Bureau
ଆସୁଛି ବାତ୍ୟା “ୟଶ୍” – ପ୍ରବଳ ବର୍ଷିବ, ପ୍ରବଳ ପବନ ବହିବ ଏବଂ ଏହି...
ନୂଆ ଦିଲ୍ଲୀ ୨୨-୫ (ଓଡ଼ିଆ ପୁଅ) ଆଜି ୨୨ ମଇ ସକାଳ (୦୮୩୦ ଘଣ୍ଟା IST) ରେ ପୂର୍ବମଧ୍ୟ ବଙ୍ଗୋପ ସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଏକ ନିମ୍ନ ଚାପ ଅଞ୍ଚଳ...
ସୋସିଆଲ ମିଡିଆରେ ପ୍ରଥମ ଶ୍ରେଣୀର ଏକ କବିତାକୁ ନେଇ ବିବାଦ ପରେ, NCERTର ସ୍ପଷ୍ଟୀକରଣ
ନୂଆ ଦିଲ୍ଲୀ ୨୨ ମଇ (ଓଡ଼ିଆ ପୁଅ) ପ୍ରଥମ ଶ୍ରେଣୀ ହିନ୍ଦୀ ପାଠ୍ୟ ପୁସ୍ତକରେ ପ୍ରକାଶିତ ଏକ କବିତାକୁ ନେଇ ସୋସିଆଲ ମିଡିଆରେ ଏବେ ବେଶ୍ ବାଦ ବିବାଦ ଉପୁଜିଛି। ଏହା ପରେ...
ଦେଶରେ କରୋନା ନେଲା ୪,୧୯୪ ମୁଣ୍ଡ ୨,୫୭,୨୯୯ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ ୨୨-୫ (ଓଡ଼ିଆ ପୁଅ) ଭାରତରେ କରୋନା ଊୂତାଣୁଣୁ ଦ୍ୱିତୀୟ ଲହରର ସଂକ୍ରମଣ ଜାରି ରହିଛି। ଅବଶ୍ୟ ଗତ ସପ୍ତାହରୁ ସଂକ୍ରମଣ ୩ ଲକ୍ଷ ତଳକୁ ରହୁଛି। ଦ୍ୱିତୀୟ ଲହରର ୨୬ ଦିନ...
କରୋନା ନେଲା ୨୬ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୨,୪୫୬କୁ ବୃଦ୍ଧି
ଭୁବନେଶ୍ୱର ୨୨-୫ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୪୫୬ କୁ ବୃଦ୍ଧି ପାଇଛି।
ବରଗଡ ଜିଲ୍ଲାରୁ ୧...
ପୁଣି ରାଜ୍ୟରେ ୧୧ ହଜାରରୁ ଅଧିକ ସଂକ୍ରମଣ: ୧୧,୧୦୮ ନୂଆ ଆକ୍ରାନ୍ତ ଚିହ୍ନଟ, ୨୬...
ଭୁବନେଶ୍ୱର ୨୨-୫ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ୧୧ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଛି। ରାଜ୍ୟରେ ଗତ ୨୪ ଘଂଟାରେ ୧୧,୧୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କ୍ୱାରେଣ୍ଟିନ ସେଣ୍ଟରରୁ ୬୨୧୯ ଏବଂ...
ଆଜିର ପେଟ୍ରୋଲ ଏବଂ ଡିଜେଲ ଦର: ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?
ନୂଆଦିଲ୍ଲୀ ୨୨ ମଇ (ଓଡ଼ିଆ ପୁଅ) ଆଜି ସରକାରୀ ତୈଳ କମ୍ପାନୀଗୁଡିକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ।
ପ୍ରମୁଖ ମେଟ୍ରୋଗୁଡ଼ିକରେ ମୂଲ୍ୟ କେତେ ଜାଣନ୍ତୁ
ଆଜି ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ...
