Bureau
CBSE ପରେ, ICSE ବୋର୍ଡ ମଧ୍ୟ ଦ୍ୱାଦଶ ପରୀକ୍ଷାକୁ ବାତିଲ କଲା
ନୂଆଦିଲ୍ଲୀ ୧ ଜୁନ (ଓଡ଼ିଆ ପୁଅ) CBSE ପରେ, ICSE ବୋର୍ଡ ମଧ୍ୟ ଦ୍ୱାଦଶ ପରୀକ୍ଷାକୁ ବାତିଲ କଲା।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ପରେ ସିବିଏସ୍ଇର ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ହୋଇଛି। ଏହାପରେ...
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ପରେ ସିବିଏସ୍ଇର ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ
ନୂଆଦିଲ୍ଲୀ ୧ ଜୁନ (ଓଡ଼ିଆ ପୁଅ)ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ପରେ ସିବିଏସ୍ଇର ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ହୋଇଛି।
ସୂଚନାଯୋଗ୍ୟଯେ, ୨୩ ମଇରେ ଶିକ୍ଷା ମନ୍ତ୍ରୀ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ...
ବରିଷ୍ଠ ଓଏଏସ୍ ସ୍ତରର ୬ ଜଣ ଅଧିକାରୀଙ୍କୁ ସ୍ଥାନାନ୍ତରଣ
ଭୁବନେଶ୍ୱର, ୧ ଜୁନ୍ (ଓଡ଼ିଆ ପୁଅ) ମଙ୍ଗଳବାର ଦିନ ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ କ୍ୟାଡରରେ ୬ ଜଣ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି।
ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ପ୍ରଶାସନ ଏବଂ...
ନନ୍ଦକିଶୋର ପଟ୍ଟନାୟକଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ
ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ)- ବିଶିଷ୍ଟ ଫୁଟବଲ ପ୍ରଶିକ୍ଷକ ନନ୍ଦକିଶୋର ପଟ୍ଟନାୟକଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ନନ୍ଦକିଶୋର ବାବୁଙ୍କ କରୋନାଜନିତ ବିୟୋଗ...
ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ପେନ୍ସନ୍ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସମ୍ବନ୍ଧୀତ ବିଭିନ୍ନ ସମସ୍ୟା ଉପରେ ଏକ ସମୀକ୍ଷା କରିଠନ୍ତି। କରୋନା କାରଣରୁ ରାଜ୍ୟରେ ଲକ୍ଡାଉନ୍ ଲଗାଯାଇଛି। ଏ ନେଇ ରାଜ୍ୟରେ...
୧୫ ଦିନ ମଧ୍ୟରେ କରୋନାରେ ସ୍ୱାମୀଙ୍କୁ ହରାଇଥିବା ବିଧବା ଏବଂ ଅନାଥଙ୍କୁ ଚିହ୍ନଟ କରି...
ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) ୧୫ ଦିନ ମଧ୍ୟରେ କରୋନାରେ ସ୍ୱାମୀଙ୍କୁ ହରାଇଥିବା ବିଧବା ଏବଂ ଅନାଥଙ୍କୁ ଚିହ୍ନଟ କରି ମଧୁବାବୁ ପେନ୍ସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟଯେ, କୋଭିଡ...
ଆଜି ପୁଣି ବଢ଼ିଲା ତୈଳ ଦର: ରାଜ୍ୟରେ ୧୦୦ ଉପରେ, ଆପଣଙ୍କ ଜିଲ୍ଲାର ଦର...
ନୂଆଦିଲ୍ଲୀ ୧ ଜୁନ (ଓଡ଼ିଆ ପୁଅ) ଆଜି ସରକାରୀ ତୈଳ କମ୍ପାନୀଗୁଡିକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୨୨ ରୁ ୨୪ ପଇସା ବୃଦ୍ଧି ପାଇଥିବାବେଳେ...
ଜୁନ୍ ମାସରେ ୯ ଦିନ ବନ୍ଦ ରହିବ ବ୍ୟାଙ୍କ, ଓଡ଼ିଶାରେ ଦିନେ ଅଧିକ
ନୂଆଦିଲ୍ଲୀ ୦୧ ଜୁନ୍ (ଓଡ଼ିଆ ପୁଅ) ଦେଶରେ କରୋନାର ଦ୍ୱିତୀୟ ଲହର ମଧ୍ୟ ବ୍ୟାଙ୍କଗୁଡିକର କାର୍ଯ୍ୟକାରିତା ଉପରେ ପ୍ରଭାବ ପକାଇଛି। ଏହି ସମୟ ମଧ୍ୟରେ ଅନେକ ବ୍ୟାଙ୍କ ମଧ୍ୟ ଖୋଲିବା ଏବଂ ବନ୍ଦ...
୬ ବର୍ଷର ଶିଶୁର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିଯୋଗ ଭିଡ଼ିଓକୁ ନେଇ ୪୮ ଘଣ୍ଟା ମଧ୍ୟରେ...
ନୂଆ ଦିଲ୍ଲୀ ଜୁନ୍ ୦୧ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା ସୋମବାର ଜଣେ ୬ ବର୍ଷର ବାଳିକାର ନିତ୍ୟ ବିଦ୍ୟାଳୟ କାର୍ଯ୍ୟ ସମ୍ପର୍କରେ ଏକ 'ଆଦରଣୀୟ ଅଭିଯୋଗ'...
ଦେଶରେ କମିଲା ସଂକ୍ରମଣ – ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୨୭,୫୧୦ ଆକ୍ରାନ୍ତ...
ନୂଆ ଦିଲ୍ଲୀ ୧-୬ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ - ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୨୭,୫୧୦ ଆକ୍ରାନ୍ତ ଚିହ୍ନଟ ଏବଂ ୨,୭୯୫ ମୃତ୍ୟୁ ରେକର୍ଡ୍ ହୋଇଛି।
ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା...
ରାଜ୍ୟରେ ପୁଣି ୮ ହଜାରରୁ ଅଧିକ ସଂକ୍ରମଣ: ୮,୭୩୫ ନୂଆ ଆକ୍ରାନ୍ତ ଚିହ୍ନଟ, ୩୭...
ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ୮ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଛି। ରାଜ୍ୟରେ ଗତ ୨୪ ଘଂଟାରେ ୮,୭୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଓଡିଶାରେ ଗତ ୨୪ ଘଣ୍ଟା...
ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: ରାଜ୍ୟରେ ଆଜି କରୋନା ନେଲା ୩୭ ଜୀବନ :...
ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୭ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୭୯୧କୁ ବୃଦ୍ଧି ପାଇଛି।
ଅନୁଗୁଳ ଜିଲ୍ଲାରୁ ୫ ଜଣ...
୦୧ ଜୁନ୍ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ।...
କେନ୍ଦାପଡ଼ା: ସରକାରୀ ପରିଚାଳିତ କମ୍ୟୁନିଟି ହେଲ୍ଥ ସେଣ୍ଟରରେ ମହିଳାଙ୍କ ରୋଗୀଙ୍କ ସହ ନକଲି ଡାକ୍ତରଙ୍କ...
କେନ୍ଦାପଡ଼ା ୩୧-୫ (ଓଡ଼ିଆ ପୁଅ) ଓଡିଶାର କେନ୍ଦ୍ରାପଡା ଜିଲ୍ଲାର ଆଳିଥାନା ଅନ୍ତର୍ଗତ ସରକାରୀ ପରିଚାଳିତ ଗୋବିନ୍ଦପୁର କମ୍ୟୁନିଟି ହେଲ୍ଥ ସେଣ୍ଟରରେ ୩୫ ବର୍ଷ ବୟସ୍କ ଜଣେ ବ୍ୟକ୍ତି ନିଜକୁ ଡାକ୍ତର ବୋଲି ପରିଚୟ...
