Home Coronavirus Outbreak ଦେଶରେ ଆଜି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୩,୫୨୯ ନୂଆ ଆକ୍ରାନ୍ତ...

ଦେଶରେ ଆଜି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୩,୫୨୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୧୧ ମୃତ

21

ନୂଆ ଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) ଦେଶରେ ଆଜିର ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୩,୫୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୭୭,୦୨୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୮୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୦,୧୪,୮୯୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୮,୭୧୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୮୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୩୯,୯୮୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫,୫୦୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୮,୦୬୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୮୨%

ଆରୋଗ୍ୟ ହୋଇଛନ୍ତି ୯୭.୮୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୮୮, ୩୪, ୭୦, ୫୭୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୫, ୩୪, ୩୦୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୬, ୮୯, ୫୬, ୪୩୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୦୬, ୨୫୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୮୨ ୧୨୯
ଆନ୍ଧ୍ରପ୍ରଦେଶ ୧୧୬୫୫ ୨୦୨୩୪୯୬ ୧୩୨୮ ୧୪୧୬୩ ୧୩
ଅରୁଣାଚଳ ପ୍ରଦେଶ ୪୪୦ ୫୩୮୫୬ ୨୫ ୨୭୬
ଆସାମ ୪୪୮୭ ୫୯୧୪୩୨ ୫୦୭ ୫୮୬୮
ବିହାର ୫୫ ୭୧୬୨୩୭ ୯୬୬୦
ଚଣ୍ଡିଗଡ଼ ୪୨ ୬୪୩୬୩ ୮୧୯
ଛତିଶଗଡ ୨୮୫ ୯୯୧୪୭୫ ୨୭ ୧୩୫୬୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୬
ଦିଲ୍ଲୀ ୩୯୨ ୧୪୧୩୩୪୨ ୨୨ ୨୫୦୮୭
୧୦ ଗୋଆ ୮୩୦ ୧୭୨୧୭୬ ୮୨ ୩୩୧୨
୧୧ ଗୁଜୁରାଟ ୧୫୬ ୮୧୫୬୭୮ ୧୨ ୧୦୦୮୨
୧୨ ହରିୟାଣା ୨୭୮ ୭୬୦୭୧୧ ୧୫ ୯୮୭୪
୧୩ ହିମାଚଳ ପ୍ରଦେଶ ୧୭୯୩ ୨୧୩୪୩୦ ୯୨ ୩୬୭୫
୧୪ ଜାମ୍ମୁ କାଶ୍ମୀର ୧୩୮୮ ୩୨୩୫୧୦ ୧୩୨ ୪୪୨୨
୧୫ ଝାଡଖଣ୍ଡ ୭୮ ୩୪୩୦୦୨ ୫୧୩୫
୧୬ କର୍ଣ୍ଣାଟକ ୧୨୫୯୪ ୨୯୨୪୬୯୩ ୫୯୧ ୩୭୭୮୦ ୧୭
୧୭ କେରଳ ୧୪୪୦୭୫ ୪୪୯୫୯୦୪ ୧୭୮୬୨ ୨୪୯୬୫ ୧୫୫
୧୮ ଲଦାଖ ୭୩ ୨୦୫୧୫ ୨୮ ୨୦୭
୧୯ ଲକ୍ଷଦୀପ ୧୦୩୦୬ ୫୧
୨୦ ମଧ୍ୟପ୍ରଦେଶ ୧୧୫ ୭୮୧୮୮୨ ୧୦୫୨୨
୨୧ ମହାରାଷ୍ଟ୍ର ୪୦୨୫୨ ୬୩୬୮୫୩୦ ୩୨୫୩ ୧୩୯୦୧୧ ୪୯
୨୨ ମଣିପୁର ୨୨୦୭ ୧୧୬୩୬୫ ୧୪୪ ୧୮୫୪
୨୩ ମେଘାଳୟ ୧୬୯୩ ୭୮୦୬୮ ୧୬୬ ୧୪୦୦
୨୪ ମିଜୋରାମ ୧୬୮୪୧ ୭୬୫୧୨ ୧୧୦୭ ୩୦୭
୨୫ ନାଗାଲାଣ୍ଡ ୩୬୫ ୩୦୧୮୯ ୫୯ ୬୬୫
୨୬ ଓଡ଼ିଶା ୫୦୯୯ ୧୦୧୨୫୮୩ ୪୬୭ ୮୧୯୨
୨୭ ପୁଡୁଚେରୀ ୮୨୮ ୧୨୩୬୪୦ ୭୫ ୧୮୪୦
୨୮ ପଞ୍ଜାବ ୨୯୦ ୫୮୪୭୯୭ ୨୭ ୧୬୫୧୩
୨୯ ରାଜସ୍ଥାନ ୭୬ ୯୪୫୨୯୨ ୮୯୫୪
୩୦ ସିକ୍କିମ୍ ୬୦୦ ୩୦୪୨୫ ୫୮ ୩୮୭
୩୧ ତାମିଲନାଡୁ ୧୭୧୯୨ ୨୬୦୯୪୩୫ ୧୬୩୯ ୩୫୫୫୦ ୨୪
୩୨ ତେଲେଙ୍ଗାନା ୪୬୨୦ ୬୫୭୨୧୩ ୧୭୩ ୩୯୧୬
୩୩ ତ୍ରିପୁରା ୨୬୦ ୮୩୦୫୪ ୨୧ ୮୧୩
୩୪ ଉତ୍ତରାଖଣ୍ଡ ୨୦୯ ୩୩୫୯୨୭ ୧୫ ୭୩୯୪
୩୫ ଉତ୍ତରପ୍ରଦେଶ ୧୫୯ ୧୬୮୬୭୪୯ ୨୩ ୨୨୮୯୨
୩୬ ପଶ୍ଚିମବଙ୍ଗ ୭୫୮୦ ୧୫୪୧୯୬୩ ୭୪୦ ୧୮୭୭୮ ୧୪
ମୋଟ ୨୭୭୦୨୦ ୩୩୦୧୪୮୯୮ ୨୮୭୧୮ ୪୪୮୦୬୨ ୩୧୧

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.