Bureau
୧୮ ଜୁଲାଇ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ପରିବାର ଏବଂ କାର୍ଯ୍ୟକ୍ଷେତ୍ରରେ ବୁଝାମଣାପୂର୍ଣ୍ଣ ବ୍ୟବହାରରେ ସଂଘର୍ଷକୁ ଏଡ଼ାଇ ଦିଆଯାଇପାରିରେ। ନିଜ ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିର ଆବଶ୍ୟକତା ଅଛି, ନହେଲେ ବିବାଦ ହୋଇପାରେ। ମହିଳା ବର୍ଗଙ୍କଠାରୁ...
ଜୁଲାଇ ୨୬ରୁ ଖୋଲିବ ସ୍କୁଲ : ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି...
ଭୁବନେଶ୍ୱର ୧୭ ଜୁଲାଇ (ଓଡ଼ିଆ ପୁଅ) ରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିବ। ଏ ନେଇ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ଏହା ସହ ବିଦ୍ୟାଳୟ ଏବଂ ଗଣଶିକ୍ଷା...
୨୦ ରେ ବାହୁଡ଼ା ଯାତ୍ରା : ୧୯ ତାରିଖ ସନ୍ଧ୍ୟା ୮ ଘଟିକା ଠାରୁ...
ପୁରୀ ୧୭-୭ (ଓଡ଼ିଆ ପୁଅ) ଆସନ୍ତା ୨୦ ତାରିଖ ମଙ୍ଗଳବାର ଶ୍ରୀଜୀଉଙ୍କର ବାହୁଡ଼ାଯାତ୍ରା। ବଡ଼ ଦେଉଳକୁ ବାହୁଡ଼ିବେ ପ୍ରଭୁ।
ଏହି ଅବସରରେ ଶ୍ରୀକ୍ଷେତ୍ରରେ ୪୮ ଘଣ୍ଟିଆ କର୍ଫ୍ୟୁ ସହିତ ସଟଡାଉନ୍ ଲାଗୁ ହେବ। ପୁରୀ...
ବଡ଼ ଦେଉଳକୁ ବାହୁଡ଼ିବେ ପ୍ରଭୁ – ତିନିରଥର ଦକ୍ଷିଣ ମୋଡ଼, ନାକଚଣା ଦ୍ୱାରରେ...
- ୧୯ ତାରିଖ ସନ୍ଧ୍ୟା ୮ ଘଟିକା ଠାରୁ ୨୧ ତାରିଖ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପୁରୀ ସହରରେ ୧୪୪ ଧାରା ଜାରି
ପୁରୀ ୧୭-୭ (ଓଡ଼ିଆ ପୁଅ) ଆସନ୍ତା ୨୦ ତାରିଖ...
ସୁସ୍ଥ ହେଲେ ୨୪୦୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର ୧୭ ଜୁଲାଇ (ଓଡ଼ିଆ ପୁଅ) ସୁସ୍ଥ ହେଲେ ୨୪୦୦ କରୋନା ଆକ୍ରାନ୍ତ। ତେବେ
୪୧୦ - କଟକ ଜିଲ୍ଲାରୁ,
୩୯୯ - ଖୋର୍ଦ୍ଦା ଜିଲ୍ଲାରୁ,
୧୯୬ - କେନ୍ଦ୍ରାପଡ଼ା ଜିଲ୍ଲାରୁ,
୧୬୪ – ବାଲେଶ୍ୱର ଜିଲ୍ଲାରୁ,
୧୨୯ -...
ଅଫଲାଇନ ପରୀକ୍ଷା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀ
ଭୁବନେଶ୍ୱର ୧୭/୭ (ଓଡ଼ିଆ ପୁଅ) : ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା, ଯାହା ମେ' ମାସ ତିନି ତାରିଖରୁ ଆରମ୍ଭ ହେବାର ଥିଲା ତାହା Covid-୧୯ ସଂକ୍ରମଣ...
କେବେ ଖୋଲିବ ସ୍କୁଲ? ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ଜୁଲାଇ ୨୬ ତାରିଖରୁ,...
