Home Coronavirus Outbreak ଭଲ ଖବର : ଆଜି ରାଜ୍ୟରୁ ୯୮୭୦ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ...

ଭଲ ଖବର : ଆଜି ରାଜ୍ୟରୁ ୯୮୭୦ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

168

ଭୁବନେଶ୍ୱର ୧୯-୫ (ଓଡ଼ିଆ ପୁଅ) ଆଜି ରାଜ୍ୟରୁ ୯୮୭୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-

୧୬୭୩ – ଖୋର୍ଦ୍ଧା ଜିଲ୍ଲାରୁ,

୭୮୯ – ସୁନ୍ଦରଗଡ ଜିଲ୍ଲାରୁ,

୬୫୦ – ନୁଆପଡା ଜିଲ୍ଲାରୁ,

୬୪୬ – କଟକ ଜିଲ୍ଲାରୁ,

୫୯୨ – ଅନୁଗୁଳ ଜିଲ୍ଲାରୁ,

୪୨୫ – ବଲାଙ୍ଗୀର ଜିଲ୍ଲାରୁ,

୩୫୭ – ଝାରସୁଗୁଡା ଜିଲ୍ଲାରୁ,

୩୫୬ – ସମ୍ବଲପୁର ଜିଲ୍ଲାରୁ,

୩୫୪ – ନବରଙ୍ଗପୁର ଜିଲ୍ଲାରୁ,

୩୨୫ – ଗଞ୍ଜାମ ଜିଲ୍ଲାରୁ,

୩୧୩ – ବାଲେଶ୍ୱର ଜିଲ୍ଲାରୁ,

୨୬୪ – ବରଗଡ ଜିଲ୍ଲାରୁ,

୨୩୩ – ଜଗତସିଂହପୁର ଜିଲ୍ଲାରୁ,

୨୨୩ – ମୟୂରଭଞ୍ଜ ଜିଲ୍ଲାରୁ,

୨୧୫ – କଳାହାଣ୍ଡି ଜିଲ୍ଲାରୁ,

୨୧୪ – ବୌଦ୍ଧ ଜିଲ୍ଲାରୁ,

୨୦୫ – ସୋନପୁର ଜିଲ୍ଲାରୁ,

୨୦୩ – କେନ୍ଦୁଝର

୧୯୨ – କୋରାପୁଟ ଜିଲ୍ଲାରୁ,

୧୮୫ – କେନ୍ଦ୍ରାପଡା ଜିଲ୍ଲାରୁ,

୧୮୪ – ଯାଜପୁର ଜିଲ୍ଲାରୁ,

୧୮୪ – ନୟାଗଡ଼ ଜିଲ୍ଲାରୁ,

୧୬୯ – ରାୟଗଡ଼ା ଜିଲ୍ଲାରୁ,

୧୧୮ – ଦେବଗଡ଼ ଜିଲ୍ଲାରୁ,

୧୧୫ – ପୁରୀ ଜିଲ୍ଲାରୁ,

୧୦୨ – ଢେଙ୍କାନାଳ ଜିଲ୍ଲାରୁ,

୧୦୦ – ଗଜପତି ଜିଲ୍ଲାରୁ,

୮୬ – କନ୍ଧମାଳ ଜିଲ୍ଲାରୁ,

୬୬ – ମାଲକାନଗିରି ଜିଲ୍ଲାରୁ,

୫୨ – ଭଦ୍ରକ ଜିଲ୍ଲାରୁ ଏବଂ

୨୮୦ – ରାଜ୍ୟ ପୁଲ୍ ରୁ,

ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୫୫୬୫୦୧ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.