Home Coronavirus Outbreak ରାଜ୍ୟରେ କୋଭିଡ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କର ବଡ଼ ନିଷ୍ପତ୍ତି – ମେଡ଼ିକାଲ ଛାତ୍ରଙ୍କ ସମେତ...

ରାଜ୍ୟରେ କୋଭିଡ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କର ବଡ଼ ନିଷ୍ପତ୍ତି – ମେଡ଼ିକାଲ ଛାତ୍ରଙ୍କ ସମେତ ନର୍ସିଂ ଛାତ୍ରଛାତ୍ରୀ କୋଭିଡ୍‌ ଆକ୍ରାନ୍ତଙ୍କର ଚିକିତ୍ସା ପାଇଁ ନିୟୋଜିତ ହେବେ

126

ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) ରାଜ୍ୟରେ କୋଭିଡ ପରିଚାଳନା ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ତେବେ ବଢ଼ୁଥିବା ସଂଖ୍ୟା ଦୃଷ୍ଟିରୁ ଏବଂ ରାଜ୍ୟରେ ଡାକ୍ତରଙ୍କ ଅଭାବକୁ ନଜରରେ ରଖି ସମସ୍ତ ମେଡ଼ିକାଲ OHMS Cadre, OMES cadre, AYUSH, ଡେଣ୍ଟାଲ ସର୍ଜନ, ପିଜି, ପୋଷ୍ଟ ପିଜି, ଇନଟର୍ନ ଏବଂ ଶେଷ ବର୍ଷ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କୁ କୋଭିଡ ରୋଗୀଙ୍କର ଚିକିତ୍ସା ଦାୟିତ୍ୱରେ ନିୟୋଜିତ କରିଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟଯେ, ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଉଚ୍ଚସ୍ତରୀୟ କମିଟି ବୈଠକରେ ଏହିପରି ନିର୍ଣ୍ଣୟ ନିଆଯାଇଥିଲା।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.