Home Coronavirus Outbreak ଦେଶରେ ଆଜି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୬୨୮ ନୂଆ ଆକ୍ରାନ୍ତ...

ଦେଶରେ ଆଜି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୬୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ୧୮ ମୃତ

50

ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୬୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୫,୪୧୪ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୬,୦୪,୮୮୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୧୬୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୫% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୧,୪,୪୮୨୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪୪୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୫୨୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୪%

ଆରୋଗ୍ୟ ହୋଇଛନ୍ତି ୯୮.୭୫%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୨, ୮୨, ୦୩, ୫୫୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୩, ୧୩, ୬୮୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୧୦ ୧୨୯
ଆନ୍ଧ୍ରପ୍ରଦେଶ ୬୨ ୨୩୦୫୧୦୫ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୦୭ ୨୯୬
ଆସାମ ୭୧୬୨୩୭ ୭୯୮୬
ବିହାର ୫୨ ୮୧୮୪୨୬ ୧୨୨୫୬
ଚଣ୍ଡିଗଡ଼ ୭୭ ୯୧୦୯୪ ୧୬ ୧୧୬୫
ଛତିଶଗଡ ୫୫ ୧୧୩୮୩୨୧ ୧୪ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୧୭୬୨ ୧୮୭୬୬୯୫ ୪୯୯ ୨୬୨୦୭
୧୦ ଗୋଆ ୯୮ ୨୪୧୭୭୨ ୧୨ ୩୮୩୨
୧୧ ଗୁଜୁରାଟ ୧୯୨ ୧୨୧୩୮୬୮ ୩୧ ୧୦୯୪୪
୧୨ ହରିୟାଣା ୧୦୪୧ ୯୮୯୮୪୫ ୨୬୬ ୧୦୬୨୧
୧୩ ହିମାଚଳ ପ୍ରଦେଶ ୪୫ ୨୮୦୮୩୯ ୧୧ ୪୧୩୬
୧୪ ଜାମ୍ମୁ କାଶ୍ମୀର ୫୯ ୪୪୯୪୦୧ ୪୭୫୨
୧୫ ଝାଡଖଣ୍ଡ ୨୨ ୪୨୯୯୮୫ ୫୩୧୮
୧୬ କର୍ଣ୍ଣାଟକ ୧୭୯୯ ୩୯୦୯୦୭୩ ୧୨୪ ୪୦୧୦୬
୧୭ କେରଳ ୪୩୧୩ ୬୪୭୮୩୨୮ ୩୭୬ ୬୯୬୪୩ ୧୩
୧୮ ଲଦାଖ ୨୮୦୨୯ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୨୯୬ ୧୦୩୧୨୯୪ ୪୩ ୧୦୭୩୬
୨୧ ମହାରାଷ୍ଟ୍ର ୨୧୭୫ ୭୭୩୩୭୮୬ ୩୩୪ ୧୪୭୮୫୭
୨୨ ମଣିପୁର ୧୩୫୧୧୦ ୨୧୨୦
୨୩ ମେଘାଳୟ ୯୨୨୨୭ ୧୫୯୩
୨୪ ମିଜୋରାମ ୧୬୨ ୨୨୭୩୬୬ ୨୭ ୬୯୮
୨୫ ନାଗାଲାଣ୍ଡ ୩୪୭୩୫ ୭୬୦
୨୬ ଓଡ଼ିଶା ୧୨୧ ୧୨୭୯୧୪୩ ୨୫ ୯୧୨୬
୨୭ ପୁଡୁଚେରୀ ୨୭ ୧୬୩୮୫୬ ୧୯୬୨
୨୮ ପଞ୍ଜାବ ୧୧୩ ୭୪୨୩୭୬ ୧୩ ୧୭୭୫୨
୨୯ ରାଜସ୍ଥାନ ୪୯୫ ୧୨୭୫୩୦୩ ୫୨ ୯୫୫୫
୩୦ ସିକ୍କିମ୍ ୩୮୭୧୦ ୪୫୨
୩୧ ତାମିଲନାଡୁ ୩୭୧ ୩୪୧୬୬୪୪ ୩୯ ୩୮୦୨୫
୩୨ ତେଲେଙ୍ଗାନା ୩୯୮ ୭୮୮୪୮୮ ୨୮ ୪୧୧୧
୩୩ ତ୍ରିପୁରା ୯୯୯୬୪ ୯୨୩
୩୪ ଉତ୍ତରାଖଣ୍ଡ ୪୭୫ ୪୨୯୬୬୬ ୧୪ ୭୬୯୩
୩୫ ଉତ୍ତରପ୍ରଦେଶ ୮୩୦ ୨୦୫୪୬୬୧ ୧୭୭ ୨୩୫୧୯
୩୬ ପଶ୍ଚିମବଙ୍ଗ ୩୫୮ ୧୯୯୭୬୩୦ ୪୪ ୨୧୨୦୩
ମୋଟ ୧୫୪୧୪ ୪୨୬୦୪୮୮୧ ୨୧୬୭ ୫୨୪୫୨୫ ୧୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.