Home Top News ଭଲ ଖବର : ଆଜି ରାଜ୍ୟରୁ ୧୦୪୦୫ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ...

ଭଲ ଖବର : ଆଜି ରାଜ୍ୟରୁ ୧୦୪୦୫ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

23

ଭୁବନେଶ୍ୱର ୩୧-୫ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୧୦୪୦୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୪୪୯ – ଖୋର୍ଦ୍ଧା ଜିଲ୍ଲାରୁ,

୯୫୪ – କଟକ ଜିଲ୍ଲାରୁ,

୯୦୮ – ଅନୁଗୁଳ ଜିଲ୍ଲାରୁ,

୭୦୫ – ସୁନ୍ଦରଗଡ ଜିଲ୍ଲାରୁ,

୫୬୪ – ମୟୂରଭଞ୍ଜ ଜିଲ୍ଲାରୁ,

୪୯୫ – ଯାଜପୁର ଜିଲ୍ଲାରୁ,

୪୮୨ – ଭଦ୍ରକ ଜିଲ୍ଲାରୁ,

୪୭୨ – ପୁରୀ ଜିଲ୍ଲାରୁ,

୩୫୪ – ସମ୍ବଲପୁର ଜିଲ୍ଲାରୁ,

୩୩୧ – ବରଗଡ ଜିଲ୍ଲାରୁ,

୩୦୯ – ଜଗତସିଂହପୁର ଜିଲ୍ଲାରୁ,

୩୦୫ – କେନ୍ଦ୍ରାପଡା ଜିଲ୍ଲାରୁ,

୨୭୪ – ବଲାଙ୍ଗୀର ଜିଲ୍ଲାରୁ,

୨୫୫ – ନବରଙ୍ଗପୁର ଜିଲ୍ଲାରୁ,

୨୫୧ – କୋରାପୁଟ ଜିଲ୍ଲାରୁ,

୨୪୨ – ଗଞ୍ଜାମ ଜିଲ୍ଲାରୁ,

୨୦୦ – ବୌଦ୍ଧ ଜିଲ୍ଲାରୁ,

୧୯୦ – ନୟାଗଡ଼ ଜିଲ୍ଲାରୁ,

୧୮୬ – ଝାରସୁଗୁଡା ଜିଲ୍ଲାରୁ,

୧୮୧ – ବାଲେଶ୍ୱର ଜିଲ୍ଲାରୁ,

୧୭୨ – ରାୟଗଡ଼ା ଜିଲ୍ଲାରୁ,

୧୫୫ – ଢେଙ୍କାନାଳ ଜିଲ୍ଲାରୁ,

୧୪୯ – କେନ୍ଦୁଝର ଜିଲ୍ଲାରୁ,

୧୨୩ – ସୋନପୁର ଜିଲ୍ଲାରୁ,

୧୦୬ – ଦେବଗଡ଼ ଜିଲ୍ଲାରୁ,

୧୦୨ – ମାଲକାନଗିରି ଜିଲ୍ଲାରୁ,

୮୨ – କନ୍ଧମାଳ ଜିଲ୍ଲାରୁ,

୬୮ – ଗଜପତି ଜିଲ୍ଲାରୁ,

୫୧ – ନୁଆପଡା ଜିଲ୍ଲାରୁ,

୩୬ – କଳାହାଣ୍ଡି ଜିଲ୍ଲାରୁ,

୨୫୪ – ରାଜ୍ୟ ପୁଲ୍ ରୁ,

ଓଡିଶାର ମୋଟ ପୁନରୁଦ୍ଧାର ମାମଲା ବର୍ତ୍ତମାନ ୬୮୦୯୩୨ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.