Bureau
ଜନନାୟକ ଓ ଯୋଦ୍ଧାମାନଙ୍କୁ ଇତିହାସ ସମ୍ମାନ ଦେଇ ନ ଥିବାରୁ ଆମେ ଭ୍ରମ ସଂଶୋଧାନ...
ଔପନିବେଶିକ ଶକ୍ତି ଏବଂ ସେହି ମନୋବୃତ୍ତିର ଲେଖକଙ୍କ ଦ୍ୱାରା ରଚିତ ଇତିହାସ, ଭାରତର ଇତିହାସ ନୁହେଁ
ଭୁବନେଶ୍ୱର, ୧୬/୨ (ଓଡ଼ିଆ ପୁଅ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ ସ୍ୱାଧୀନତାର ୭୫ତମ ବର୍ଷରେ...
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହାରାଜ ସୁହେଲ ଦେବ ସ୍ମାରକ ଓ ଚିତ୍ତୌରା ହ୍ରଦ ଉନ୍ନୟନ କାର୍ଯ୍ୟର...
ଭାରତୀୟତାର ପରିଚୟ ସୁରକ୍ଷାରେ ମହାରାଜ ସୁହେଲ ଦେବଙ୍କ ଅବଦାନକୁ ଉପେକ୍ଷା କରାଯାଇଛି: ପ୍ରଧାନମନ୍ତ୍ରୀ
ଇତିହାସ ନିର୍ମାତାଙ୍କ ପ୍ରତି ଲେଖକମାନେ କରିଥିବା ଅନ୍ୟାୟକୁ ଏବେ ସଂଶୋଧନ କରାଯାଉଛି: ଶ୍ରୀ ମୋଦୀ
ଏହି ବସନ୍ତ ଭାରତ ପାଇଁ ନୂଆ...
ଶ୍ରୀରାମଚନ୍ଦ୍ର ମିଶନର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ଗୃହସ୍ଥ ଜ୍ଞାନ ଏବଂ ଯୋଗ-ଆୟୁର୍ବେଦ କରୋନା ମୁକାବିଲାରେ ବଡ଼ ଭୂମିକା ନିର୍ବାହ କରିଥିଲା: ପ୍ରଧାନମନ୍ତ୍ରୀ
ଭାରତୀୟ ସ୍ୱସ୍ଥ ଓ ନିରାମୟ ବିଚାର ରୋଗର କେବଳ ଚିକିତ୍ସା ମଧ୍ୟରେ ସୀମିତ ନୁହେଁ: ଶ୍ରୀ ମୋଦୀ
ଯୋଗ ଓ...
କୋଟିଆରେ ଆନ୍ଧ୍ରର ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି
- ରାଜନୈତିକ ବାଦବିବାଦ ଭୁଲି ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଦେଲେ ପ୍ରସ୍ତାବ
- ସୀମାବର୍ତ୍ତୀ ଅଂଚଳରେ କିପରି ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ପିଇବା ପାଣି ବିଜୁଳି, ପକ୍କାଘର ଯୋଗାଇ ଦିଆଯିବ ତାହା ପାଇଁ...
ଭୁବନେଶ୍ୱର ସମେତ ୧୦ଟି ସହରରେ ଆରମ୍ଭ ହେବ ପେୟ ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ
- ପାଇଲଟ୍ ପ୍ରକଳ୍ପରୁ ପ୍ରାପ୍ତ ଅଭିଜ୍ଞତା ଆଧାରରେ ଅମୃତ ସହରରେ କାର୍ଯ୍ୟକାରୀ ହେବ ସର୍ବେକ୍ଷଣ
- ସମାନତାପୂର୍ଣ୍ଣ ଜଳ ବିତରଣ, ବର୍ଜ୍ୟଜଳ ପୁନଃଉପଯୋଗ ସମ୍ପର୍କରେ ସୂଚନା ସଂଗ୍ରହ କରିବା ଏବଂ ପ୍ରତିଯୋଗିତାମୂଳକ ପ୍ରକ୍ରିୟାରେ ଜଳଉତ୍ସଗୁଡ଼ିକର...
