Home Authors Posts by Bureau

Bureau

17676 POSTS 0 COMMENTS

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ : ରାଉରକେଲାରେ ଆନ୍ତର୍ଜାତିକ ମାନର ହକି ଷ୍ଟାଡିଅମର ଶିଳାନ୍ୟାସ

0
ଷ୍ଟାଡିଅମକୁ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କଲେ ମୁଖ୍ୟମନ୍ତ୍ରୀ ୨୦ ବର୍ଷ ତଳେ ରାଜ୍ୟର ଯୋଜନା ବଜେଟ ୨୮୦୦ କୋଟି ଥିବାବେଳେ ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ୫୦୦୦ ହଜାର କୋଟି...

ରଥକାଠ ଅନୁକୂଳ ନୀତି ସମ୍ପର୍ଣ୍ଣ

0
ପୁରୀ ୧୬-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ମଙ୍ଗଳବାର ଦିନ ପବିତ୍ର ବସନ୍ତ ପଞ୍ଚମୀରେ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ଶ୍ରନ୍ଦିର କାଯ୍ୟାଳୟ ସମୁଖରେ...

ଗଜପତି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଭୀର ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
ଭୁବନେଶ୍ୱର, ଫେବୃୟାରୀ ୧୬ (ଓଡ଼ିଆ ପୁଅ) - ଗଜପତି ଜିଲ୍ଲାର ଆର୍ ଉଦୟଗିରି ବ୍ଲକ ଅନ୍ତର୍ଗତ ସବରପଲ୍ଲୀ ପଂଚାୟତର କଙ୍କଡାଗୁଡା ଠାରେ ଆଜି ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତାହତ ହେବା ଖବରରେ...

୧୮ରେ ବିଏମସି ଘେରିବେ ବସ୍ତିବାସିନ୍ଦା

0
ଭୁବନେଶ୍ୱର, ୧୬/୦୨ (ଓଡ଼ିଆ ପୁଅ) - ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଆବଣ୍ଟନରେ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ , ବସ୍ତିଭାଙ୍ଗି ବସ୍ତି ଗଢ଼ିବା ନୀତି ବାତିଲ, ବସ୍ତି ଆଇନ କାର୍ଯ୍ୟକାରୀ, ସ୍ପଷ୍ଟ...

ବିଶ୍ୱ ପେଟ୍ରୋକୋଲ୍ କଂଗ୍ରେସ ଏବଂ ବିଶ୍ୱ ଭବିଷ୍ୟତ ଇନ୍ଧନ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ: ଉର୍ଜା...

0
- ୨୦୪୦ ପର୍ଯ୍ୟନ୍ତ ଭାରତରେ ବାର୍ଷିକ ୩ ପ୍ରତିଶତ ଉର୍ଜା ଚାହିଦା ବଢିବାର ଆକଳନ - ବିଗତ ୬ ବର୍ଷରେ ଦେଶରେ ଏଲପିଜି ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ଭାବରେ ପରିବର୍ତିତ - ବହୁତ କମ୍ ସମୟରେ ଏଲପିଜି...

କଂଗ୍ରେସର ୬ ଘଂଟିଆ ଓଡିଶା ବନ୍ଦ ପ୍ରସଙ୍ଗ: ଦଳର ଅସ୍ତିତ୍ୱକୁ ବଂଚାଇବା ପାଇଁ ଓଡିଶା...

0
ଭୁବନେଶ୍ୱର ୧୫/୦୨ (ଓଡ଼ିଆ ପୁଅ) : ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ କଂଗ୍ରେସ ଦଳ ପାଇଁ ପ୍ରସଙ୍ଗ ନୁହେଁ। ରାଜ୍ୟରେ ଭୋଟ୍ ପ୍ରତିଶତ...

ଓଡ଼ିଶା ବନ୍ଦର ସଫଳତା ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ନିରଞ୍ଜନ ପଟ୍ଟନାୟକ

0
ଭୁବନେଶ୍ୱର ୧୫.୦୨ (ଓଡ଼ିଆ ପୁଅ) - କେନ୍ଦ୍ର ବିଜେପି ସରକାରଙ୍କର ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ତରଫରୁ ଓଡ଼ିଶା ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଥିବାରୁ ପ୍ରଦେଶ କଂଗ୍ରେସ ସଭାପତି...

