Home Coronavirus Outbreak ସୁସ୍ଥ ହେଲେ ୨୪୦୦ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୨୪୦୦ କରୋନା ଆକ୍ରାନ୍ତ

53

ଭୁବନେଶ୍ୱର ୧୭ ଜୁଲାଇ (ଓଡ଼ିଆ ପୁଅ) ସୁସ୍ଥ ହେଲେ ୨୪୦୦ କରୋନା ଆକ୍ରାନ୍ତ। ତେବେ
୪୧୦ – କଟକ ଜିଲ୍ଲାରୁ,
୩୯୯ – ଖୋର୍ଦ୍ଦା ଜିଲ୍ଲାରୁ,
୧୯୬ – କେନ୍ଦ୍ରାପଡ଼ା ଜିଲ୍ଲାରୁ,
୧୬୪ – ବାଲେଶ୍ୱର ଜିଲ୍ଲାରୁ,
୧୨୯ – ପୁରୀ ଜିଲ୍ଲାରୁ,
୧୦୯ – ଜଗତସିଂହପୁର ଜିଲ୍ଲାରୁ,
୧୦୦ – ମୟୁରଭଞ୍ଜ ଜିଲ୍ଲାରୁ,
୯୯ – ଯାଜପୁର ଜିଲ୍ଲାରୁ,
୯୪ – ଭଦ୍ରକ ଜିଲ୍ଲାରୁ,
୮୫ – ଅନୁଗୁଳ ଜିଲ୍ଲାରୁ,
୮୫ – ନୟାଗଡ଼ ଜିଲ୍ଲାରୁ,
୮୩ – କେନ୍ଦୁଝର ଜିଲ୍ଲାରୁ,
୭୧ – ଢେଙ୍କାନାଳ ଜିଲ୍ଲାରୁ,
୫୦ – ମାଲକାନଗିରି
୪୬ – ସୁନ୍ଦରଗଡ଼ ଜିଲ୍ଲାରୁ,
୪୫ – କୋରାପୁଟ ଜିଲ୍ଲାରୁ,
୩୩ – ରାୟଗଡ଼ା ଜିଲ୍ଲାରୁ,
୨୧ – ସମ୍ବଲପୁର ଜିଲ୍ଲାରୁ,
୧୯ – ବୌଦ୍ଦ ଜିଲ୍ଲାରୁ,
୧୬ – ନବରଙ୍ଗପୁର ଜିଲ୍ଲାରୁ,
୧୫ – କନ୍ଧମାଳ ଜିଲ୍ଲାରୁ,
୧୩ – ବରଗଡ଼ ଜିଲ୍ଲାରୁ,
୧୦ – ବଲାଙ୍ଗୀର ଜିଲ୍ଲାରୁ,
୯ – କଳାହାଣ୍ଡି ଜିଲ୍ଲାରୁ,
୭ – ଝାରସୁଗୁଡ଼ା ଜିଲ୍ଲାରୁ,
୬ – ସୋନପୁର ଜିଲ୍ଲାରୁ,
୫ – ଦେବଗଡ଼ ଜିଲ୍ଲାରୁ,
୧ – ଗଜପତିଜିଲ୍ଲାରୁ,
୭୭ – State Pool ରୁ ସୁସ୍ଥ ହୋଇଛନ୍ତି। ଏହା ସହ ଓଡିଶାର ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯,୨୭,୯୨୬ କୃ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.