Bureau
ଗାନ୍ଧୀ ଜୟନ୍ତୀରେ ଗ୍ରାମ୍ୟ ଅର୍ଥନୀତିକୁ ଆଗକୁ ନେବା ପାଇଁ ଭୋକାଲ୍ ଫର୍ ଲୋକାଲକୁ ମାଧ୍ୟମ...
ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
- ୨୦୨୧ ହେଉଛି ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ଶତବର୍ଷ ପୂର୍ତିର ପାବନ ଅବସର
- ଭାକାଲ୍ ଫର୍ ଲୋକାଲ ନୀତି ଗୀନ୍ଧିଜୀଙ୍କ ଅର୍ଥନୈତିକ ଚିନ୍ତନର ବ୍ୟବହାରିକ ପ୍ରୟୋଗ
-...
ସରକାରୀ ନିଯୁକ୍ତି ବୟସସୀମା ବୃଦ୍ଧି ଦାବିରେ ଯୁବ କଂଗ୍ରେସ ଅଭିନବ ପ୍ରତିବାଦ: ୨୦୦ ମିଟର...
ଭୁବନେଶ୍ୱର ୩୦.୯ (ଓଡ଼ିଆ ପୁଅ) - ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଂଟିନ ଛକଠାରୁ ୨୦୦ ମିଟର...
ଚୋରୀ ଘଟଣାରେ ୭ଜଣ କୋର୍ଟ ଚାଲାଣ : ଅତିରିକ୍ତ ଏସପିଙ୍କ ଟାଉନଥାନାରେ ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡ଼ା ୩୦-୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ଘଟଣାରେ କେନ୍ଦ୍ରାପଡା ଟାଉନଥାନା ପୋଲିସ ଗୁରୁବାର ୭ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେହି ଘଟଣାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ...
କେନ୍ଦ୍ରାପଡା ଜିଲ୍ଲାରେ ଆଜି ୬କରୋନା ପଜିଟିଭ
କେନ୍ଦ୍ରାପଡ଼ା ୩୦-୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାରେ ଗୁରୁବାର ୬ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଡେରାବିଶ ବ୍ଲକରେ...
ପିପିଲି ଉପ ନିର୍ବାଚନ ମତଦାନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ
ପୁରୀ - ୩୦.୦୯ (ଓଡ଼ିଆ ପୁଅ) - ଶାନ୍ତି ଶୃଙ୍ଖଳାର ସହ ପିପିଲି ଉପ ନିର୍ବାଚନ ମତଦାନ ଅନୁଷ୍ଠିତ ହୋଇଛି। ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଶତକଡା ୬୮.୪ ପ୍ରତିଶତ ମତଦାନ ହୋଇଛି।...
ଗାନ୍ଧୀ ଜୟନ୍ତୀରେ ୧୦ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଗୃହର ଲୋକାର୍ପଣ କରିବେ...
- ଅନୁଗୋଳ ଏବଂ ଢେଙ୍କାନାଳରେ ପ୍ରତ୍ୟକ୍ଷ ଭାବେ ୨ଟି ଏବଂ ଭିସି ଜରିଆରେ ୪ଟି ଲେଖାଏଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଗୃହ ଓ ଆନୁସଙ୍ଗିକ ସୁବିଧାର ଲୋକାର୍ପଣ କାର୍ଯ୍ୟକ୍ରମ
- ଅନୁଗୋଳ,...
ଶ୍ରଦ୍ଧା ଦ୍ୱାରା ଜ୍ଞାନ ପ୍ରାପ୍ତ ହୁଏ
ଭାରତ ଏକ ଧର୍ମ ପ୍ରଧାନ ଦେଶ।ଏଠାରେ ପ୍ରତ୍ୟକ ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ ହେଉ କିମ୍ବା ପରୋକ୍ଷ ଭାବରେ ହେଉ। କେଉଁ ନା କେଉଁ ସମ୍ରଦାୟକୁ ଆପଣେଇଥାନ୍ତି। କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ।...