ଭୁବନେଶ୍ୱର ୧୭/୭ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଛାତ୍ରଛାତ୍ରୀମାନଙ୍କ ସ୍ଵାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ କୋଭିଡ୍ ମହାମାରୀ ପରିସ୍ଥିତିରେ ସମସ୍ତ ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଧୀରେ ଧୀରେ କୋଭିଡ୍ ଆକ୍ରାନ୍ତଙ୍କ...
ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ: ୧୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର ୧୭ ଜୁଲାଇ (ଓଡ଼ିଆ ପୁଅ) ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ୧୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।
- କ୍ୟାବିନେଟ୍...
UGCର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ: ଆଡମିଶନ ବାତିଲ/ପ୍ରତ୍ୟାହାର ଏବଂ ସ୍ଥାନାନ୍ତରଣ କ୍ଷେତ୍ରରେ ସମ୍ପୂର୍ଣ୍ଣ ଫି ପେରସ୍ତ...
ନୂଆ ଦିଲ୍ଲୀ ୧୭ ଜୁଲାଇ (ଓଡ଼ିଆ ପୁଅ) କରୋନା କାରଣରୁ ଆର୍ଥିକ ଅସୁବିଧାକୁ ଦୃଷ୍ଟିରେ UGCର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ।
ଲକଡାଉନ୍ ଏବଂ ସମ୍ବନ୍ଧୀୟ କାରଣରୁ ପିତାମାତା ସମ୍ମୁଖୀନ ହେଉଥିବା ଆର୍ଥିକ ଅସୁବିଧାକୁ ଦୃଷ୍ଟିରେ ରଖି...
UGC ନିର୍ଦ୍ଦେଶାବଳୀ: ୩୧ ଜୁଲାଇ ପରେ ହିଁ ଆଡମିଶନ – ସେପ୍ଟେମ୍ବର ୩୦ ସୁଦ୍ଧା...
ନୂଆଦିଲ୍ଲୀ ୧୭ ଜୁଲାଇ (ଓଡ଼ିଆ ପୁଅ) COVID-୧୯ ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷା ଏବଂ ଏକାଡେମିକ୍ କ୍ୟାଲେଣ୍ଡର ଉପରେ ନିର୍ଦ୍ଦେଶାବଳୀ ଜାରୀ କରିଛି UGC। ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଦ୍ୟାଳୟ ବୋର୍ଡ ପରୀକ୍ଷା ବାତିଲ...
ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮,୦୭୯ ନୂଆ ଆକ୍ରାନ୍ତ ଚିହ୍ନଟ,...
ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮,୦୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୨୪,୦୨୫ କୁ ହ୍ରାସ ପାଇଛି।
ସକ୍ରିୟ...
ରାଜ୍ୟରେ ଆଜି କରୋନା କାରଣରୁ ୬୭ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୪୯୯୨...
ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୭ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...
COVID-୧୯ ମହାମାରୀ ପରୀକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷାପାଇଁ UGC ଜାରୀ କଲା ନିର୍ଦ୍ଦେଶାବଳୀ...
ନୂଆଦିଲ୍ଲୀ ୧୭ ଜୁଲାଇ (ଓଡ଼ିଆ ପୁଅ) COVID-୧୯ ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷା ଏବଂ ଏକାଡେମିକ୍ କ୍ୟାଲେଣ୍ଡର ଉପରେ ନିର୍ଦ୍ଦେଶାବଳୀ ଜାରୀ କରିଛି UGC। ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଦ୍ୟାଳୟ ବୋର୍ଡ ପରୀକ୍ଷା ବାତିଲ...
ରାଜ୍ୟରେ ଆଜି ୨,୧୮୨ ନୂଆ ଆକ୍ରାନ୍ତ ଚିହ୍ନଟ, ୬୭ ମୃତ୍ୟୁ– ଜାଣନ୍ତୁ କେଉଁ ଜିଲ୍ଲାରୁ...
ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୨,୧୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୨୧୮୨
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୨୫୮
-...
୨୧ ଜୁଲାଇରେ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା – ଆସନ୍ତା ୨୪ ଘଣ୍ଟା...