କୋଭିଡ କାରଣରୁ EPFO ରୁ ଅଗ୍ରୀମ ଉଠାଣ ପାଇଁ ଅନୁମତି ଦେଲେ ସରକାର
ନୂଆଦିଲ୍ଲୀ ୩୧, (ଓଡିଆ ପୁଅ) ରାଷ୍ଟ୍ରାୟତ୍ତ ପେନ୍ସନ୍ ପାଣ୍ଠି ପରିଚାଳକ, କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫ୍ଓ) ଯୋଗଦାନକାରୀଙ୍କୁ ସେମାନଙ୍କ ସଞ୍ଚୟରୁ ଫେରସ୍ତ ନକରିବା ସର୍ତ୍ତରେ କୋଭିଡ -୧୯ ଅଗ୍ରୀମ ଉଠାଣକୁ କରିବାକୁ...
ମଧ୍ୟପ୍ରଦେଶରେ ନିର୍ଦ୍ଦିଷ୍ଟ କୋହଳ ସହିତ ଜୁନ୍ ୧୫ ପର୍ଯ୍ୟନ୍ତ ‘କରୋନା କର୍ଫ୍ୟୁ’ ବଢ଼ିଲା :...
ଭୋପାଳ ମଇ ୩୧ (ଓଡିଆ ପୁଅ) ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର କହିଛନ୍ତି ଯେ ରାଜ୍ୟରେ ଚାଲିଥିବା 'କରୋନା କର୍ଫ୍ୟୁ' ଜୁନ୍ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି କିନ୍ତୁ ଅର୍ଥନୀତିକୁ...
ସମୁଦ୍ର ତଟବର୍ତୀ ଅଂଚଳରେ ମତ୍ସ୍ୟଜୀବୀ ଓ ଚାଷୀଙ୍କ ଜୀବନଜୀବିକାକୁ ସୁରକ୍ଷିତ କରିବା ପାଇଁ ଏକ...
ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ
- ବାଲେଶ୍ୱର ଜିଲ୍ଲା ଶ୍ରୀକୋଣା ଏବଂ ସାରଥା ପଂଚାୟତର ଚାରିଗୋଛିଆ ଏବଂ ମୁହାଣ ସମେତ ଆଖପାଖ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କଲେ
-...
ଭଲ ଖବର : ଆଜି ରାଜ୍ୟରୁ ୧୦୪୦୫ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ...
ଭୁବନେଶ୍ୱର ୩୧-୫ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୧୦୪୦୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ...
ଦିଲ୍ଲୀ ହାଇକୋର୍ଟରେ ସେଣ୍ଟ୍ରାଲ୍ ଭିସ୍ତା କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନେଇ ହୋଇଥିବା ଆବେଦନ ଖାରଜ...
ନୂଆଦିଲ୍ଲୀ ୩୧-୫ (ଓଡ଼ିଆ ପୁଅ) ମହାମାରୀ COVID19 ର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ୍ ଭିସ୍ତା ଆଭେନ୍ୟୁ ପୁନଃ ବିକାଶ ପ୍ରକଳ୍ପର ସମସ୍ତ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ଦିଲ୍ଲୀ ଏଚସି...
ଦୋକାନୀ ସଟରରେ ଏମିତି ପୋଷ୍ଟର ଲଗେଇଲେଯେ, ଆଇପିଏସ୍ ଅଧିକାରୀ କହିଲେ ଘୁରିବୁଲୁଥିବା ‘ଆତ୍ମା’ ଖୁବ୍...
ନୂଆଦିଲ୍ଲୀ ୩୧-୫ (ଓଡ଼ିଆ ପୁଅ) ଲକଡାଉନରେ ଦୋକାନ ବନ୍ଦ। କିନ୍ତୁ ଜଣେ ଦୋକାନୀ ଦୋକାନ ବନ୍ଦ କରି ଏମିତି ଏକ ପୋଷ୍ଟର ତାଙ୍କ ସଟରରେ ଲଗାଇଥିଲେଯେ, ଯାହା ଭାଇରାଲ୍ ହୋଇଛି। ଏହା ପରେ...






















