Home Coronavirus Outbreak ରାଜ୍ୟରେ ଆଜି ୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ରାଜ୍ୟରେ ଆଜି ୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

60

ଭୁବନେଶ୍ୱର ୩୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।- ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ନୂଆ ଆକ୍ରାନ୍ତ: ୬୦୨
୦-୧୮ ବର୍ଷର : ୯୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୫୩
– ସ୍ଥାନୀୟ ଅଞ୍ଚଳରୁ୨୪୯
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୧୧
୨- ବାଲେଶ୍ୱର ଜିଲ୍ଲାରୁ – ୨୧
୩- ବରଗଡ଼ ଜିଲ୍ଲାରୁ – ୨
୪- ଭଦ୍ରକ ଜିଲ୍ଲାରୁ – ୫
୫- କଟକ ଜିଲ୍ଲାରୁ – ୫୪
୬- ଦେବଗଡ଼ ଜିଲ୍ଲାରୁ – ୧
୭- ଢେଙ୍କାନାଳ ଜିଲ୍ଲାରୁ – ୧୪
୮- ଗଞ୍ଜାମ ଜିଲ୍ଲାରୁ – ୧
୯- ଜଗତସିଂହପୁର ଜିଲ୍ଲାରୁ – ୧୮
୧୦- ଯାଜପୁର ଜିଲ୍ଲାରୁ – ୨୪
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୨- କନ୍ଧମାଳ ଜିଲ୍ଲାରୁ – ୧
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬
୧୪- କେନ୍ଦୁଝର ଜିଲ୍ଲାରୁ – ୭
୧୫- ଖୋର୍ଦ୍ଧାରୁ : ୨୮୩
୧୬- କୋରାପୁଟ ଜିଲ୍ଲାରୁ – ୪
୧୭- ମୟୁରଭଞ୍ଜ ଜିଲ୍ଲାରୁ – ୩୧
୧୮- ନୟାଗଡ଼ ଜିଲ୍ଲାରୁ – ୧
୧୯- ନୂଆପଡ଼ା ଜିଲ୍ଲାରୁ – ୧
୨୦- ପୁରୀ ଜିଲ୍ଲାରୁ – ୨୧
୨୧- ରାୟଗଡ଼ା ଜିଲ୍ଲାରୁ – ୪
୨୨- ସମ୍ବଲପୁର ଜିଲ୍ଲାରୁ – ୧୩
୨୩- ସୋନପୁର ଜିଲ୍ଲାରୁ – ୧
୨୪- ସୁନ୍ଦରଗଡ଼ ଜିଲ୍ଲାରୁ – ୯
୨୫- State Pool: ୬୭
– ନୂଆ ସୁସ୍ଥ ହୋଇଥିଲେ୪୬୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୯୯୬୮୭୮୬
– ମୋଟ ଆକ୍ରାନ୍ତ ୧୦୨୬୪୭୬
– ମୋଟ ସୁସ୍ଛ ହୋଲେଣି ୧୦୧୨୫୮୩
– ସକ୍ରୀୟ ଆକ୍ରାନ୍ତ – ୫୬୪୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.