Home Top News ଆଜି (୨୯ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୫.୧୯ ଟଙ୍କା...

ଆଜି (୨୯ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୫.୧୯ ଟଙ୍କା – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

57

ନୂଆ ଦିଲ୍ଲୀ ୨୯ -୧୦ (ଓଡ଼ିଆ ପୁଅ) ଦୁଇ ଦିନର ବ୍ରେକ୍‌ ପରେ ପୁଣି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ଆଜି ତୃତୀୟଦିନ ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୩୭ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୩ ରୁ ୩୫ ପଇସା ବୃଦ୍ଧି ପାଇଛି।

ରାଜ୍ୟରେ ମାଲକାନଗିରିରେ ପେଟ୍ରୋଲ ଦର ୧୧୫.୧୯ ଟଙ୍କାରେ ପହଁଚିଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ମେଟ୍ରୋ ସହର ଗୁଡ଼ିକରେ ଦର

ପେଟ୍ରୋଲ ଦର ପରିବର୍ତ୍ତିତ ଦର ଡିଜେଲ ଦର ପରିବର୍ତ୍ତିତ ଦର
ନୂଆ ଦିଲ୍ଲୀ ୧୦୮.୬୪ ୦.୩୫ ୯୭.୩୭ ୦.୩୫
ମୁମ୍ବାଇ ସିଟି ୧୧୪.୪୭ ୦.୩୩ ୧୦୫.୪୯ ୦.୩୭
କୋଲକାତା ୧୦୯.୧୨ ୦.୩୪ ୧୦୦.୪୯ ୦.୩୫
ଚେନ୍ନାଇ ୧୦୫.୪୩ ୦.୩ ୧୦୧.୫୯ ୦.୩୪

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର

ଜିଲ୍ଲାର ନାମ ପେଟ୍ରୋଲ ଦର ଡିଜେଲ ଦର
ଅନୁଗୁଳ ୧୧୧.୦୯ ୧୦୭.୬୫
ବାଲେଶ୍ୱର ୧୦୯.୬୦ ୧୦୬.୨୩
ବରଗଡ ୧୧୦.୬୪ ୧୦୭.୨୩
ଭଦ୍ରକ ୧୧୦.୫୨ ୧୦୭.୧୨
ବଲାଙ୍ଗୀର ୧୧୨.୧୦ ୧୦୮.୬୫
ବୌଦ୍ଧ ୧୧୧.୧୬ ୧୦୭.୭୧
କଟକ ୧୦୯.୯୮ ୧୦୬.୫୮
ଦେବଗଡ଼ ୧୧୦.୬୨ ୧୦୭.୨୧
ଢେଙ୍କାନାଳ ୧୧୦.୪୦ ୧୦୬.୯୯
ଗଜପତି ୧୧୨.୩୯ ୧୦୮.୯୦
ଗଞ୍ଜାମ ୧୧୧.୩୭ ୧୦୭.୯୨
ଜଗତସିଂହପୁର ୧୦୯.୪୦ ୧୦୫.୯୯
ଯାଜପୁର ୧୧୦.୧୪ ୧୦୬.୭୧
ଝାରସୁଗୁଡ଼ା ୧୦୯.୯୫ ୧୦୬.୫୭
କଳାହାଣ୍ଡି ୧୧୩.୦୪ ୧୦୯.୫୫
କନ୍ଧମାଳ ୧୧୨.୦୨ ୧୦୮.୫୫
କେନ୍ଦ୍ରାପଡା ୧୦୯.୫୨ ୧୦୬.୧୧
କେନ୍ଦୁଝର ୧୧୦.୫୧ ୧୦୭.୧୦
ଖୋର୍ଦ୍ଧା ୧୦୯.୭୧ ୧୦୬.୩୨
କୋରାପୁଟ ୧୧୪.୬୯ ୧୧୧.୧୪
ମାଲକାନଗିରି ୧୧୫.୧୯ ୧୧୧.୬୨
ମୟୁରଭଞ୍ଜ ୧୧୧.୧୪ ୧୦୭.୭୧
ନବରଙ୍ଗପୁର ୧୧୩.୯୧ ୧୧୦.୩୯
ନୟାଗଡ଼ ୧୧୦.୧୧ ୧୦୬.୭୦
ନୂଆପଡ଼ା ୧୧୩.୦୧ ୧୦୯.୫୨
ପୁରୀ ୧୦୯.୮୦ ୧୦୬.୪୦
ରାୟଗଡ଼ା ୧୧୩.୯୪ ୧୧୦.୩୯
ସମ୍ବଲପୁର ୧୧୦.୧୧ ୧୦୬.୭୩
ସୋନପୁର ୧୧୧.୧୪ ୧୦୭.୭୨
ସୁନ୍ଦରଗଡ ୧୧୦.୭୨ ୧୦୭.୩୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.