Bureau
ନୂତନ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ପୁରୀ ୨୯ -୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନୂତନ ଭାବେ ୩୨ ଜଣ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଚୟନ କରାଯାଇଛି। ଏହି ନୂତନ...
ସମାଜସେବୀଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ
ପୁରୀ ୨୯.୦୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବିଶିଷ୍ଟ ସମାଜସେବୀ ତଥା ପ୍ରାକ୍ତନ ପ୍ରୌରସଦସ୍ୟ ନୃସିଂହ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ ଅଚିନ୍ତା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି...
ଦେଶରେ ଆଜି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୮୨୮ ନୂଆ...
ନୂଆ ଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୮୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୭,୦୮୭ କୁ ବୃଦ୍ଧି...
ରାଜ୍ୟରେ ଆଜି ୯ ନୂଆ ଆକ୍ରାନ୍ତ
ଭୁବନେଶ୍ୱର ୨୯ -୫ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୯
୦-୧୮ ବର୍ଷର : ୧
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬
- ସ୍ଥାନୀୟ ଅଞ୍ଚଳରୁ୩
୧- କଟକ...
ଇଣ୍ଡୋନେସିଆରେ ବୋଟ ବୁଡ଼ି ୨୬ ନିଖୋଜ, ୪୩ ଜଣ ଥିଲେ
ନୂଆ ଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) - କେନ୍ଦ୍ରୀୟ ଇଣ୍ଡୋନେସିଆରେ ୪୩ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ମୋଟର ବୋଟ ବୁଡ଼ି ଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୨୬ ଜଣ ନିଖୋଜ...
୨୯ ମଇ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ। ବିବାହୋତ୍ସୁକମାନଙ୍କର ବିବାହର ପ୍ରଶ୍ନର ନିରାକରଣ ଆସିବ। ଯାତ୍ରା କରିବେ ତଥା ମିତ୍ରମାନଙ୍କଠାରୁ ଉପହାର ଆଦି ମିଳିବ।...
୨୮ ମଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ - ଯଦି ଆପଣ ଏହି ସମୟରେ କୌଣସି ନୂଆ ବ୍ୟାପାରରେ ନିବେଶ ପାଇଁ ଭାବୁଛନ୍ତି ତେବେ ତା'ର ଚାବୀ ଆପଣଙ୍କ ହାତରେ ଅଛି। କାମରେ ବୃଦ୍ଧି ହେବାରୁ ଆପଣଙ୍କ ଆମଦନୀ ବଢ଼ିବ।...
୨୭ ମଇ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ଧାର୍ମିକ କାର୍ଯ୍ୟ ଆଡ଼କୁ ଢଳିବେ। କୌଣସି ତୀର୍ଥ ସ୍ଥାନର ଦର୍ଶନ ହେବାର ସଂଯୋଗ ଅଛି। ବିଦେଶ ଗମନ ପାଇଁ ଅବସର ନିର୍ମିତ ହେବ। ଭାଇ-ବନ୍ଧୁମାନଙ୍କର ଲାଭ ହେବ।...
ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜାଣନ୍ତୁ ନିର୍ବାଚନ ପ୍ରକ୍ରିୟା
-୨ ଜୁନ୍ରେ ନାମାଙ୍କନ ଦାଖଲର ଶେଷ ତାରିଖ
- ୩ ତାରିଖ ଯାଞ୍ଚ
- ୬ଜୁନ...
ରାଜ୍ୟରେ ଆଜି ୧୧ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର ୨୬ -୫ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତ: ୧୧
୦-୧୮ ବର୍ଷର : ୦
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭
- ସ୍ଥାନୀୟ ଅଞ୍ଚଳରୁ୪
୧- ବାଲେଶ୍ୱର ଜିଲ୍ଲାରୁ...
ଦେଶରେ ଆଜି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୬୨୮ ନୂଆ...
ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୬୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୫,୪୧୪ କୁ ବୃଦ୍ଧି...
ଡିସ୍କମ୍ଗୁଡିକର ପୁରୁଣା ଦେୟ ବୋଝ ଲାଘବ କରିବାକୁ ଶକ୍ତି ମନ୍ତ୍ରଣାଳୟର ଯୋଜନା
- ୧୮ମେ ୨୦୨୨ ସୁଦ୍ଧା ଡିସ୍କମ୍ଗୁଡିକ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀଙ୍କୁ ଜେନକୋ ଗୁଡିକୁ ବିଦ୍ୟୁତ୍ କ୍ରୟ ବାବଦରେ ୧, ୦୦, ୦୧୮ କୋଟି ଟଙ୍କା ଦେଇନାହାନ୍ତି
- ଏହି ବକେୟା ଅର୍ଥ ପରିଶୋଧ କରିବାକୁ...
ଭୁବନେଶ୍ବର ଠାରେ ଜାତୀୟ ଖଣିଜ କଂଗ୍ରେସ ଏବଂ କୋଇଲା ବାଷ୍ପୀକରଣ କାରଖାନା ଗସ୍ତ ଆୟୋଜନ...