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ COP26 ଅଧ୍ୟକ୍ଷ ଆଲୋକ ଶର୍ମା ଏମପି
ନୂଆ ଦିଲ୍ଲୀ ୧୮-୨ (ଓଡ଼ିଆ ପୁଅ) ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମେଳନର ଅଧ୍ୟକ୍ଷ ଆଲୋକ ଶର୍ମା ଏମପି ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। COP ହେଉଛି...
ଆଜିଠୁ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ: ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି: ଗୃହରେ...
ଭୁବନେଶ୍ୱର, ୧୮/୨ (ଓଡ଼ିଆ ପୁଅ) : ଆଜିଠୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ। ଏ ନେଇ ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ଗୃହରେ ବିଭିନ୍ନ ପ୍ରସଂଗ ଉଠାଇବାକୁ ନିଷ୍ପତ୍ତି ନେଇଛି ଦଳ।...
ଦେଶରେ କ୍ରମାଗତ ଦଶମ ଦିନରେ ତୈଳ ଦର ବୃଦ୍ଧି
ନୂଆ ଦିଲ୍ଲୀ ୧୮-୨ (ଓଡ଼ିଆ ପୁଅ) ଦେଶରେ କ୍ରମାଗତ ଦଶମ ଦିନରେ ତୈଳ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୩୦ ରୁ ୩୫ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ...
ବିଶ୍ୱ ଅର୍ଥନୀତିର ପୁନଃଉଦ୍ଧାର ପାଇଁ ତୈଳ ଉତ୍ପାଦନକୁ ସ୍ୱାଭାବିକ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ...
ଆଇଏଫ୍-ଆଇଏ-ଓପେକ୍ ଭର୍ଚୁଆଲ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ
- ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମାନଙ୍କୁ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ନିବେଦନ
- ଉତ୍ପାଦନକାରୀ ତଥା ଉପଭୋକ୍ତା ଦେଶର ସାମୂହିକ ସ୍ୱାର୍ଥରେ ତୈଳ ଦର ଯୁକ୍ତିଯୁକ୍ତ ହେବା...
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା କ୍ୟାପଟେନ ସତୀଶ ଶର୍ମାଙ୍କ ନିଧନ
ନୂଆ ଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) ବୁଧବାର ବିଳମ୍ବିତ ରାତିରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ସତୀଶ ଶର୍ମାଙ୍କର ଗୋଆରେ ଦେହାନ୍ତ ହୋଇଛି। ଦୀର୍ଘ ସମୟ ଧରି...
ଝାଡଖଣ୍ଡରେ ୫୫ ଲିଭ୍ ଇନ୍ ରିଲେସନ୍ ବିବାହ ! ଗୋଟିଏ ମଣ୍ଡପରେ ବାହାହେଲେ ବାପ-ପୁଅ,...
ରାଞ୍ଚି ୧୭-୨ (ଓଡ଼ିଆ ପୁଅ) ଆପଣ ଜାଣିଛନ୍ତିକି ଲିଭ୍ ଇନ୍ ସମ୍ପର୍କ କେବେ ର? ବୋଧ ହୁଏ ଏହା ଆଫଣଙ୍କୁ ନୂଆ ନୂଆ ତଥା ଆଧୁନିକ ସମ୍ପର୍କ ପରି ଲାଗୁଥିବ। ବଡ଼ ବଡ଼...
କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରି
ନୂଆ ଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରସ୍ତାବକ୍ରମେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ...
୧୩, ୩୧୧ କୋଟି ଟଙ୍କାର ୨୨ ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କଲେ...
ଭାରତରେ ଓଡ଼ିଶାକୁ ଏକ ଉତ୍ପାଦନ ହବ୍ ଭାବରେ ଓଡିଶାର ସ୍ଥିତି ବଜାୟ ରଖିବାକୁ ପ୍ରୟାସ
ଭୁବନେଶ୍ୱର, ୧୭.୨ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୨୦ ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ...
