Home ଜିଲ୍ଲା ପରିକ୍ରମା ଯୁବ ପଟଚିତ୍ର ଶିଳ୍ପୀ ନୀଳମଣି ଜେନା ସମ୍ବର୍ଦ୍ଧିତ

ଯୁବ ପଟଚିତ୍ର ଶିଳ୍ପୀ ନୀଳମଣି ଜେନା ସମ୍ବର୍ଦ୍ଧିତ

47

ପୁରୀ ୨୪-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀର ଯୁବ ପଟଚିତ୍ର ଶିଳ୍ପୀ ନୀଳମଣି ଜେନାଙ୍କୁ ଆଉ ଏକ ସଫଳତା ମିଳିଛି।ତାଙ୍କୁ କଳାରତ୍ନମ ସମ୍ମାନରେ ସମ୍ବର୍ଦ୍ଧିତ କରଯାଇଛି।ଅନଲାଇନ ଯୋଗେ ଅନୁଷ୍ଠିତ ଜାତୀୟସ୍ତରୀୟ କଳାକୃତି ପ୍ରତିଯୋଗୀତାରେ କଳାରତ୍ନମ ଫାଉଣ୍ଡେସନ ଅଫ ଆର୍ଟ ସୋସାଇଟି ପକ୍ଷରୁ ଏହି ସମ୍ମାନ ମିଳିଛି।ପାରମ୍ପରିକ ଶୈଳୀରେ ପଟଚିତ୍ର ମାଧ୍ୟମରେ ମହାପ୍ରଭୁଙ୍କ ଚିତ୍ର ଆଙ୍କିଥିଲେ ନୀଳମଣି।ଏଥିସହ ମହାପ୍ରଭୁଙ୍କ ଦୋଳଯାତ୍ରା, ଚନ୍ଦନ ଯାତ୍ରା ଓ ସହିଯାତ୍ରା ସ୍ଥାନ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.