ସମ୍ଭାବ୍ୟ ବାତ୍ୟା ସମ୍ବନ୍ଧୀତ ପାଣିପାଗ କେନ୍ଦ୍ରର ସଦ୍ୟତମ ସୂଚନା
ଭୁବନେଶ୍ୱର ୨୧-୫ (ଓଡ଼ିଆ ପୁଅ) ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ମଇ ମାସ ୨୨ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ଏବଂ ଏହା ଘନୀଭୂତ...
ଅନ୍ଧାରରେ ବାଡି ବୁଲାଉଛି ସରକାର
ଚାରିଆଡେ ଏବେ କରୋନା ଗ୍ରାସ କରିଛି। ସବୁଆଡେ ସେହି ଆଲୋଚନା। ପରିବାର ଠାରୁ ଆରମ୍ଭ କରି, ରାସ୍ତାଘାଟ, ଟେଲିଭିଜନ, ପ୍ରିଟଂ, ସୋସଆଲ ମିଡିଆ ସବୁଆଡେ କେବଳ କରୋନା ହିଁ କରୋନା। ଭାରତ ବର୍ଷ...
୨୨ ମଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : କୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜି ସମୟ ଅନୁକୂଳ ରହିବ। ଆଜି ସରକାରୀ ଲାଭ ମିଳିବାର ସଂଭାବନା ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ। ବିଚାରରେ...
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୭୪ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ
ଭୁବନେଶ୍ୱର ୨୧-୫ (ଓଡ଼ିଆ ପୁଅ) : ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ୭୪ଟି ଟ୍ରେନକୁ ବାତିଲ୍ କରିବ ବୋଲି ଜଣା ପଡ଼ିଛି। ଗତ ୨୦୧୯ ଫନି ସମୟରେ ମଧ୍ୟ...
ଥରିଲା ଚାଇନା: ଚାଇନାରେ ଭୂମିକମ୍ପ – ତୀବ୍ରତା ୬.୧ ମ୍ୟାଗ୍ନିଚ୍ୟୁଡ୍
ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) ଭୂମିକମ୍ପରେ ଥରିଲା ଚାଇନା। ଖବର ଅନୁଯାୟୀ, ଚାଇନାର ଡାଲି ଠାରୁ ୨୮ କିଲୋମିଟର ଉତ୍ତର-ପଶ୍ଚିମ ୬.୧ ମ୍ୟାଗ୍ନିଚ୍ୟୁଡ୍ ଭୂମିକମ୍ପ ଦିଗରେ ସନ୍ଧ୍ୟା ୭:୧୮ ରେ ଭୂମିକମ୍ପ...
ଯେଉଁ ସହର ଟିକା ଉତ୍ପାଦନ ପାଇଁ ପ୍ରସିଦ୍ଧ, ସେହି ସହରରେ ଟିକାର ଅଭାବ :...
ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) ଟିକାର ଅଭାବ ହେତୁ ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳର ସମସ୍ତ କେନ୍ଦ୍ରରେ ୨୨ ମଇରେ ଟୀକାକରଣ ବନ୍ଦ ରହିବ ବୋଲି ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ସୂତ୍ରରୁ...
ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
- ସମଗ୍ର ଖର୍ଚ୍ଚ CMRF ରୁ ବହନ କରାଯିବ।
- ମହାମାରୀ ଏକ ମାନବିକ ସଙ୍କଟ, କୋଭିଡ୍ ପ୍ରୋଟୋକଲ୍ ଅନୁସରଣ କରନ୍ତୁ।
- ଏହାର ଶୃଙ୍ଖଳା ଭାଙ୍ଗିବା ପାଇଁ- ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କଲେ
ଭୁବନେଶ୍ୱର ମଇ...
ଭଲ ଖବର : ଆଜି ରାଜ୍ୟରୁ ୧୦୮୮୧ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ...
ଭୁବନେଶ୍ୱର ୨୧-୫ (ଓଡ଼ିଆ ପୁଅ) ଆଜି ରାଜ୍ୟରୁ ୧୦୮୮୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୫୫୯ - ଖୋର୍ଦ୍ଧା ଜିଲ୍ଲାରୁ,
୧୪୪୦ - ସୁନ୍ଦରଗଡ...