କୁର୍ଣ୍ଣୁଲ ସଡକ ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

0
ନୂଆ ଦିଲ୍ଲୀ ୧୫-୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଘଟିଥିବା ସଡକ ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଅନୁମୋଦନ କରିଛନ୍ତି। ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀଙ୍କ...

ଜଲଗାଓଁ ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

0
ନୂଆ ଦିଲ୍ଲୀ ୧୫-୨ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ଜଲଗାଓଁଠାରେ ଘଟିଥିବା ଟ୍ରକ ଦୁର୍ଘଟଣାର ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନୁକମ୍ପା ରାଶି ଅନୁମୋଦନ କରିଛନ୍ତି। ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ...

ଫେବୃଆରୀ ୧୭ରେ ନାସକମ ଟେକ୍ନୋଲୋଜି ଏବଂ ଲିଡରସିପ ମଞ୍ଚକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

0
ନୂଆ ଦିଲ୍ଲୀ ୧୫-୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାସକମ ଟେକ୍ନୋଲୋଜି ଏବଂ ଲିଡରସିପ ମଞ୍ଚ (ଏନଟିଏଲଏଫ)କୁ ଫେବୃଆରୀ ୧୭, ୨୦୨୧ ମଧ୍ୟାହ୍ନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ...

ବୈଷ୍ଣବ ପରିଡ଼ାଙ୍କ ଜୟନ୍ତୀ ସମାରୋହ ବୈଷ୍ଣବ ପରିଡ଼ାଙ୍କ ପରି ଭାବପ୍ରବଣ ଭାଷାପ୍ରେମୀ ବିରଳ

0
ଭୁବନେଶ୍ୱର, ତା ୧୫ା୦୨ (ଓଡ଼ିଆ ପୁଅ) : ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ସରକାର ଆଜି ଯେଉଁସବୁ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି, ସେସବୁ ମୂଳରେ ଥିଲା...

“ପାପଗର୍ଭ’ ଚଳଚ୍ଚିତ୍ରର ମହୁରତ ଅନୁଷ୍ଠିତ

0
ଭୁବନେଶ୍ୱର, ୧୪.୦୨ (ଓଡ଼ିଆ ପୁଅ) ଭି ଟିୟୁନ୍ସ ପ୍ରୋ ଏବଂ ଭାଇବସ୍ ମିଉଜିକ୍ ପ୍ରଡକ୍‌ସନ୍ ଦ୍ୱାରା ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚ୍ଚିତ୍ର "ପାପଗର୍ଭ'ର ଶୁଭ ମହୁରତ ବରମୁଣ୍ଡାସ୍ଥିତ କାଳୀମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି।...

ଆକସ୍ମିକ ଅଗ୍ନିକାଣ୍ଡରେ ୪ଟି ପରିବାରର ଘରପୋଡି

0
କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଆକସ୍ମିକ ଅଗ୍ନିକାଣ୍ଡରେ ଟାଉନ ଥାନା ଅନ୍ତର୍ଗତ ଫକିରାବାଦ ମୁସଲିମ ବସ୍ତିର ୪ଟି ପରିବାରର ବାସଗୃହ ପୋଡି ପାଉଁଶ ହୋଇଯାଇଛି। ଗତ ଶନିବାର ରାତିରେ ବିଦ୍ୟୁତ ସଟସର୍କିଟରୁ...

ମଦ ଦୋକାନ ନିଲାମ ଓ ନବୀକରଣ ପ୍ରତି ସଜାଗ ରୁହ – ନିଶା ବିରୋଧୀ...

0
କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କୋଭିଡ କାରଣରୁ ଶୀଥିଳ ପଡିଯାଇଥିବା ମଦ ବିରୋଧୀ ଆନ୍ଦୋଳନକୁ ପୁନଃ ଗତିଶୀଳ କରିବା ପାଇଁ ମିଳିତ ଓଡିଶା ନିଶା ନିବାରଣ ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ...