- କାର୍ଯ୍ୟକ୍ରମରେ ଯୋଗ ଦେବେ ୨୦ଟି ପ୍ରମୁଖ କମ୍ପାନୀର ଶିଳ୍ପ ବିଶେଷଜ୍ଞ
- ଆଲୁମିନିୟମ ଓ ଇସ୍ପାତ କ୍ଷେତ୍ର, କୋଇଲା ବାଷ୍ପୀକରଣ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ କୋଇଲାରୁ ହାଇଡ୍ରୋଜେନ ପାଇଁ ରୋଡମ୍ୟାପ ଉପରେ...
କବିତା ଭାଷା ସାହିତ୍ୟର ସର୍ବକାଳୀନ କୋମଳ ପ୍ରତିବେଦନ: ସାଧୁ ମେହେର
ଭୁବନେଶ୍ୱର ୨୫/୫ (ଓଡ଼ିଆ ପୁଅ) କବିତା ଭାଷା ସାହିତ୍ୟର ସର୍ବକାଳୀନ କୋମଳ ପ୍ରତିବେଦନ। ଏହା ସମାଜକୁ ନିଆରା, ବୌଦ୍ଧିକ ଦିଗଦର୍ଶନ ଦେବାରେ କାହିଁ କେଉଁ କାଳରୁ ଆପଣାର ସାମର୍ଥ୍ୟ ଦେଖାଇ ଆସିଛି। କବିତା...
୨୬ ମଇ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଉପଦେଶ। କ୍ରୋଧଙ୍କ ଉପରେ ନିୟନ୍ତ୍ରଣ ନ ରଖିବାରୁ ଆପଣଙ୍କର କାର୍ଯ୍ୟ ଏବଂ ସମ୍ବନ୍ଧ ମଧ୍ୟ ବିଗିଡ଼ିବାର ସମ୍ଭାବନା ଅଛି। ମାନସିକରୂପରେ ବ୍ୟଗ୍ରତା...
ନିଜ ଇଛାରେ କାର୍ଯ୍ୟଚୟନ ଜରୁରୀ
ପୁରୀ ୨୫-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନିଜ ଇଛାରେ କାର୍ଯ୍ୟଚୟନ କଲେ ଅଧିକ ସଫଳତା ମିଳିଥାଏ ବୋଲି ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ କ୍ୟାରିଅର କାଉନସେଲିଙ୍ଗ ବୈଠକରେ ବିଶିଷ୍ଠ ବ୍ୟକ୍ତି ମାନେ ମତବ୍ୟକ୍ତ...
ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ (ଆଭା)ର ପୁନର୍ବିନ୍ୟାସ
‘ଆଭା’ ମୋବାଇଲ ଆପ୍ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟାବଳୀ ପରିଚାଳନା କରାଯିବା ଘେନି ସୂଚନା ଦେଲେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ
ଆଭା ମୋବାଇଲ ଆପ୍ରେ ନୂଆ ଇଣ୍ଟରଫେସ ଓ...
ଯୁବକଙ୍କୁ ଭୁଜାଲିରେ ହାଣିଥିବା ଅଭିଯୁକ୍ତ ବୁଲୁଛି: ପୋଲିସ କହୁଛି ଚଢାଉ ବେଳେ ଅଭିଯୁକ୍ତ ଫେରାର...
କେନ୍ଦ୍ରାପଡ଼ା, ୨୪ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜଣେ ଯୁବକଙ୍କୁ ଭୁଜାଲିରେ ହାଣିଥିବା ଅଭିଯୁକ୍ତ ଜଣଙ୍କ ବୁଲୁଛି। କିନ୍ତୁ ପୋଲିସ କହୁଛି ଆମେ ଅଭିଯୁକ୍ତକୁ ପାଉନୁ। ତେଣୁ ହଣା ଖାଇଥିବା ଯୁବକଙ୍କ ପରିବାର...
ମୋବାଇଲ ଚୋରି ସନ୍ଦେହ: ଯୁବକଙ୍କୁ ଟ୍ରକରେ ବାନ୍ଧି ବିପଜ୍ଜନକ ଭାବେ ଟ୍ରକ ଚଳାଇଲେ
କେନ୍ଦ୍ରାପଡ଼ା, ୨୪ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ନୀଳାଚଳ ବଜାର ନିକଟ ଭୁତମୁଣ୍ଡାଇ ପୋଲ ଉପରେ ଜଣେ ଯୁବକଙ୍କୁ ଏକ ଟ୍ରକ ସମ୍ମୁଖରେ ବାନ୍ଧି ଟ୍ରକ...
କେନ୍ଦ୍ରାପଡା ସଦର ଥାନା ସମ୍ମୁଖରେ ଶ୍ରୀବଳଦେବଜୀଉଙ୍କ ଜମି ଜବର ଦଖଲ
କେନ୍ଦ୍ରାପଡ଼ା, ୨୪ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସଦର ଥାନା ସମ୍ମୁଖରେ ଶ୍ରୀବଳଦେବଜୀଉ ମହାପ୍ରଭୁଙ୍କ ଜମି ଜବରଦଖଲ କରି ଜଣେ ବ୍ୟକ୍ତି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ସଦର ଥାନା...



















