Bureau
କୋଲକାତାରୁ ଜର୍ମାନୀକୁ ‘ପଳାୟନ’ କରିବା ପାଇଁ ନେତାଜୀ ଏହି କାରର ସାହାଯ୍ୟ ନେଇଥିଲେ
କୋଲକାତା ୨୩-୧ (ଓଡ଼ିଆ ପୁଅ/ଲକ୍ଷ୍ମୀଧାର ସାହୁ) କୋଲକାତାର ଏଲଗିନ ରୋଡରେ ଅବସ୍ଥିତ ନେତାଜୀଙ୍କ ପୈତୃକ ବାସଭବନରେ ୧୯୩୭ ମଡେଲର ସୁନ୍ଦର ଜର୍ମାନ ୱାଣ୍ଡର ସେଡାନ କାର ଛିଡା ହୋଇଛି ଯେଉଁଥିରେ ସେ ଜର୍ମାନୀ...
ଲାଲୁ ଯାଦବଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ, ଝାଡଖଣ୍ଡର ରିମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ
ରାଞ୍ଚି ୨୩-୧ (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ) ବହୁ ଚର୍ଚ୍ଚିତ ଚାରା ଘୋଟାଲାରେ ଦଣ୍ଡ ଭୋଗୁଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ନିମୋନିଆ ପରେ ତାଙ୍କୁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ...
ବିନା କୋଭିଡ଼୍ ନେଗେଟିଭ ରିପୋର୍ଟରେ ତିନିଦିନ ହେବ ଚାଲିଛି ମହାପ୍ରଭୁଙ୍କର ଦର୍ଶନ
ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦୀର୍ଘ ୧୦ ମାସ ଧରି ଶ୍ରଦ୍ଧାଳୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିନଥିଲେ। ଶେଷରେ, କୋଭିଡ଼ ରିପୋର୍ଟ କଟକଣାର ଅନ୍ତ ଘଟିଛି। ୨୧ଠାରୁ ବିନା କୋଭିଡ଼...
ନେତାଜୀ ଭାରତମାତାର ଅମୂଲ୍ୟ ରତ୍ନ – ମୁଖ୍ୟମନ୍ତ୍ରୀ – କଟକ ନେତାଜୀ ବସ୍ ଟର୍ମିନାଲର...
ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି : ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଉତ୍ସବ ଆରମ୍ଭ
ଭୁବନେଶ୍ୱର ୨୩.୧ (ଓଡ଼ିଆ ପୁଅ) ଆଜି ଭାରତୀୟ ମୁକ୍ତି ସଂଗ୍ରାମର ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପବିତ୍ର ଜନ୍ମ ଦିବସ।...
ସ୍ୱର୍ଗତ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ପରିବାରଲୋକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ – ଡି.ପ୍ରକାଶ ରାଓ ସମାଜ...
- ସ୍ୱର୍ଗତ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ
- ସଂଚିତ ଅର୍ଥରେ ଅସହାୟଙ୍କ ସେବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ କରାଉଥିଲେ
- ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଓଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ କରିଥିଲେ
- ସ୍ୱର୍ଗତ...
ଅକ୍ଷୟ କୁମାରଙ୍କ ଘୋଷଣା – ଏହିଦିନ ରିଲିଜ୍ ହେବ ‘ବଚ୍ଚନ ପାଣ୍ଡେ’
ନୂଆ ଦିଲ୍ଲୀ ଜାନୁଆରୀ ୨୩ (ଓଡିଆ ପୁଅ) 'ବଚ୍ଚନ ପାଣ୍ଡେ' ପାଇଁ ସୁଟିଂ କରୁଥିବା ଅକ୍ଷୟ କୁମାର ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଚଳଚ୍ଚିତ୍ରଟି ବର୍ତ୍ତମାନ ଠାରୁ ଏକ ବର୍ଷ ପରେ...
କଟକ ଜାନକୀନାଥ ଭବନ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲେ...
ନେତାଜୀଙ୍କ ପରାକ୍ରମ ଯୁବପିଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ - ଧର୍ମେନ୍ଦ୍ର ପ୍ରଧାନ
- ନେତାଜୀଙ୍କ ସାହାସ, ବୀରତ୍ୱ ଓ ଆତ୍ମବଳିଦାନର ଗାଥା ଥିଲା ଅତୁଳନୀୟ
କଟକ, ଜାନୁଆରୀ ୨୩ (ଓଡ଼ିଆ ପୁଅ) –...
