Home Coronavirus Outbreak ଦେଶରେ କମିଲା ସଂକ୍ରମଣ – ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୨୭,୫୧୦ ଆକ୍ରାନ୍ତ ଚିହ୍ନଟ...

ଦେଶରେ କମିଲା ସଂକ୍ରମଣ – ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୨୭,୫୧୦ ଆକ୍ରାନ୍ତ ଚିହ୍ନଟ ଏବଂ ୨,୭୯୫ ମୃତ୍ୟୁ

127

ନୂଆ ଦିଲ୍ଲୀ ୧-୬ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ – ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୨୭,୫୧୦ ଆକ୍ରାନ୍ତ ଚିହ୍ନଟ ଏବଂ ୨,୭୯୫ ମୃତ୍ୟୁ ରେକର୍ଡ୍ ହୋଇଛି।

ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୬.୭୩% ହୋଇଥିବା ବେଳେ ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୯୫,୫୨୦ ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୩୦,୫୭୨।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୧,୭୫,୦୪୪ କୁ ବୃଦ୍ଧି ପାଇଛି ଏବଂ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୨୭,୫୧୦ ଆକ୍ରାନ୍ତ ଚିହ୍ନଟ ଏବଂ ୨,୭୯୫ ମୃତ୍ୟୁ ହୋଇଛି।

ଆରୋଗ୍ୟ ହୋଇଛନ୍ତି ୯୨.୦୯% ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨,୫୯,୪୭,୬୨୯ ଏବଂ ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୨,୫୫,୨୮୭ ଜଣ।

ମୃତ୍ୟୁ ସଂଖ୍ୟା ୧.୧୮% ପ୍ରତିଶତ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩,୩୧,୮୯୫ କୁ ବୃଦ୍ଧି ପାଇଛି ଏବଂ ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨,୭୯୫ ହୋଇଛି

ଦେଶରେ ମୋଟ ଟିକାକରଣ ୨୧, ୬୦, ୪୬, ୬୩୮ ଗତ କାଲି ଟିକାକରଣ ୨୭, ୮୦, ୦୫୮

ଦେଶରେ ମୋଟ ପରୀକ୍ଷଣ ୩୪, ୬୭, ୯୨, ୨୫୭ ଗତକାଲି ପରୀକ୍ଷଣ ୧୯, ୨୫, ୩୭୪ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.