Home Top News ଆଜି ଚାଲିଛି ପିପିଲି ଉପନିର୍ବାଚନ : ଭୋଟ ଦେଉଛନ୍ତି ମତଦାତା, ଏ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ୭.୮...

ଆଜି ଚାଲିଛି ପିପିଲି ଉପନିର୍ବାଚନ : ଭୋଟ ଦେଉଛନ୍ତି ମତଦାତା, ଏ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ୭.୮ ପ୍ରତିଶତ ମତଦାନ

26

ଭୁବନେଶ୍ୱର, ୩୦/୯ (ଓଡ଼ିଆ ପୁଅ): ଆଜି ପୁରୀର ପିପିଲି ଉପନିର୍ବାଚନ। ଚାଲିଛି ଭୋଟ ଗ୍ରହଣ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରୀୟା। କଡା ସୁରକ୍ଷାର ବ୍ୟବସ୍ଥା ମଧ୍ୟରେ ଚାଲିଛି ମତଦାନ। ପିପିଲିର ୨ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର କରିବେ ପ୍ରାର୍ଥାଙ୍କ ଭାଗ୍ୟ ନିର୍ଦ୍ଧାରଣ। ୧୦୨ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଉପନିର୍ବାଚନ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୭.୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.