ଆୟୁଷ ମନ୍ତ୍ରଣାଳୟ ତରଫରୁ କରୋନା ମୁକାବିଲା ପାଇଁ ଟୋଲ୍ ଫ୍ରି ନଂ ୧୪୪୪୩ ଜାରୀ
ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) କୋଭିଡ ମୁକାବିଲା ପାଇଁ ରୋଗୀମାନଙ୍କର ସମସ୍ୟାର ସମାଧାନ ଯୋଗାଇବା ପାଇଁ ମନ୍ତ୍ରଣାଳୟ ଦ୍ୱାରା ଏକ ଉତ୍ସର୍ଗୀକୃତ କମ୍ୟୁନିଟି ହେଲ୍ପ ହେଲ୍ପଲାଇନ ନମ୍ବର କାର୍ଯ୍ୟକ୍ଷମ ହୋଇଛି। ଏହି...
ତେହେଲକା ମାଗାଜିନର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ ଯୌନ ନିର୍ଯାତନା ମାମଲାରେ ଦୋଷମୁକ୍ତ ସାବ୍ୟସ୍ତ
ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) କନିଷ୍ଠ ସହକର୍ମୀଙ୍କ ସହ ଯୌନନିର୍ଯାତନା ଅଭିଯୋଗରେ ତେହେଲକା ମାଗାଜିନର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଗୋଆ ଜିଲ୍ଲା ଏବଂ ସେସନ୍ସ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ସୂଚନାଯୋଗ୍ୟଯେ,...
ସମ୍ଭାବ୍ୟ ବାତ୍ୟା ଏବଂ କରୋନା ପରିସ୍ଥିତିକୁ ଦେଖି ମାଟ୍ରିକ ଟାବୁଲେସନ ପ୍ରକ୍ରୀୟା ସପ୍ତାହେ ଆଗକୁ...
ଭୁବନେଶ୍ୱର ୨୧-୫ (ଓଡ଼ିଆ ପୁଅ) ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ), ସମ୍ବାବ୍ୟ ବାତ୍ୟା ୟାସ୍ କୁ ଦୃଷ୍ଟିରେ ରଖି ଟ୍ୟାବୁଲେସନ୍ ରେଜିଷ୍ଟର ମାର୍କ ଅପଲୋଡ କରିବା ସମୟସୀମା ବୃଦ୍ଧି କରିଛି। ମାର୍କ...
ନାରଦା ମାମଲା: ମମତା ବାନାର୍ଜୀଙ୍କ ଦୁଇ ମନ୍ତ୍ରୀଙ୍କ ସମେତ ଚାରି ଜଣ ନେତା ଏବେ...
କୋଲକାତା/ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) କଲିକତା ହାଇକୋର୍ଟରେ ନାରଦା ମାମଲାରେ ନାଟକୀୟ ମୋଡ଼ ଆସିଛି। ଜଷ୍ଟିସ ଅରିଜିତ ବାନାର୍ଜୀ ୪ ଟିଏମସି ନେତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଆଦେଶ ଦେଇଥିବା ବେଳେ କାର୍ଯ୍ୟକାରୀ...
ଲାଦାଖରେ ୪.୨ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ
ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) ଆଜି ଲାଦାଖରେ ରିଚ୍ଟର ସ୍କେଲରେ ୪.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି। ଏ...
ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ: ନିଆଯିବ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ୱର ୨୧-୫ (ଓଡ଼ିଆ ପୁଅ) ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ ବୋଲି ଜଣାପଡ଼ିଛି। ଏହି ବୈଠକରେ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସୂତ୍ରରୁ ପ୍ରକାଶ।
ତେବେ ଆଜି ସନ୍ଧ୍ୟା ସାଢ଼େ ପାଞ୍ଚଟାରେ...





















