବରେ ନାମିତ କରିଥିଲେ
- ବିଜେପି ସମ୍ବିଧାନ ଦିବସକୁ ସାମାଜିକ ଉତ୍ସବ ଭାବରେ ପାଳନ କରୁଛି
ଭୁବନେଶ୍ୱର, ନଭେମ୍ବର ୨୬ (ଓଡ଼ିଆ ପୁଅ) –...
ଭାରତ ବନ୍ଦ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା କୁମ୍ଭୀର କାନ୍ଦଣା କାନ୍ଦିବା ସହ ବିରୋଧ କରିବା...
- କଂଗ୍ରେସର ଛଳନାକୁ ଦେଶବାସୀ ବିଶ୍ୱାସ କରିବେନି
- କୌଣସି ରାଜନୈତିକ ପ୍ରସଙ୍ଗ ନଥାଇ କେବଳ ବାଚାଳାମୀ କରୁଛି କଂଗ୍ରେସ
- କଂଗ୍ରେସ ଦେଶକୁ ବହୁତ ପଛକୁ ନେଇଯାଇଛି
- କୃଷି ଆଇନରେ ଅଣାଯାଇଥିବା ସଂସ୍କାର ଦ୍ୱାରା...
ଆଜି ଦିଲ୍ଲୀରେ କୃଷକଙ୍କ ବିରୋଧ ପ୍ରଦର୍ଶନ, ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ନୋଏଡା-ଗୁରୁଗ୍ରାମକୁ ଯିବ ନାହିଁ...
ନୂଆ ଦିଲ୍ଲୀ ୨୬-୧୧ (ଓଡ଼ିଆ ପୁଅ) ଆଜି ଦିଲ୍ଲୀରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ଏ ନେଇ ହରିୟାଣା ସୀମାକୁ ସିଲ୍ କରାଯାଇଛି। ଦିଲ୍ଲୀ ମେଟ୍ରୋ ନୋଏଡା-ଗୁରୁଗ୍ରାମରେ ଅପରାହ୍ନ ୨ ଟା...
ଭ୍ୟାକ୍ସିନ୍ ଆସିବା ପୂର୍ବରୁ ସ୍କୁଲ ଖୋଲିବା କଷ୍ଟସାଧ୍ୟ – ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ ୨୫-୧୧ (ଓଡ଼ିଆ ପଉଅ) କରୋନା ଭୂତାଣୁ ମହାମାରୀ ହେତୁ ଗତ କିଛି ମାସ ହେବ ସ୍କୁଲ ବନ୍ଦ ରହିଛି। ଏହିପରି ଅବସ୍ଥା ଅନେକ ରାଜ୍ୟରେ ରହିଛି। କେତେକ ରାଜ୍ୟରେ ଏହାକୁ ଧୀରେ...
ସ୍ୱର୍ଗତ ସୁଶୀଳା ଦେବୀ ଜଣେ ମହୀୟସୀ ଓ ସ୍ନେହୀ ସ୍ୱଭାବର ମହିଳା ଥିଲେ –...
- ତାଙ୍କର ବିୟୋଗ ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି
ଭୁବନେଶ୍ୱର, ନଭେମ୍ବର ୨୫ (ଓଡ଼ିଆ ପୁଅ) - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ରାଜଭବନ ଠାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ...
‘ବାଲେଶ୍ୱର କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ର କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚନ
ବାଲେଶ୍ୱର, ୨୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍କଳ କେମିଷ୍ଟ୍ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ଜଲା ଶାଖା ‘ବାଲେଶ୍ୱର କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ର କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚନ କାଳୀଦାସପୁରସ୍ଥିତ ସଂଗଠନ କାର୍ଯ୍ୟାଳୟ ପରିସରରେ ବୁଧବାର...
ବ୍ରାଉନ ସୁଗାର କାରବାରର ଅପରାଧିଙ୍କୁ ଗିରଫ ଦାବି କରି ଏସପିଙ୍କୁ ଦାବିପତ୍ର
ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ନଜମା ବେଗମ ବ୍ରାଉନ ସୁଗାର କାରବାରରେ ସଂପୃକ୍ତ ଅନ୍ୟ ଅପରାଧିଙ୍କୁ ତୁରନ୍ତ ଗିରଫ ସହ ପରିବାରକୁ ସୁରକ୍ଷା...