ମା’ ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ୨୦୦ କୋଟି ଟଙ୍କାର ‘ସମଲେଇ ଯୋଜନା’ ପ୍ରସ୍ତୁତ
ସୁଦୃଶ୍ୟ ସ୍ୱାଗତ ତୋରଣ, ପରିକ୍ରମା ଓ ମହାନଦୀ ଆଳତି ଭକ୍ତ ମାନଙ୍କୁ ଅନନ୍ୟ ଅନୁଭୂତି ଦେବ
ମାନବୀୟ ଦୃଷ୍ଟିରୁ ବିଚାର କରି ପ୍ରଭାବିତ ଲୋକଙ୍କ ପାଇଁ ଉଦାର ଥଇଥାନ ପ୍ୟାକେଜ
ଭୁବନେଶ୍ୱର ୧୭.୨(ଓଡ଼ିଆ ପୁଅ) କୋଟି...
ଏସବିଆଇର ଚେତାବନୀ : ଶୀଘ୍ର ଡିଲିଟ୍ କରନ୍ତୁ ଏହି ଆପ୍, ନଚେତ୍ ଲକ୍ଷ ଲକ୍ଷ...
ନୂଆଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) : ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ ବ୍ୟାଙ୍କିଙ୍ଗ ଫ୍ରଡ଼କୁ ରୋକିବା ପାଇଁ ସମସ୍ତ ପଦକ୍ଷେପ ନେଉଛି। ଯାହାଦ୍ୱାରା ଗ୍ରାହକଙ୍କ ଜମା ଟଙ୍କାର କୌଣସି ଫ୍ରଡ୍ ହେବନାହିଁ ସେଥିପାଇଁ...
ଧାମନଗରରେ ପାଳିତ ହେବ ବିଜୟା ଦଶମୀ
ଭଦ୍ରକ, ୧୭/୨(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)ଦୀର୍ଘ ୪୮୦ବର୍ଷ ପରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ପ୍ରଭୁ ରାମଲାଲାଙ୍କ ଭବ୍ୟ ମନ୍ଦିର। ଏହି ବିଜୟ ଉତ୍ସବ ପାଳନ ଅବସରରେ ଧାମନଗରରେ ଇତିହାସ ରଚନା କରିବା ପାଇଁ...
ପେଟ୍ରୋଲ ଦର ବୃଦ୍ଧି ଉପରେ ଶଶି ଥରୁରଙ୍କ କଟାକ୍ଷ: ବାବା ରାମଦେବଙ୍କଠାରୁ ଯୋଗ ଶିଖଲେ,...
ନୂଆଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ସରକାର ଏହି ପ୍ରସଙ୍ଗରେ ପ୍ରତିରକ୍ଷା କରୁଥିବାବେଳେ ବିରୋଧୀମାନେ ଲଗାତାର ରାଜନୈତିକ ଆକ୍ରମଣ କରୁଛନ୍ତି। ପେଟ୍ରୋଲ...
କ୍ରମାଗତ ନବମ ଦିନରେ ବଢ଼ିଲା ପେଟ୍ରୋଲ ଦର
ନୂଆ ଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) ପେଟ୍ରୋଲ ଏବଂ ଡିଜେଲର ଦର ଆକାଶଛୁଆଁ ହେଲାଣି। ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡିକ କ୍ରମାଗତ ନବମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି...
ମଲ୍ଲିକାର୍ଜୁନ ଖଡ୍ଗେ ହେଲେ ରାଜ୍ୟସଭାରେ ବିରୋଧୀ ଦଳର ନେତା : ଗୁଲାମ ନବୀ ଆଜାଦଙ୍କ...
ନୂଆଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) : ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେ ମଙ୍ଗଳବାର ଦିନ ରାଜ୍ୟସଭାରେ ବିରୋଧୀ ଦଳର ନୂତନ ନେତା ହୋଇଛନ୍ତି। ସେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ...
ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ କିରଣ ବେଦୀ ହଟିଲେ, ତେଲେଙ୍ଗାନାର ରାଜ୍ୟପାଳଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ
ପୁଡୁଚେରୀ ୧୬ ଫେବୃଆରୀ (ଓଡ଼ିଆ ପୁଅ) କିରଣ ବେଦୀଙ୍କୁ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ହଟାଇ ଦିଆଯାଇଛି।
ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ଭବନଙ୍କ ମୁଖପାତ୍ର କହିଛନ୍ତି...