ସନ୍‌ରାଇଜ୍ ବ୍ୟାଡ଼ମିଂଟନ, ସହିଦ ନଗର, ଭୁବନେଶ୍ୱର ୨ୟ ବାର୍ଷିକ ପ୍ରତିଯୋଗିତା

0
ଭୁବନେଶ୍ୱର ୧୫-୨ (ଓଡ଼ିଆ ପୁଅ) ସନ ରାଇଜ୍ ବ୍ୟାଡ଼ମିଂଟନ, ସହିଦ ନଗରରେ ୨ ୟ ବାର୍ଷିକ ବ୍ୟାଡ଼ମିଂଟନ ଟୁର୍ନାମେଂଟ ଗତ ତା. ୧୨.୦୨.୨୦୨୧ ରୁ ୧୪.୦୨.୨୦୨୧ ପର୍ଯ୍ୟନ୍ତ ଚାଲିଥିଲା। ଆଜିକାର ଉଦ୍‌ପାନ ଉତ୍ସବରେ...

ବଳିଦାନୀ ବାଳକ ବୀର ହକୀକତ ରାୟ

0
ବସନ୍ତ ପଂଚମୀ (ଫେବୃଆରୀ ୧୬) ବଳିଦାନ ଦିବସ ଉପଲକ୍ଷେ ବିଶେଷ : - ଡ. ସମନ୍ୱୟ ନନ୍ଦ ଏହି ଧରାପୃଷ୍ଠରେ ଯିଏ ଜନ୍ମ ନେଇଛି ତାର ମୃତ୍ୟୁ ସୁନିଶ୍ଚିତ। ଏଭଳି କେହି ନାହାନ୍ତି ଯେ ସବୁ...

କଙ୍ଗୋ ନଦୀରେ ବୋଟ୍ ବୁଡ଼ି ୬୦ ମୃତ, ଶତାଧିକ ନିଖୋଜ

0
ନୂଆଦିଲ୍ଲୀ ୧୬-୨ (ଓଡ଼ିଆ ପୁଅ) କଙ୍ଗୋ ନଦୀରେ ଏକ ଦୁଖଦ ବୋଟ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଲୋକ ନିଖୋଜ...

ଡିଜିଲକର ମାଧ୍ୟମରେ ଡିଜିଟାଲ ଇନ୍ସ୍ୟୁରାନ୍ସ ପଲିସି ପ୍ରଦାନ କରିବାକୁ ସବୁ ବୀମା କଂପାନୀକୁ ଆଇଆରଡିଏଆଇର...

0
ଏହାଦ୍ୱାରା ଗ୍ରାହକ ଅଧିକ ସୁବିଧା ପାଇବେ ଏବଂ ସେମାନଙ୍କର କ୍ଲେମ ପରିଶୋଧ କାର୍ଯ୍ୟ ସହଜ ଓ ଶୀଘ୍ର ହୋଇପାରିବ ଡିଜିଟାଲ ପଲିସି ଦ୍ୱାରା ବିବାଦ ଏବଂ ଠକେଇ କମିବ ନୂଆଦିଲ୍ଲୀ, ଫେବୃୟାରୀ ୧୫, (ଓଡ଼ିଆ ପୁଅ):...

ଫ୍ୟାମିଲି ପେନସନ୍ ସୀମା ମାସିକ ୪୫, ୦୦୦ ଟଙ୍କାରୁ ୧, ୨୫, ୦୦୦ ଟଙ୍କାକୁ...

0
ନୂଆ ଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ସଂସ୍କାର ଆଣିଛନ୍ତି। ଏହାର ସର୍ବାଧିକ ସୀମାକୁ ମାସିକ ୪୫, ୦୦୦ ଟଙ୍କାରୁ ୧, ୨୫, ୦୦୦...

ଗୋଚର ଜମିରେ ଜୀବନବୀମା କାର୍ଯ୍ୟାଳୟ ଗୃହ ନିର୍ମାଣ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ

0
କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଜମଧର ଗ୍ରାମପଂଚାୟତର ପାଣ୍ଡିରୀ ମୈାଜାରେ ଥିବା ଗୋଚର ଜମି ଉପରେ କେନ୍ଦ୍ରାପଡା ଜୀବନବୀମା କାର୍ଯ୍ୟାଳୟ ଗୃହ ନିର୍ମାଣ ପ୍ରସ୍ତୁତିକୁ ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ...