Home Authors Posts by Bureau

Bureau

17676 POSTS 0 COMMENTS

ରାଜ୍ୟରେ କୋଭିଡ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କର ବଡ଼ ନିଷ୍ପତ୍ତି – ମେଡ଼ିକାଲ ଛାତ୍ରଙ୍କ...

0
ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) ରାଜ୍ୟରେ କୋଭିଡ ପରିଚାଳନା ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ତେବେ ବଢ଼ୁଥିବା ସଂଖ୍ୟା ଦୃଷ୍ଟିରୁ ଏବଂ...

ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କରୋନା

0
ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) : ରାଜ୍ୟ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। https://twitter.com/jenapratap66/status/1390714938407022594

ଭଦ୍ରକରେ ସ୍ମାର୍ଟ କୋଭିଡ ଚିକିତ୍ସା କେନ୍ଦ୍ର ନିର୍ମାଣ ହେଲା; ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ କୃତଜ୍ଞତା 

0
ଭଦ୍ରକ, ୭/୫ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) : ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଆମ ରାଜ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସୁରକ୍ଷା ପାଇଁ ଅନେକ ସୁବିଧା...

ବିଶିଷ୍ଟ ସୀତାରବାଦକ ପ୍ରତୀକ ଚୌଧୁରୀଙ୍କର କରୋନାରେ ନିଧନ : ମେ ୧ରେ ପିତା ପଣ୍ଡିତ...

0
ନୂଆଦିଲ୍ଲୀ ୭-୫ (ଓଡ଼ିଆ ପୁଅ) : କୋଭିଡ ସମ୍ବନ୍ଧୀୟ ପ୍ରସଙ୍ଗ ପରେ ଜଣାଶୁଣା ସୀତାରବାଦକ ପ୍ରତୀକ ଚୌଧୁରୀଙ୍କର ଦେହାନ୍ତ ହୋଇଛି। ସେ ୪୯ ବର୍ଷ ବୟସରେ ଥିଲେ। ତାଙ୍କ ପିତା ପଣ୍ଡିତ ଦେବୁ...

ଓଡ଼ିଶା ମାଟ୍ରିକ ପରୀକ୍ଷା ଫଳ – ମାଟ୍ରିକ ସମତୁଲ୍ୟ ପରୀକ୍ଷା ଗୁଡିକର ମୂଲ୍ୟାଙ୍କନ ନିର୍ଦ୍ଧାରଣ...

0
ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା, ମୁକ୍ତ ବିଦ୍ୟାଳୟ ପରୀକ୍ଷା, ୨୦୨୧, ଯାହା ଗତ ୦୩/୦୫/ ୨୦୨୧ ତାରିଖରୁ ଆରମ୍ଭ ହୋଇଥାନ୍ତା, ତାହା କୋଭିଡ୍-୧୯ ସଂକ୍ରମଣ ବଢ଼ିବା ହେତୁ,...

ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର

0
ଭୁବନେଶ୍ୱର ୭/୫ (ଓଡ଼ିଆ ପୁଅ) କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇ ରେ ରୋଗୀ ଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନାଭି ମୁମ୍ବାଇ ମହାନଗର...

ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର କରୋନାରେ ମୃତ୍ୟୁ ଖବର – AIIMS ହୋଇଥିଲା ଭର୍ତ୍ତି

0
ନୂଆଦିଲ୍ଲୀ ୭-୫ (ଓଡ଼ିଆ ପୁଅ) କରୋନା ଜୀବାଣୁ ସଂକ୍ରମଣ ହେତୁ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କର ମୃତ୍ୟୁ ଘଟିଛି। ଛୋଟା ରାଜନକୁ କୋଭିଡ ସଂକ୍ରମଣର ଚିକିତ୍ସା ପାଇଁ ନିକଟରେ ଦିଲ୍ଲୀ AIIMS ହସ୍ପିଟାଲରେ...

ଯମୁନା ନଦୀରେ ପ୍ରବାହିତ ଡର୍ଜନ ଡର୍ଜନ ଶବ – କରୋନା ସଂକ୍ରମଣ ଭୟ

0
ହମିରପୁର/ନୂଆ ଦିଲ୍ଲୀ ୭-୫ (ଓଡ଼ିଆ ପୁଅ) : କରୋନା ଭୂତାଣୁ ବୃଦ୍ଧି ପାଉଥିବା ସଂକ୍ରମଣ ମଧ୍ୟରେ ଲୋକମାନେ ଉତ୍ତରପ୍ରଦେଶର ହାମିରପୁରର ଯମୁନା ନଦୀ ବ୍ରିଜ ନିକଟରେ ଏକ ଡର୍ଜନ ପାଖାପାଖି ମୃତ ଦେହ...

ନିର୍ବାଚନ ପରେ, କ୍ରମାଗତ ୪ର୍ଥ ଦିନ ପାଇଁ ପୁଣି ବଢ଼ିଲା ତୈଳ ଦର –...

0
ନୂଆ ଦିଲ୍ଲୀ ୭-୫ (ଓଡ଼ିଆ ପୁଅ) ଶୁକ୍ରବାର ଦିନ ଭାରତର ସମସ୍ତ ପ୍ରମୁଖ ସହରରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ମୂଲ୍ୟ ଲିଟର ପିଚ୍ଛା ୨୫ ରୁ...

ପରିଚୟ ପତ୍ର ବିନା ଟୀକାକରଣ ପାଇଁ କେନ୍ଦ୍ରର SOP ଜାରି – ସାଧୁସନ୍ଥ, ବୃଦ୍ଧାଶ୍ରମ-ମାନସିକ...

0
ନୂଆ ଦିଲ୍ଲୀ ମଇ ୦୭ (ଓଡ଼ିଆ ପୁଅ) କୋ-ୱିନରେ ସେହି ଗୋଷ୍ଠୀର ଲୋକଙ୍କୁ ପଞ୍ଜୀକରଣ କରିବା ପାଇଁ ଜିଲ୍ଲାସ୍ତରରେ ଦାୟିତ୍ୱ ଦେବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ SOP ଜାରୀ କରିଛି।...

ବେକାବୁ କରୋନା: ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୪୧୪୧୮୮ ନୂଆ ଆକ୍ରାନ୍ତ, ଘଣ୍ଟା...

0
ନୂଆ ଦିଲ୍ଲୀ ୭-୫ (ଓଡ଼ିଆ ପୁଅ) ଦେଶରେ କରୋନାଭାଇରସ୍ ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୧୪୧୮୮ ଟି ନୂଆ କରୋନା ସଂକ୍ରମଣ...

ରାଏବରେଲି : ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ଡାଲ ବାହାଦୂର କୋରୀଙ୍କ ଚିକିତ୍ସା...

0
ରାଏବରେଲି ୭-୫ (ଓଡିଆ ପୁଅ) ସାଲନରୁ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡାଲ ବାହାଦୂର କୋରୀ ଉତ୍ତରପ୍ରଦେଶର ରାବେରେଲିରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ, ତାଙ୍କୁ ଚିକିତ୍ସା...

5G ନେଟୱାର୍କ ପରୀକ୍ଷଣ କାରଣରୁ ମୃତ୍ୟୁ ହେଉଛି, କରୋନା ଏକ ବାହାନା ! ଭାଇରାଲ୍...

0
ନୂଆଦିଲ୍ଲୀ ୦୭ ମଇ (ଓଡ଼ିଆ ପୁଅ) ଭାରତରେ କରୋନା ଭୂତାଣୁ ବୃଦ୍ଧି ପାଇବା ଅପେକ୍ଷା ଗୁଜବ ଦ୍ରୁତ ଗତିରେ ବ୍ୟାପୁଛି। କରୋନା ବିରୋଧରେ ଯୁଦ୍ଧର ସବୁଠାରୁ ବଡ ପ୍ରତିବନ୍ଧକ ହେଉଛି ଗୁଜବ, ଯାହାକୁ...

ପ୍ରଧାନମନ୍ତ୍ରୀଙ୍କ କରୋନା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା: କ’ଣ ଦେଶରେ ହେବକି ଲକ୍‌ଡାଉନ୍‌?