ଜାତୀୟ ସଡ଼କ ସୁରକ୍ଷା ମାସର ପଞ୍ଚମ ଦିବସ : ଜନ ସଚେତନତାର ବାର୍ତ୍ତା ବାଣ୍ଟିଲେ...
ବାଲେଶ୍ୱର, ୨୩ା୧(ଓଡ଼ିଆ ପୁଅ/ଅଭୟ ଦାସ): ଆଞ୍ଚଳିକ ପରିବହନ ବିଭାଗ ଓ ଜିଲା ସଡ଼କ ସୁରକ୍ଷା କମିଟି ପକ୍ଷରୁ ଗତ ୧୮ ତାରିଖରୁ ବାଲେଶ୍ୱରରେ ପାଳିତ ହେଉଥିବା ଜାତୀୟ ସଡ଼କ ସୁରକ୍ଷା ମାସର ଆଜିଥିଲା...
କେନ୍ଦୁଝରରେ ଦୀର୍ଘ ଆଠ ମାସ କାଳ ଦରମା ନ ପାଇ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ...
କେନ୍ଦୁଝର, ୨୩ ଜାନୁୟାରୀ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ରେ ଦୀର୍ଘ ଆଠ ମାସ କାଳ ଦରମା ନ ପାଇଁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଙ୍କ କାର୍ଯ୍ୟାଳୟକୁ ଆଜି ଶୁକ୍ରବାର ଦିନ...
ଇ-କ୍ୟାଟରିଂ ସେବା ପୁନଃ ଆରମ୍ଭ କରିବାକୁ ଯାଉଛି IRCTC, କରୋନା ବ୍ରେକ୍ ଲଗାଇଥିଲା
ନୂଆଦିଲ୍ଲୀ ୨୩ ଜାନୁଆରୀ (ଓଡିଆ ପୁଅ) : ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଆସନ୍ତା ମାସରୁ ପୁନଃ ଇ-କ୍ୟାଟରିଂ ସେବା ଆରମ୍ଭ କରିବ, ଯାହା ଯାତ୍ରୀମାନଙ୍କ ପାଇଁ ଏକ...
ୱାର୍କ ଫ୍ରମ ହୋମ କର୍ମଚାରୀମାନଙ୍କୁ ବଜେଟ୍ ୨୦୨୧ ରେ ମିଳିପାରେ ନୂଆ ଉପହାର !
ନୂଆଦିଲ୍ଲୀ ୨୩ ଜାନୁଆରୀ (ଓଡିଆ ପୁଅ) କରୋନାକାଳରେ ଲୋକଙ୍କ କାର୍ଯ୍ୟ ପ୍ରଣାଳୀକୁ ବଦଳି ୟାଇଛି। ଏହି ମହାମାରୀ ହେତୁ ଗୃହରୁ କାର୍ଯ୍ୟର ଧାରା (Work From Home culture) ବୃଦ୍ଧି ପାଇଛି। ଅନେକ...
ଏହି ସମୟରେ ଟ୍ରେନ ଟିକେଟ କାଟନ୍ତୁ ମିଳିବ ୧୦% ରିହାତି
ନୂଆ ଦିଲ୍ଲୀ ଜାନୁଆରୀ ୨୩ (ଓଡ଼ିଆ ପୁଅ) ଆପଣ ଜାଣନ୍ତି କି ଭାରତୀୟ ରେଳବାଇ ଏହାର କିଛି ଟିକେଟ୍ ଉପରେ ୧୦% ରିହାତି ଦେଉଛି? ଯଦି ନୁହେଁ, ତେବେ ଆମେ ଆପଣଙ୍କୁ କହୁଛୁଯେ,...
ଶନି ଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଏହି ଉପାୟ କରନ୍ତୁ – ବିଦ୍ୟା ବୃଦ୍ଧି...
ଆଜି ୨୦୨୧ ର ଚତୁର୍ଥ ଶନିବାର। ଆଜି ଶନିଦେବଙ୍କ ଦିନ। ବିଶ୍ୱାସ ଅନୁଯାୟୀ, ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଯେତେବେଳେ ସେ କ୍ରୋଧିତ ହୁଅନ୍ତି, ଅନର୍ଥ ହୋଇଥାଏ କିନ୍ତୁ ଖୁସି...
ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ – ଜାନକୀନାଥ ଭବନରେ ନେତାଜୀ ଜୟନ୍ତୀ ପାଳନ କରିବେ ଏବଂ...
କଟକ ୨୩-୧ (ଓଡ଼ିଆ ପୁଅ) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ଜନ୍ମ ଜୟନ୍ତୀ। ନେତାଜୀଙ୍କର ଜନ୍ମସ୍ଥାନ ଜାନକୀନାଥ ଭବନରେ ନେତାଜୀ ଜୟନ୍ତୀ ପାଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏଦଦ୍ ବ୍ୟତୀତ...
ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆଜି ପଶ୍ଚିମବଙ୍ଗ ଗସ୍ତ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ...
ନୂଆଦିଲ୍ଲୀ ୨୩ ଜାନୁଆରୀ (ଓଡିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ। ସୂଚନାଯୋଗ୍ୟଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ପିଏମ ମୋଦୀ କୋଲକାତାରେ...
ହରିଦ୍ୱାର କୁମ୍ଭ ମେଲା : ପୁରୀରୁ ଋଷିକେଶ ସ୍ୱତନ୍ତ୍ର ଟ୍ରେନ୍, ଜାନୁଆରୀ ୨୭ ରୁ...
ନୂଆଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) ହରିଦ୍ୱାର କୁମ୍ଭ ମେଲାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ପୁରୀରୁ ଋଷିକେଶ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କରାଯାଇଛି। ୦୮୪୭୭/୦୮୪୭୮ ସ୍ୱତନ୍ତ୍ର ଟ୍ରେନ୍ ଓଡିଶା, ଝାଡଖଣ୍ଡ,...
କରୋନା ଟୀକାକରଣର ୧୩୦ ଘଣ୍ଟା ପରେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ – ମୃତକଙ୍କ ପୁଅ...
ଗୁରୁଗ୍ରାମ ୨୨-୧ (ଓଡ଼ିଆ ପୁଅ) ନୂଆ ଦିଲ୍ଲୀ ନିକଟ ହରିଆଣାର ଗୁରୁଗ୍ରାମରେ କରୋନା ଟୀକାକରଣର ୧୩୦ ଘଣ୍ଟା ପରେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଏହା ପରେ ମୃତକଙ୍କ ପୁଅ...
କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ ଉପହାର ଦେବାକୁ ମୋଦୀ ସରକାର ପ୍ରସ୍ତୁତ ହେଉଛନ୍ତି
ନୂଆଦିଲ୍ଲୀ ୨୨-୧ (ଓଡିଆ ପୁଅ) କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ସିଧାସଳଖ କେନ୍ଦ୍ରୀୟ କର୍ମଚାରୀଙ୍କ ସହିତ ଜଡିତ। ଜାନୁଆରୀ ୧୮ ରେ...
ରିଲାଏନ୍ସ ଜିଓ ନାମରେ ଅଟା ବିକ୍ରି କରି ବିପୁଳ ଅର୍ଥ ରୋଜଗାର କରୁଥିଲା ଏହି...
ନୂଆଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) : ରିଲାଏନ୍ସ ଜିଓ ଭାରତର ସବୁଠୁ ବଡ ଟେଲିକମ୍ କମ୍ପାନୀ ମଧ୍ୟରେ ଗଣାଯାଏ, ଯାହା ଲୋକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଥାଏ। ଜିଓ ସମଗ୍ର ଦେଶରେ ଲୋକଙ୍କ...
ସେରମ୍ ଇନଷ୍ଟିଚ୍ୟୁଟ୍ ଅଗ୍ନିକାଣ୍ଡ: ନିଆଁ ଲଗାଯାଇଥିଲା କି ଦୁର୍ଘଟଣାଜନିତ ଥିଲା, ଯାହା ତଦନ୍ତ ପରେ...
ମୁମ୍ବାଇ ୨୨-୧ (ଓଡ଼ିଆ ପୁଅ) ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିସରରେ ଅଗ୍ନିକାଣ୍ଡ ଘଟିବା ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ,...










