Home Authors Posts by Bureau

Bureau

17676 POSTS 0 COMMENTS

ପୁଣି ରାଜ୍ୟରେ ୧୨ ହଜାରରୁ ଅଧିକ ସଂକ୍ରମଣ: ୧୨,୫୨୩ ନୂଆ ଆକ୍ରାନ୍ତ ଚିହ୍ନଟ, କରୋନା...

0
ଭୁବନେଶ୍ୱର ୨୧-୫ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ୧୨ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଛି। ରାଜ୍ୟରେ ଗତ ୨୪ ଘଂଟାରେ ୧୨,୫୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୭,୦୧୨ ଏବଂ...

ଦେଶରେ କରୋନା ନେଲା ୪,୨୦୯ ମୁଣ୍ଡ, ୨,୫୯,୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ

0
ନୂଆଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) ଭାରତରେ କରୋନା ଜୀବାଣୁ ଦ୍ୱିତୀୟ ଲହରର ସଂକ୍ରମଣ ଜାରି ରହିଛି। ଦ୍ୱିତୀୟ ଲହରର ୨୬ ଦିନ ପରେ ସଂକ୍ରମଣରେ ହ୍ରାସ ମଧ୍ୟ ଜାରୀ ରହିଛି। ଶୁକ୍ରବାର ଦିନ...

କରୋନା ନେଲା ୨୭ ମୁଣ୍ଡ : ମୋଟ ମୃତ୍ୟୁ ସଂଖ୍ୟା ୨,୪୩୦ କୁ ବୃଦ୍ଧି,...

0
ଭୁବନେଶ୍ୱର ୨୧-୫ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୪୩୦ କୁ ବୃଦ୍ଧି ପାଇଛି। ବରଗଡ ଜିଲ୍ଲାରୁ ୧...

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଫସଲ ପରିଚାଳନା ପାଇଁ କୃଷି ପରାମର୍ଶ

0
ଭୁବନେଶ୍ୱର ୨୦-୫ (ଓଡ଼ିଆ ପୁଅ) ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ଵର ସୂଚନା ଅନୁଯାଇ ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ୨୨ ତାରିଖ ବେଳକୁ ଏକ ଲଘୁଚାପ...

ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ...

0
ନୂଆଦିଲ୍ଲୀ ୨୧ ମଇ (ଓଡ଼ିଆ ପୁଅ) ଆଜି ସରକାରୀ ତୈଳ କମ୍ପାନୀଗୁଡିକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି। ଆଜି ଡିଜେଲର ମୂଲ୍ୟ ୨୮ ରୁ ୩୦ ପଇସା ବୃଦ୍ଧି ପାଇଥିବାବେଳେ...

ମ୍ୟୁକର୍ମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) କୁ ନୋଟିଫିଏବଲ୍‌ ଡିଜିଜ୍ ଘୋଷଣା କଲା ଓଡ଼ିଶା

0
ଭୁବନେଶ୍ୱର ୨୦-୫ (ଓଡ଼ିଆ ପୁଅ) କର୍ଟିକୋ ଷ୍ଟେରଏଡ ଅଧୀନରେ ଥିବା COVID-୧୯ ରୋଗୀଙ୍କ ମଧ୍ୟରେ ମୁକର୍ମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) ରୋଗର ବୃଦ୍ଧି ହେତୁ ଏପିଡେମିକ୍ ରୋଗ ଅଧିନିୟମ -୧୮୯୭ ଅନୁଯାୟୀ ମ୍ୟୁକୋରେମାଇକୋସିସ୍ (ବ୍ଲାକ୍...

ଟୀକାକରଣକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନୂଆ ବିଜ୍ଞପ୍ତି ଜାରୀ – ରାଜ୍ୟରେ ବଦଳିଲା ଟିକାକରଣ...

0
ଭୁବନେଶ୍ୱର ୨୦-୫ (ଓଡ଼ିଆ ପୁଅ) ମହାମାରୀର ବିକାଶଶୀଳ ପରିସ୍ଥିତିକୁ ନେଇ ସମଗ୍ର ବିଶ୍ୱରୁ ବୈଜ୍ଞାନିକ ପ୍ରମାଣ ଏବଂ ଅଭିଜ୍ଞତା ଉପରେ ଆଧାର କରି COVID-19 ର ଟିକାକରଣ ଉପରେ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍...