0
ନୂଆ ଦିଲ୍ଲୀ ୭-୫ (ଓଡ଼ିଆ ପୁଅ) ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ଦେଶର ଅନେକ ରାଜ୍ୟରେ ପ୍ରତିବନ୍ଧକ ଲଗାଯାଇଛି, କିନ୍ତୁ ଆଲୋଚନା ହେଉଛି ଯେ, ଦେଶରେ ସଂକ୍ରମଣ ମାମଲା ବଢ଼ିବା...

ଦିଲ୍ଲୀ ସରକାରଙ୍କର ନୂତନ ଗାଇଡଲାଇନ: ଓଡ଼ିଶାର ପଡ଼ୋଶୀ ଏହି ଦୁଇ ରାଜ୍ୟରୁ ଆସୁଥିବା ଲୋକଙ୍କ...

0
ନୂଆ ଦିଲ୍ଲୀ ୬-୫ (ଓଡ଼ିଆ ପୁଅ) ଦିଲ୍ଲୀରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀର କେଜ୍ରିୱାଲ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାର ନୂତନ ନିର୍ଦ୍ଦେଶନାମା...

ରାଜ୍ୟରେ ସର୍ବ କାଳୀନ ରେକର୍ଡ ଭାଙ୍ଗିଲା କରୋନା – ପ୍ରଥମ ଥର ୧୨, ୨୩୮...

0
ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) ରାଜ୍ୟର ସର୍ବକାଳୀନ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ। ପ୍ରଥମଥର ରାଜ୍ୟରେ ୧୨ ହଜାରରୁ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ...

୦୭ ମଇ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ରାଶିଫଳ

0
ମେଷ : ଆପଣଙ୍କ ଦିନ ଆଜି ମିଶ୍ର ଫଳଦାୟୀ ରହିବ। ପରିଜନମାନଙ୍କ ସହିତ ବସିକରି ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ। ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟଗୁଡ଼ିକ...

COVID-19 ଟିକା କ୍ରୟ ଉପରେ ଜିଏସ୍‌ଟି ଛାଡ କରିବା ପାଇଁ ନିର୍ମଳାଙ୍କୁ ନବୀନଙ୍କ ଚିଠି

0
ଭୁବନେଶ୍ୱର ୬-୫ (ଓଡ଼ିଆ ପୁଅ) କୋଭିଡ -୧୯ ମହାମାରୀକୁ ମୁକାବିଲା କରିବା ପାଇଁ ଭାରତ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ଏହା ଏକ ଯୁଦ୍ଧ ପରି ପରିସ୍ଥିତି ଏବଂ ଆମର...

ମଧ୍ୟପ୍ରଦେଶରେ କରୋନା ଶୃଙ୍ଖଳା ଭାଙ୍ଗିବା ପାଇଁ ଶିବରାଜ ସରକାର ଲଗାଇଲେ ୧୫ମଇ ପର୍ଯ୍ୟନ୍ତ ଲକଡାଉନ୍,...

0
ଭୋପାଳ/ନୂଆ ଦିଲ୍ଲୀ ୬-୫ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମେ ୧୫ ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିବ। 'ଜନତା କର୍ଫ୍ୟୁ'କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ...

ରାଜ୍ୟରେ ସୁସ୍ଥ ହେଲେ ୬୮୫୪ କୋଭିଡ୍ ଆକ୍ରାନ୍ତ

0
ଭୁବନେଶ୍ୱର ୬-୫ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ୬୮୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଖୋର୍ଦ୍ଧାରୁ ୧୦୯୧ ଝାରସୁଗୁଡାରୁ ୪୨୧ ନବରଙ୍ଗପୁରରୁ ୪୧୫ ସୁନ୍ଦରଗଡରୁ ୩୭୦ ବଲାଙ୍ଗୀରରୁ ୩୫୮ ଅନୁଗୁଳରୁ ୩୪୮ ବରଗଡରୁ ୩୦୮ ଯାଜପୁରରୁ ୩୦୧ କେନ୍ଦୁଝରରୁ ୩୦୦ ମୟୂରଭଞ୍ଜରୁ ୨୮୯ ନୁଆପଡା ଠାରୁ ୨୮୨ ଗଞ୍ଜାମରୁ...