Home Top News ଇଣ୍ଡୋନେସିଆରେ ବୋଟ ବୁଡ଼ି ୨୬ ନିଖୋଜ, ୪୩ ଜଣ ଥିଲେ

ଇଣ୍ଡୋନେସିଆରେ ବୋଟ ବୁଡ଼ି ୨୬ ନିଖୋଜ, ୪୩ ଜଣ ଥିଲେ

31

ନୂଆ ଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) – କେନ୍ଦ୍ରୀୟ ଇଣ୍ଡୋନେସିଆରେ ୪୩ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ମୋଟର ବୋଟ ବୁଡ଼ି ଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୨୬ ଜଣ ନିଖୋଜ ଥିବା ସୂଚନା ମିଳିଛି। ଉଦ୍ଧାରକାରୀଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ଏହି ବୋଟରେ ୪୩ଜଣ ଯାତ୍ରା କରୁଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି। ସର୍ଚ୍ଚ ଆଣ୍ଡ ରେସକ୍ୟୁ ଅପରେସନ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.