Home Top News ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା କ୍ୟାପଟେନ ସତୀଶ ଶର୍ମାଙ୍କ ନିଧନ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା କ୍ୟାପଟେନ ସତୀଶ ଶର୍ମାଙ୍କ ନିଧନ

16

ନୂଆ ଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) ବୁଧବାର ବିଳମ୍ବିତ ରାତିରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ସତୀଶ ଶର୍ମାଙ୍କର ଗୋଆରେ ଦେହାନ୍ତ ହୋଇଛି। ଦୀର୍ଘ ସମୟ ଧରି କ୍ୟାପଟେନ ସତୀଶ ଶର୍ମା ଆମେଠୀ ଲୋକସଭା ନିର୍ବାଚନମଣ୍ଡଳୀରେ ଗାନ୍ଧୀ ପରିବାରର ପ୍ରତିନିଧୀ ଥିଲେ। ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିକଟତର ମଧ୍ୟ ବିବେଚନା କରାଯାଉଥିଲା। ତାଙ୍କ ମୃତ୍ୟୁକୁ ନେଇ ଅନେକ ରାଜନୈତିକ ଦଳର ନେତାମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.