Bureau
ଚାରିଦିନିଆ ୟୁପି ଗସ୍ତରେ କେନ୍ଦ୍ରମନ୍ତ୍ରୀ : ଲକ୍ଷ୍ନୌରେ ‘ଭବ୍ୟ ଦୀପାବଳି ମେଳା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ...
- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଦୀପ ଜାଳିଲେ କେନ୍ଦ୍ରମନ୍ତ୍ରୀ
- ସାମାଜିକ ପ୍ରତିନିଧି ସମ୍ମିଳନୀ ଓ ଯୁବ ସମ୍ବାଦ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ
- ୟୁପିରେ ବିଜେପି ସରକାରରେ ବିକାଶମୂଳକ କାମର ରିପୋର୍ଟ କାର୍ଡ୍...
ରାଜ୍ୟରେ ଆଜି ୩୬୫ ନୂଆ ଆକ୍ରାନ୍ତ : – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...
ଭୁବନେଶ୍ୱର ୨୯ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
ନୂଆ ଆକ୍ରାନ୍ତ: ୩୬୫
୦-୧୮ ବର୍ଷର : ୫୬
- କ୍ୱାରେଣ୍ଟାଇନ୍...
ଦେଶରେ ଆଜି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ...
ନୂଆ ଦିଲ୍ଲୀ ୨୯-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୩୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୬୧,୩୩୪ କୁ ବୃଦ୍ଧି ପାଇଛି।
ସକ୍ରିୟ...
ଓଡ଼ିଶାରେ ଆପ୍ ସରକାର ହେଲେ ମାଗଣା ବିଜୁଳି
ପୁରୀ ୨୯ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆମ ଆଦମୀ ପାର୍ଟିର ଓଡିଶା ପ୍ରଭାରୀ ସଂଜୟ ସିଂ ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇ ସେ...
ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ତରଫରୁ ରେଳ ଓଭର ବ୍ରିଜ୍ ପ୍ରକଳ୍ପ ସ୍ଥାନାନ୍ତର ଦାବି...
ପୁରୀ ୨୯ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ତରଫରୁ ରେଳ ଓଭର ବ୍ରିଜ୍ ପ୍ରକଳ୍ପ ସ୍ଥାନାନ୍ତର ଦାବି କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ପୁରୀ ଜିଲ୍ଲା...
ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ଅବସରରେ ମଶାଲ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ପୁରୀ ୨୮.୧୦ (ଓଡ଼ିଆ ପୁଅ)- ଚଳିତ ବର୍ଷ ଭାରତୀୟ ସେନା ଏହାର ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛି। ୧୯୭୧ ମସିହାରେ ଭାରତ- ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟ ଲାଭ କରିବା ସହ...
ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ପୁରୀ ୨୯ -୧୦ (ଓଡ଼ିଆ ପୁଅ) ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ସ୍ଥାନୀୟ ସଦଭାବନା ସଭାଗୃହରେ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି ଏବଂ ଉପ...
ମୋ ସ୍କୁଲ ଯୋଜନାରେ ପୋଲିସ ହାଇସ୍କୁଲ ଏବଂ ବିଡାନାସୀ ହାଇ ସ୍କୁଲ ପରିଦର୍ଶନ କଲେ...
କଟକ ୨୯-୧୦ (ଓଡ଼ିଆ ପୁଅ): ୫ଟି ପରିଚାଳିତ ଓ ମୋ ସ୍କୁଲ ଯୋଜନା ଅନ୍ତର୍ଗତ ପୋଲିସ ହାଇସ୍କୁଲ, କଟକ ଏବଂ ବିଡାନାସୀ ହାଇ ସ୍କୁଲ କଟକକୁ ସାଂସଦ ସୁବାସ ସିଂହ ପରିଦର୍ଶନ କଲେ।
ଓଡିଶା...
ଶକ୍ତିକାନ୍ତ ଦାସ ଆଉ ତିନି ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବରେ ପୁନଃ ନିଯୁକ୍ତ...
ନୂଆ ଦିଲ୍ଲୀ ୨୯ -୧୦ (ଓଡ଼ିଆ ପୁଅ) କେନ୍ଦ୍ର ସରକାର ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର (ଆରବିଆଇ) ଗଭର୍ଣ୍ଣର ଭାବରେ ଆଉ ତିନି ବର୍ଷ ପାଇଁ ପୁନଃ...
ଆଜି (୨୯ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୫.୧୯...
ନୂଆ ଦିଲ୍ଲୀ ୨୯ -୧୦ (ଓଡ଼ିଆ ପୁଅ) ଦୁଇ ଦିନର ବ୍ରେକ୍ ପରେ ପୁଣି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ଆଜି ତୃତୀୟଦିନ ପୁଣି ପେଟ୍ରୋଲ ଏବଂ ଡିଜେଲ ଦର...
ଫେସବୁକର ନାମ ବଦଳିଲା, ବର୍ତ୍ତମାନ ଜାଣନ୍ତୁ ଏହି ପ୍ଲାଟଫର୍ମ କେଉଁ ନାମରେ ଚିହ୍ନିତ ହେବ
ନୂଆ ଦିଲ୍ଲୀ ୨୯ -୧୦ (ଓଡ଼ିଆ ପୁଅ) ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ହୋଲଡିଂ କମ୍ପାନୀର ନାମ ବଦଳି ଯାଇଛି। ବର୍ତ୍ତମାନ ଏହା 'ମେଟା' ଭାବରେ ଜଣାଶୁଣା ହେବ। କିଛି ସମୟ ପରେ,...
୨୯ ଅକ୍ଟୋବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ - ପ୍ରଣୟ ପ୍ରସଂଗ ପାଇଁ ଆଜିର ଦିନ ଅନୁକୂଳ ଅଟେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କିନ୍ତୁ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ। ମାନସିକ ରୂପରେ ପ୍ରସନ୍ନ ଏବଂ...
