Home Coronavirus Outbreak ରାଜ୍ୟରେ ଆଜି ୩୬୫ ନୂଆ ଆକ୍ରାନ୍ତ : – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ରାଜ୍ୟରେ ଆଜି ୩୬୫ ନୂଆ ଆକ୍ରାନ୍ତ : – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

56

ଭୁବନେଶ୍ୱର ୨୯ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ନୂଆ ଆକ୍ରାନ୍ତ: ୩୬୫
୦-୧୮ ବର୍ଷର : ୫୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୧୨
– ସ୍ଥାନୀୟ ଅଞ୍ଚଳରୁ୧୫୩

୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୨
୩- ବରଗଡ଼ ଜିଲ୍ଲାରୁ – ୧
୪- ଭଦ୍ରକ ଜିଲ୍ଲାରୁ – ୭
୫- କଟକ ଜିଲ୍ଲାରୁ – ୩୪
୬- ଦେବଗଡ଼ ଜିଲ୍ଲାରୁ – ୬
୭- ଢେଙ୍କାନାଳ ଜିଲ୍ଲାରୁ – ୪
୮- ଗଞ୍ଜାମ ଜିଲ୍ଲାରୁ – ୫
୯- ଜଗତସିଂହପୁର ଜିଲ୍ଲାରୁ – ୧୩
୧୦- ଯାଜପୁର ଜିଲ୍ଲାରୁ – ୧୦
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୩
୧୨- କଳାହାଣ୍ଡି ଜିଲ୍ଲାରୁ – ୩
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୦
୧୪- ଖୋର୍ଦ୍ଧାରୁ : ୧୫୭
୧୫- କୋରାପୁଟ ଜିଲ୍ଲାରୁ – ୪
୧୬- ମାଲକାନଗିରି : ୧
୧୭- ମୟୁରଭଞ୍ଜ ଜିଲ୍ଲାରୁ – ୨୩
୧୮- ନୟାଗଡ଼ ଜିଲ୍ଲାରୁ – ୧
୧୯- ନୂଆପଡ଼ା ଜିଲ୍ଲାରୁ – ୩
୨୦- ପୁରୀ ଜିଲ୍ଲାରୁ – ୧୦
୨୧- ରାୟଗଡ଼ା ଜିଲ୍ଲାରୁ – ୧
୨୨- ସମ୍ବଲପୁର ଜିଲ୍ଲାରୁ – ୧୦
୨୩- ସୋନପୁର ଜିଲ୍ଲାରୁ – ୧
୨୪- ସୁନ୍ଦରଗଡ଼ ଜିଲ୍ଲାରୁ – ୮
୨୫- State Pool: ୩୭
– ନୂଆ ସୁସ୍ଥ ହୋଇଥିଲେ୫୪୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୧୮୫୫୯୬୩
– ମୋଟ ଆକ୍ରାନ୍ତ ୧୦୪୦୫୯୫
– ମୋଟ ସୁସ୍ଛ ହୋଲେଣି ୧୦୨୭୬୫୪
– ସକ୍ରୀୟ ଆକ୍ରାନ୍ତ – ୪୫୬୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.