ଭୁବନେଶ୍ୱର ୧୭ ଜୁଲାଇ (ଓଡ଼ିଆ ପୁଅ) ୨୧ ଜୁଲାଇରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳରେ ଏକ ଲଘୁଚାପ ଅଞ୍ଚଳ ସୃଷ୍ଟି ହେବାର ସମ୍ଭାବନା ଅଛି। ଏ ନେଇ ପାଣିପାଗ ବିଭାଗ ଆଖଳନ କରିଛି।
ଆସନ୍ତା ୨୪...
୧୭ ଜୁଲାଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ - ଧନ ଲାଭ ପ୍ରାପ୍ତିର ଭଲ ଅବସର ପ୍ରାପ୍ତ ହୋଇପାରେ। ଭାଗ୍ୟ ଆପଣଙ୍କ ସାଥି ଦେବ। କାମକାର୍ଯ୍ୟ କ୍ଷେତ୍ରରେ ଭଲ ସଫଳତା ପ୍ରାପ୍ତ ହୋଇପାରେ। ସେଥିପାଇଁ ଆପଣ ନିଜର କାର୍ଯ୍ୟ ପ୍ରତି...
ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ୩, ୪୯୭ କୋଟି ଟଙ୍କା ମୂଲ୍ୟରେ ଜଷ୍ଟ୍...
- ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ପାଖରେ ୪୦.୯୫% ଅଂଶଧନ ରହିବ ଓ ଅଧିଗ୍ରହଣ ନିୟମ ଅନୁସାରେ ୨୬% ଅଂଶଧନ କିଣିବା ଲାଗି କଂପାନି ଓପନ୍ ଅଫର ଦେବ
- ଭିଏସ୍ଏସ୍ ମଣି ଜଷ୍ଟ୍...
କଂଗ୍ରେସ ସାମାଜିକ ଗଣମାଧ୍ୟମର କର୍ମୀମାନଙ୍କୁ ଭର୍ଚୁଆଲ୍ ବୈଠକରେ ଅନ୍ୟାୟ ବିରୁଦ୍ଧରେ ଲଢି ଜନସାଧାରଣଙ୍କୁ ନ୍ୟାୟ...
ଭୁବନେଶ୍ୱର ୧୬ ଜୁଲାଇ (ଓଡ଼ିଆ ପୁଅ) : ଏ.ଆଇ.ସି.ସି. ସାମାଜିକ ଗଣମାଧ୍ୟମ ବିଭାଗ ଆଜି ଏକ ଭର୍ଚୁଆଲ୍ ବୈଠକ ଆୟୋଜନ କରିଥିଲା। ସର୍ବଭାରତୀୟ କଂଗ୍ରେସ ଦଳର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ୍...
କୃଷି ମନ୍ତ୍ରୀଙ୍କ ଚିପିଲିମା ମତ୍ସ୍ୟ ଜାଆଁଳା ଉତ୍ପାଦନ କେନ୍ଦ୍ର ଗସ୍ତ, ଉନ୍ନୟନ କାର୍ଯ୍ୟର ସମୀକ୍ଷା,...
ସମ୍ବଲପୁର, ୧୬ /୦୭(ଓଡ଼ିଆ ପୁଅ/ସରୋଜ ସାହୁ): ରାଜ୍ୟ କୃଷି, ମତ୍ସ ଓ ପ୍ରାଣୀ ସମ୍ପଦ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଶୁକ୍ରବାର ଚିପିଲିମା ସ୍ଥିତ ମତ୍ସ ଜାଆଁଳ ଉତ୍ପାଦନ କେନ୍ଦ୍ର...
ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ, ଡ୍ରାଇଭର ଆହତ
ମାହାଙ୍ଗା, ୧୬/୦୭ (ଓଡିଆ ପୁଅ/ଅଭୟ ଜେନା) ମାହାଙ୍ଗା ବ୍ଲକ ଭଉଁରିଆ ପଞ୍ଚାୟତ ରେ ରହିଥିବା ଲାବଣ୍ୟ ଗ୍ୟାସ ଏଜେନ୍ସିକୁ ଗୋଟିଏ ଟ୍ରକ ଯୋଗେ ଖୋର୍ଦ୍ଧା ଅଂଚଳରୁ ସିଲିଣ୍ଡର ଭର୍ତ୍ତି ଏଚପି ଗ୍ୟାସ ଆସୁଥିବା...




