ଦେଶ ବିରୋଧୀ ଅଡିଓ ବାର୍ତ୍ତା ଦେଇ ଫସିଲା ଯୁବକ, ଗିରଫ କଲା ଜଗତପୁର ପୋଲିସ
କଟକ, ୨୮/୧୦ (ଓଡ଼ିଆ ପୁଅ/ ଅଭୟ ଜେନା) ଦେଶ ବିରୋଧୀ ଓ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବା ଭଳି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିବା ଅଭିଯୋଗରେ ଜଗତପୁର ପୋଲିସ ଜଣେ ଯୁବକକୁ...
ଚେନ୍ନାଇର କାଭେରୀ ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ
ଚେନ୍ନାଇ ୨୮-୧୦ (ଓଡ଼ିଆ ପୁଅ) ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାରପ୍ରାପ୍ତ ସୁପରଷ୍ଚାର ରଜନୀକାନ୍ତ ଚେନ୍ନାଇର କାଭେରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖବର ଅନୁଯାୟୀ, ସେ ତାଙ୍କର ରୁଟିନ ଚେକ୍ଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତିହୋଇଥିବା...
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଶୈଳେଶ ଦାନି
ଭୁବନେଶ୍ବର ୨୮-୧୦ (ଓଡ଼ିଆ ପୁଅ) : ବିଜେଡିରୁ ନିଲମ୍ବିତ ହେଲେ ସମ୍ବଲପୁର ଜିଲ୍ଲାର ରାଜ୍ୟ ସଂପାଦକ ଶୈଳେଶ ଦାନି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡି ଦଳରୁ ନିଲମ୍ବିତ କଛନ୍ତି ବିଜେଡି...
ମମିତା ମେହେର ହତ୍ୟା ମାମଲା: ଓଡ଼ିଶାର ପ୍ରତ୍ୟେକ ଝିଅଙ୍କର ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ :...
ବଲାଙ୍ଗୀର/କଣ୍ଟାବାଞ୍ଜି ୨୮-୧୦ (ଓଡ଼ିଆ ପୁଅ) ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ପରେ ତାଙ୍କ ଗାଁ ଝରଣୀକୁ ଆଜି କଂଗ୍ରେସ ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ରଣଦୀପ ସିଂ...
ଡ୍ରଗ୍ସ ଅନ୍ କ୍ରୁଜ୍ ମାମଲାରେ ବମ୍ବେ ହାଇକୋର୍ଟରୁ ଆର୍ୟନ ଖାନ୍ ଙ୍କୁ ମିଳିଲା ଜାମିନ
ମୁମ୍ବାଇ ୨୮ -୧୦ (ଓଡ଼ିଆ ପୁଅ) ଡ୍ରଗ୍ସ ଅନ୍ କ୍ରୁଜ୍ ମାମଲାରେ ବମ୍ବେ ହାଇକୋର୍ଟରୁ ଆର୍ୟନ ଖାନ୍ ଙ୍କୁ ମିଳିଲା ଜାମିନ। ଡ୍ରଗ୍ସ ଅନ୍ କ୍ରୁଜ୍ ମାମଲାରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ଆର୍ୟନ...
ମୋଦୀ ସରକାରଙ୍କ ବଡ ଉପହାର, ଖୁବ୍ ଶୀଘ୍ର ଦିଲ୍ଲୀରୁ ଅଯୋଧ୍ୟା ବୁଲେଟ୍ ଟ୍ରେନ୍
ନୂଆଦିଲ୍ଲୀ ୨୮-୧୦ (ଓଡ଼ିଆ ପୁଅ) ଅନ୍ୟ ଏକ ବୁଲେଟ୍ ଟ୍ରେନ୍ ଖୁବ୍ ଶୀଘ୍ର ଭାରତରେ ଚାଲିବାକୁ ଯାଉଛି। ଅଯୋଧ୍ୟା ଏବଂ ଦିଲ୍ଲୀ ମଧ୍ୟରେ ଥିବା ଏହି ବୁଲେଟ୍ ଟ୍ରେନ୍ ତ୍ୱରାନ୍ୱିତ ହେବ। ଏହି...
ଖୁବ୍ ଶୀଘ୍ର ପ୍ରକାଶ ପାଇବ NEET 2021 ପରୀକ୍ଷା ଫଳ – ଫଳ ଘୋଷଣା...
ନୂଆ ଦିଲ୍ଲୀ ୨୮ -୧୦ (ଓଡ଼ିଆ ପୁଅ) ସେପ୍ଟେମ୍ବର ୧୨ ରେ ପରୀକ୍ଷା ଦେଇଥିବା ୧୬ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ସୁପ୍ରିମକୋର୍ଟ ଜାତୀୟ ପରୀକ୍ଷା ଏଜେନ୍ସି (NTA) କୁ ପରୀକ୍ଷା ଫଳ ଘୋଷଣା...
ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ : ଆସନ୍ତା ଦଶନ୍ଧି ପର୍ଯ୍ୟନ୍ତ ବିଜେପି ଶକ୍ତିଶାଳୀ ରହିବ, ମୋଦୀଙ୍କୁ...
ନୂଆଦିଲ୍ଲୀ ୨୮-୧୦ (ଓଡ଼ିଆ ପୁଅ) : ଭାରତର ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗୋଆ ଗସ୍ତ ସମୟରେ ବିଜେପି ବିଷୟରେ ପୂର୍ବାନୁମାନ କରି ରାଜନୈତିକ ମହଲକୁ ଗରମ କରିଦେଇଛନ୍ତି। ତାଙ୍କ ଭବିଷ୍ୟବାଣୀରେ ସେ...
