ଭଗବାନଙ୍କୁ କାହିଁକି ଡାକିବା ? କ’ଣ ମିଳିବ?
ମୋର ଜଣେ ବନ୍ଧୁ, ଯିଏକି ସବୁବେଳେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରି ଆଧୁନିକ ଯୁଗ ସହିତ ତାଳ ଦେଇ ଜୀବନ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି। ସେ ଯେତେବେଳେ ଦେଖା ହୁଅନ୍ତି କିମ୍ବା...
ରାସ୍ତା ପୁନଃ ନିର୍ମାଣ ପାଇଁ ଟାୟାର ଜାଳି ରାସ୍ତାରୋକ କଲେ ଗ୍ରାମବାସୀ
ସାଲେପୁର : ୩୦/୦୯ (ଓଡ଼ିଆ ପୁଅ/ଅଭୟ ଜେନା) ରାସ୍ତାର ପୁନଃ ନିର୍ମାଣ ଦାବି କରି ଟାୟାର ଜାଳି ରାସ୍ତାରୋକ କଲେସାଧାରଣ ଲୋକେ। ତହସିଲଦାର ଓ ବିଡ଼ିଓଙ୍କୁ ପାଖାପାଖି ଏକ କିଲୋମିଟର ପର୍ଯ୍ୟନ୍ତ ଚଲେଇ...
ଟ୍ରକ ଅଟୋ ମୁହାଁ ମୁହିଁ ଧକା, ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁକୁ ନେଇ ରାସ୍ତା...
ବଲାଙ୍ଗୀର ୩୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସଇଁନ୍ତଳା ଥାନା ଅନ୍ତର୍ଗତ ସିସକେଲା ଗାଁର ମିଠା ବ୍ୟବସାୟୀ ସୁବଳ ସାହୁ, ବଡ଼ମୁଡ଼ିଆ ମାଝୀ ଓ ଦେବାଶିଷ ସାହୁ ଏକ ଡାଲାଅଟୋରେ ସିସକେଲାରୁ କୁଇକେଡା...
CBSE ପ୍ରକାଶ କଲା ଦଶମ ଶ୍ରେଣୀ ପରୀକ୍ଷା ଫଳ : ବୋର୍ଡ ସ୍ପେସାଲ୍ ଏବଂ...
ନୂଆ ଦିଲ୍ଲୀ ୩୦ ସେପ୍ଟେମ୍ବର (ଓଡ଼ିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ, ସିବିଏସ୍ଇ ଏହାର ଅଫିସିଆଲ୍ ୱେବସାଇଟରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିଛି। କମ୍ପାର୍ଟମେଣ୍ଟ, ବେସରକାରୀ ପ୍ରାର୍ଥୀ ତଥା...
ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କର ଡ୍ୟାନ୍ସ ଦେଖି, ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଡିସେଣ୍ଟ ଡ୍ୟାନ୍ସର
ନୂଆ ଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) ଆଇନ ମନ୍ତ୍ରୀ କିରେନ ରିଜିଜୁ ନିକଟରେ ଅରୁଣାଚଳ ପ୍ରଦେଶ ଗସ୍ତରେ ଆସିଥିଲେ। ସେ ତାଙ୍କ ଭ୍ରମଣର ଏକ ଭିଡିଓ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ କାଜଲାଙ୍ଗ...
ପିପିଲି ଉପନିର୍ବାଚନ:- ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦% ମତଦାନ
ପୁରୀ ୩୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ପିପିଲି ଉପନିର୍ବାଚନ ଲାଗି ସୁରୁଖୁରରେ ଚାଲିଛି ମତଦାନ ପ୍ରକ୍ରିୟା। ଦିନ ଗୋଟାଏ ସୁଦ୍ଧା ୪୫.୩୨ ପ୍ରତିଶତ ମତଦାନ ହୋଇଥିବା ବେଳେ ତିନିଟା ପର୍ଯ୍ୟନ୍ତ ୫୯.୭୨% ମତଦାନ...