କିପରି ହାରିବ କରୋନା, କମିବ ସଂକ୍ରମଣ: ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କର ନୂଆ...

0
ନୂଆ ଜିଲ୍ଲୀ ୨୦-୫ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ତରଫରୁ SARS-CoV-2 ଭୂତାଣୁ ବିସ୍ତାରକୁ ରୋକିବା ପାଇଁ "ସଂକ୍ରମଣକୁ ରୋକ, ମହାମାରୀକୁ ଦୂର କର - ମାସ୍କ,...

ବ୍ୟକ୍ତିବିଶେଷଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତକୁ ବୃଦ୍ଧି

0
- କମ୍ପାନୀ କିମ୍ବା ଫାର୍ମ, ଯାହାର ଆକାଉଣ୍ଟ ଅଡିଟ୍ ହେବା ଆବଶ୍ୟକ, ଏହି ପରି ଟିକସଦାତାଙ୍କ ପାଇଁ ସମୟସୀମା, ୩୧ ଅକ୍ଟୋବର। - କର୍ମଚାରୀମାନଙ୍କୁ ନିଯୁକ୍ତିଦାତାଙ୍କ ଦ୍ୱାରା ଫର୍ମ ୧୬ ପ୍ରଦାନ କରିବାର ସମୟ...

ରାଜ୍ୟ କରୋନା ଚିକିତ୍ସାରୁ ମଧ୍ୟ ହଟିଲା ପ୍ଲାଜମା ଥେରାପି – ସ୍ୱାସ୍ଥ୍ୟ ବିଭାଗର ସୂଚନା

0
ଭୁବନେଶ୍ୱର ୨୦-୫ (ଓଡ଼ିଆ ପୁଅ) ମହାମାରୀର ବିକାଶଶୀଳ ପରିସ୍ଥିତିକୁ ନେଇ ସମଗ୍ର ବିଶ୍ୱରୁ ବୈଜ୍ଞାନିକ ପ୍ରମାଣ ଏବଂ ଅଭିଜ୍ଞତା ଉପରେ ଆଧାର କରି COVID-୧୯ ରୋଗୀଙ୍କ ପରିଚାଳନା ପାଇଁ କ୍ଲିନିକାଲ ପ୍ରୋଟୋକଲରୁ ପ୍ଲାଜମା...

ଅଦ୍ୟାବଧି ୯୭୫ ଟି ଟ୍ୟାଙ୍କର୍ ଯୋଗେ ୧୭୮୭୩.୭୧୧ ଟନ୍ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ...

0
ଭୁବନେଶ୍ୱର ୨୧ ମଇ (ଓଡ଼ିଆ ପୁଅ) ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୯୭୫ ଟି ଟ୍ୟାଙ୍କର୍ ଯୋଗେ ୧୭୮୭୩.୭୧୧ ଟନ୍ରୁ...

୨୧ ମଇ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜିର ଦିନ ଆପଣ ସାମାଜିକ କାର୍ଯ୍ୟ ଏବଂ ମିତ୍ରମାନଙ୍କ ସହିତ ବିତାଇବେ। ଆପଣଙ୍କ ମିତ୍ରମାନଙ୍କ ମଣ୍ଡଳୀରେ ନୂଆ ମିତ୍ର ଯୋଡ଼ିହେବେ। ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହେବ। ବୃଦ୍ଧମାନଙ୍କ ତରଫରୁ...

‘ମୋ ବୁଥ- କରୋନା ମୁକ୍ତ’ ଅଭିଯାନର ମଙ୍ଗ ଧରିବାକୁ ଯୁବବର୍ଗଙ୍କୁ ଅନୁରୋଧ କଲେ ଯୁବମୋର୍ଚ୍ଚା...

