Bureau
ଦେଶରେ ପୁଣି କମିଲା ସଂକ୍ରମଣ ଏବଂ ଦୈନିକ ମୃତ୍ୟୁ ସଂଖ୍ୟା : କରୋନା ନେଲା...
ନୂଆଦିଲ୍ଲୀ ୩୧-୫ (ଓଡ଼ିଆ ପୁଅ) ଦେଶରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୧, ୫୨, ୭୩୪ ନୂତନ COVID୧୯ ମାମଲା ୨, ୩୮, ୦୨୨ ସୁସ୍ଥ...
ରାଜ୍ୟରେ ଆଜି କରୋନା ନେଲା ୩୫ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୨,୭୫୪କୁ...
ଭୁବନେଶ୍ୱର ୩୧-୫ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୭୫୪ କୁ ବୃଦ୍ଧି ପାଇଛି।
ଅନୁଗୁଳ ଜିଲ୍ଲାରୁ ୫...
ରାଜ୍ୟରେ ପୁଣି ୮ ହଜାରରୁ ଅଧିକ ସଂକ୍ରମଣ: ୮,୩୧୩ନୂଆ ଆକ୍ରାନ୍ତ ଚିହ୍ନଟ, ୩୫ ଜଣଙ୍କର...
ଭୁବନେଶ୍ୱର ୩୧-୫ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ୮ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଛି। ରାଜ୍ୟରେ ଗତ ୨୪ ଘଂଟାରେ ୮,୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଓଡିଶାରେ ଗତ ୨୪ ଘଣ୍ଟା...
Covid19 ଯୋଗୁଁ ମୃତ୍ୟୁବରଣ କରିଥିବା ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା...
ନୂଆ ଦିଲ୍ଲୀ ମଇ ୩୧ (ଓଡ଼ିଆ ପୁଅ) Covid୧୯ ଯୋଗୁଁ ମୃତ୍ୟୁବରଣ କରିଥିବା ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ଉପରେ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇବା ପାଇଁ ଛତିଶଗଡ ସରକାର ଘୋଷଣା କରିଛନ୍ତି।...
ଆଜି CBSE, ICSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
ନୂଆ ଦିଲ୍ଲୀ ମଇ ୩୧ (ଓଡ଼ିଆ ପୁଅ) ଆଡଭୋକେଟ ମମତା ଶର୍ମାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନରେ ସିବିଏସ୍ଇ ଏବଂ ଆଇସିଏସଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ...
୩୧ ମଇ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ - ଭାଇ-ଭଉଣୀ ଏବଂ ମିତ୍ରମାନଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ଆପଣ ଘରର ଦାୟୀତ୍ତ୍ୱଗୁଡ଼ିକ ବୁଝି କାର୍ଯ୍ୟ କରିବେ। ମାତା-ପିତାଙ୍କୁ ଆପଣଙ୍କ ଉପରେ ଗର୍ବ ଅନୁଭବ ହେବ। କାମ କାରଣରୁ ଆପଣଙ୍କୁ...
ମେହୁଲ ଚୋକସି ତା’ ପ୍ରେମିକାକୁ ଧରି ଡୋମିନିକାକୁ ରୋମାଣ୍ଟିକ ଯାତ୍ରା କରିବାକୁ ଆସିଥିଲା :...
ନୂଆଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍କାମ ଅଭିଯୁକ୍ତ ତଥା ପଳାତକ ମେହୁଲ ଚୋକସିର ପ୍ରଥମ ଫଟୋ ଡୋମିନିକା ଜେଲରେ ଥିବା ସମୟରେ ଆସିଛି। ଫଟୋରେ ମେହୁଲ ଚୋକସି ଏକ...
ରାଜ୍ୟରେ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି
ଭୁବନେଶ୍ୱର, ମଇ ୩୦ (ଓଡ଼ିଆ ପୁଅ) -ରାଜ୍ୟରେ କରୋନା ମୁକାବିଲା ପାଇଁ ଜାରି କରାଯାଇଥିବା ଲକଡାଉନ୍ ଅବଧିକୁ ବଢାଯାଇଛି। ଜୁନ୍ ୧ ତାରିଖ ସକାଳ ୫ଟାରୁ ଜୁନ୍ ୧୭ ତାରିଖ ସକାଳ ୫ଟା...
ଏସୀଆନ୍ ବକ୍ସିଂ ଚାମ୍ପିଅନସିପରେ ପୂଜା ରାଣୀଙ୍କୁ ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ ୩୦ ମଇ (ଓଡ଼ିଆ ପୁଅ) ଡିଫେଣ୍ଡିଂ ଚାମ୍ପିଅନ୍ ପୂଜା ରାଣୀ ଉଜବେକିସ୍ତାନର ମାଭ୍ଲୁଦା ମୋଭ୍ଲୋନୋଭାଙ୍କୁ ପରାସ୍ତ କରି ରବିବାର ଦିନ ଦୁବାଇରେ ଚାଲିଥିବା ଏସୀୟ ବକ୍ସିଂ ଚାମ୍ପିଅନସିପରେ ୭୫ କିଲୋଗ୍ରାମ ବର୍ଗରେ...
ଆସନ୍ତା ୩-୪ ମାସରେ ହୋଇଯିବକି ଅଧିକାଂଶ ଟିକାକରଣ ? ଏପରି ମିଳୁଛି ସଂକେତ -ଜୁଲାଇ...
ନୂଆଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ଭାରତ ସରକାର ଜୁଲାଇ ଶେଷ ସୁଦ୍ଧା ୨୦-୨୫ କୋଟି ଟିକା ଏବଂ ଅଗଷ୍ଟ-ସେପ୍ଟେମ୍ବରରେ ୩୦ କୋଟି ଡୋଜ କ୍ରୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍...
ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ ସହ ବିପନ୍ନଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ – ବିପର୍ଯ୍ୟୟର...
- ଆକାଶମାର୍ଗରୁ ଜଗତସିଂହପୁର ଜିଲ୍ଲାର ପାରାଦୀପ, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜନଗର, ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଏବଂ ଧାମରା ଅଂଚଳ ପରିଦର୍ଶନ କଲେ
- ଭଦ୍ରକ ଜିଲ୍ଲା ଦୋସିଙ୍ଗା, ଜାଗୁଳା ଓ...
ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ନବୀନ ବାବୁଙ୍କ ଆଉ କେତେବର୍ଷ ଦରକାର...
ଭୁବନେଶ୍ୱର ୩୦.୫ - (ଓଡ଼ିଆ ପୁଅ) ୨୦୦୦ ମସିହାରୁ ୨୦୨୧ ମସିହା ଭିତରେ ନିଜର ପିତା ଶ୍ରୀ ବିଜୁପଟ୍ଟନାୟକଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ପଂଚମ ପାଳିରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦକୁ ନିର୍ଦ୍ଦେଶ...
ମହାରାଷ୍ଟ୍ର : ଲକଡାଉନ୍ ଅବଧି ୧୫ ଦିନ ବୃଦ୍ଧି
ମୁମ୍ବାଇ ୩୦-୫ (ଓଡ଼ିଆ ପୁଅ) ମହାରାଷ୍ଟ୍ର ସରକାର ଲକଡାଉନ୍ ଅବଧି ଆଉ ୧୫ ଦିନ ବୃଦ୍ଧି କରିଛନ୍ତି। ଯଦିଓ ସଂକ୍ରମଣ କମୁଛି କିନ୍ତୁ ଏହା ସମ୍ପୂର୍ଣ୍ଣଭାବେ କମିନାହିଁ ତେଣୁ ସୁରକ୍ଷା ଦୃଷ୍ଟିରୁ ଲକଡାଉନ୍...
ମୋନୋକ୍ଲୋନାଲ ଆଣ୍ଟିବଡି ଡ୍ରଗ୍ସ ଭାରତ ଏବଂ ବିଶ୍ୱ ପାଇଁ ଗେମ୍ ଚେଞ୍ଜର ହେବ, ଭାରତରେ...
ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ଯୁକ୍ତରାଷ୍ଟ୍ରରେ ବର୍ତ୍ତମାନ ୩ ଟି ମୋନୋକ୍ଲୋନାଲ ଆଣ୍ଟିବଡି ଡ୍ରଗ୍ସ ଅଛି। ଆମେ ଏହାକୁ ଶୀଘ୍ର ଗ୍ରହଣ କରିବା, ଭାରତରେ ଏହାକୁ ବଡ଼ ସ୍କେଲରେ ଉତ୍ପାଦନ କରିବା...
ଏସିଆନବକ୍ସିଂ ଚାମ୍ପିଅନସିପ୍ରେ ଷଷ୍ଠ ଥର ବିଶ୍ୱ ଚାମ୍ପିଅନ୍ ବିଜେତା ଏମସି ମ୍ୟାରିକମ୍ କାଜାଖସ୍ତାନର ନାଜିମ୍...
ନୂଆଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ଏସିଆନବକ୍ସିଂ ଚାମ୍ପିଅନସିପ୍ରେ ୫୧ କିଲୋଗ୍ରାମ ବର୍ଗ ଫାଇନାଲରେ ଷଷ୍ଠ ଥର ବିଶ୍ୱ ଚାମ୍ପିଅନ୍ ଏମସି ମ୍ୟାରିକମ୍ କାଜାଖସ୍ତାନର ନାଜିମ୍ କିଜାଇବେଙ୍କଠାରୁ ହାରିଯାଇଛନ୍ତି। ମ୍ୟାରିକମ୍ ଙ୍କୁ ରୌପ୍ୟ ପଦକରେ...
ତେଲେଙ୍ଗାନା ଲକଡାଉନ୍ ଅବଧି ୧୦ ଦିନ ବୃଦ୍ଧି
ନୂଆଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ତେଲେଙ୍ଗାନା ସରକାର COVID ଲକଡାଉନ୍ କୁ ଆହୁରି ୧୦ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅବଶ୍ୟ, ଲକଡାଉନ୍ କୋହଳ ସମୟକୁ ମଧ୍ୟାହିନ ୧ ଟା ପର୍ଯ୍ୟନ୍ତ ବୃଦ୍ଧି...
ଭଲ ଖବର : ଆଜି ରାଜ୍ୟରୁ ୧୧,୮୮୧ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ...
ଭୁବନେଶ୍ୱର ୩୦-୫ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୧୧୮୮୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍’ର ଓଡ଼ିଆ ଭାଷାନ୍ତର
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର!
ଆମେ ଦେଖୁଛୁ କେଉଁଭଳି ଭାବେ ଦେଶ ନିଜର ସମସ୍ତ ଶକ୍ତି ସହ କୋଭିଡ୍-୧୯ ବିରୁଦ୍ଧରେ ସଂଗ୍ରାମ କରୁଛି। ବିଗତ ଶହେ ବର୍ଷରେ ଏହା ସବୁଠାରୁ ବଡ଼ ମହାମାରୀ ଏବଂ...
୩ ଜୁନ୍ ରେ କେରଳ ଉପରେ ମୌସୁମୀ ପ୍ରଭାବଶାଳୀ ହେବାର ସମ୍ପୂର୍ଣ୍ଣ ସମ୍ଭାବନା –...
ନୂଆଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ୩ ଜୁନ୍ ରେ କେରଳ ଉପରେ ମୌସୁମୀ ପ୍ରଭାବଶାଳୀ ହେବାର ସମ୍ପୂର୍ଣ୍ଣ ସମ୍ଭାବନାକୁ ଦର୍ଶାଉଛି ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ।
ବର୍ତମାନ କେରଳର ବିଭିନ୍ନ ସ୍ଥାନରେ ବର୍ଷା...
ନାଗରିକଙ୍କ ସୁବିଧା ପାଇଁ ଜାତୀୟ ହେଲ୍ପଲାଇନ ନମ୍ବର
ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ନାଗରିକଙ୍କ ସୁବିଧା ପାଇଁ ଜାତୀୟ ହେଲ୍ପଲାଇନ ନମ୍ବର
୧୦୭୫ - ଜାତୀୟ ହେଲ୍ପଲାଇନ ନଂ - ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର
୧୦୯୮- ଶିଶୁ ହେଲ୍ପଲାଇନ ନମ୍ବର...