ଦିଅର ଭାଉଜ ସହିତ କରୁଥିଲା ବାରମ୍ବାର ଦୁଷ୍କର୍ମ, ସ୍ୱାମୀକୁ ଜଣେଇବାରୁ ଏଡ଼ାଉଥିଲା କଥା, ଏବେ...
ଭୋପାଳ ୩୦-୯ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରୁ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଦିଅର ତା' ମା' ରୂପକ ଭାଉଜକୁ ବାରମ୍ବାର ଦୁଷ୍କର୍ମ କରୁଥିଲା। ସବୁଠାରୁ ଭୟଭୀତ ବିଷୟ ହେଉଛି ଯେ,...
ଅକ୍ଟୋବରରେ ବ୍ୟାଙ୍କଗୁଡିକ ୨୧ ଦିନ ପାଇଁ ଛୁଟି ରହିବ, ଏଠାରେ ବିସ୍ତୃତ ଛୁଟି ତାଲିକା...
ନୂଆ ଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) ଅକ୍ଟୋବର ମାସରେ ପର୍ବ ଏବଂ ସାପ୍ତାହିକ ଛୁଟି ଠାରୁ ଆରମ୍ଭ କରି ଅନେକ ଛୁଟି କାରଣରୁ ଭାରତରେ ବ୍ୟାଙ୍କଗୁଡିକ ୨୧ ଦିନ ବନ୍ଦ ରହିବ। କିନ୍ତୁ,...
କଂଗ୍ରେସରେ ଆଭ୍ୟନ୍ତରୀଣ ମତଭେଦ ଉପରେ ଉଚ୍ଚ ସ୍ତରୀୟ ବୈଠକ ଡକାଇ ପଞ୍ଜାବ ପ୍ରସଙ୍ଗରେ ଆଲୋଚନା...
ନୂଆ ଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) ପଞ୍ଜାବରେ ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ। ଶାସକ କଂଗ୍ରେସ ମଧ୍ୟରେ ଅଶାନ୍ତି ଦିନକୁ ଦିନ ବଢ଼ିହାରେ ଲାଗିଛି। କ୍ୟାପ୍ଟେନ୍ ଅମରିନ୍ଦର ସିଂଙ୍କୁ 'କ୍ଷମତା ଚ୍ୟୁତ' କରାଇବା...
ନଈକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍ – ୬ ମୃତ – ୧୬ ଆହତ
ଶିଲଙ୍ଗ ୩୦-୯ (ଓଡ଼ିଆ ପୁଅ) : ୨୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ମେଘାଳୟର ଏକ ନଦୀରେ ଖସିପଡ଼ିଛି। ଏହି ଯାତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ...
ରାଜ୍ୟରେ ଆଜି ୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...
ଭୁବନେଶ୍ୱର ୩୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।- ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
ନୂଆ ଆକ୍ରାନ୍ତ: ୬୦୨
୦-୧୮ ବର୍ଷର : ୯୬
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ:...
ଦେଶରେ ଆଜି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୩,୫୨୯ ନୂଆ...
ନୂଆ ଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) ଦେଶରେ ଆଜିର ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୩,୫୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୭୭,୦୨୦ କୁ ହ୍ରାସ ପାଇଛି।
ସକ୍ରିୟ...
ଆଜି ଚାଲିଛି ପିପିଲି ଉପନିର୍ବାଚନ : ଭୋଟ ଦେଉଛନ୍ତି ମତଦାତା, ଏ ପର୍ଯ୍ୟନ୍ତ ପର୍ଯ୍ୟନ୍ତ...
ଭୁବନେଶ୍ୱର, ୩୦/୯ (ଓଡ଼ିଆ ପୁଅ): ଆଜି ପୁରୀର ପିପିଲି ଉପନିର୍ବାଚନ। ଚାଲିଛି ଭୋଟ ଗ୍ରହଣ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରୀୟା। କଡା ସୁରକ୍ଷାର ବ୍ୟବସ୍ଥା ମଧ୍ୟରେ ଚାଲିଛି ମତଦାନ। ପିପିଲିର...





