0
- କରୋନା ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଂଟର ସର୍ବାଧିକ ଆବଶ୍ୟକତା ରହିଛି - ସ୍ୱାସ୍ଥ୍ୟସେବାଠାରୁ କୋଷ ଦୂରରେ ଥିବା ସାଧାରଣ ଜନତାଙ୍କ ନିକଟକୁ ଯାଇ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ସାବଧାନ...

ସାନପୁଅ ପାଞ୍ଚବର୍ଷ ତଳେ ଯାଇଥିଲେ, ଏବେ ରଘୁନାଥଙ୍କ ପରେ ପ୍ରଥମେ ମଝିଆଁ ଏବଂ ପରେ...

0
ଭୁବନେଶ୍ୱର, ମଇ ୨୦ (ଓଡ଼ିଆ ପୁଅ) ; ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପି ପଦ୍ମବିଭୁଷଣ ରଘୁନାଥ ମହାପାତ୍ରଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ତାଙ୍କ ପଛେ ପଛେ ତାଙ୍କର ମଝିଆଁ ପୁଅ ପ୍ରଶାନ୍ତ...

ଭଲ ଖବର : ଆଜି ରାଜ୍ୟରୁ ୯୮୭୦ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ...

0
ଭୁବନେଶ୍ୱର ୧୯-୫ (ଓଡ଼ିଆ ପୁଅ) ଆଜି ରାଜ୍ୟରୁ ୯୮୭୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ- ୧୬୭୩ - ଖୋର୍ଦ୍ଧା ଜିଲ୍ଲାରୁ, ୭୮୯ - ସୁନ୍ଦରଗଡ...

MKCG ହସ୍ପିଟାଲରେ ଲିକ୍ୟୁଡ୍ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0
ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ମଇ ୨୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ପ୍ଲାଟଫର୍ମରେ ବ୍ରହ୍ମପୁରର...

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ଖାଦ୍ୟଯୋଗାଣ ଓ ସମବାୟ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ...

0
ଭୁବନେଶ୍ୱର, ୨୦ ମଇ, (ଓଡ଼ିଆ ପୁଅ) ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ଵରର ପୂର୍ବାନୁମାନ ଅନୁଯାୟୀ ଆଣ୍ଡାମାନ ସାଗର ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି...

ସମ୍ଭାବ୍ୟ ବାତ୍ୟାକୁ SRC ଙ୍କର ଉଚ୍ଚସ୍ତରୀୟ ବୈଠକ – ପ୍ରସ୍ତୁତ ରହିବାକୁ ବିଭିନ୍ନ ବିଭାଗକୁ...

0
ଭୁବନେଶ୍ୱର ୨୦-୫ (ଓଡ଼ିଆ ପୁଅ) : ସମ୍ଭାବ୍ୟ ବାତ୍ୟା "ୟଶ" (Yaas)ର ମୁକୀବିଲା ପାଇଁ ଉଚ୍ଚସ୍ରରୀୟ ପ୍ରସ୍ତୁତି ବୈଠକ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ବୈଠକରେ ପ୍ରସ୍ତୁତ ରହିବା ପାଇଁ ବିଭିନ୍ନ ବିଭାଗକୁ...

ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ

0
ଭୁବନେଶ୍ୱର ୨୦/୫ (ଓଡ଼ିଆ ପୁଅ)- କରୋନା ମହାମାରୀ ପରିସ୍ଥିତିକୁ ସଫଳ ମୁକାବିଲା କରିବା ଦିଗରେ ଏକ ସର୍ବଦଳୀୟ ବୈଠକ ଅବିଳମ୍ବେ ଡାକିବାକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଏକ...

ଓଡ଼ିଶାରେ ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ପାଖାପାଖି ୫ ହଜାର କୋଭିଡ୍ ବେଡ୍ ସହ ୧...

0
ରାଉରକେଲା ଆଇପିଜିଆଇ ଓ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଂଟିଲଟର ଆଇସିୟୁ ବେଡର ଲୋକାର୍ପଣ - ସୁନ୍ଦରଗଡ ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ - ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ରାଉରକେଲାରେ ୫୦୦ ବେଡ୍...