Bureau
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ୨୦ ହଜାର ଟଙ୍କା ଜରିମାନା
ମାଲକାନଗିରି, ୨୧/୬ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ଦୌରାଜଜ୍ ଅଦାଲତରେ ଜଣେ ହତ୍ୟାଅଭିଯୁକ୍ତକୁ ଆଜି ସଶ୍ରମ ଆଜୀବନ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି।
ମାଲକାନଗିରି ଜିଲ୍ଲା ଦୌରାଜଜ୍ ରେଖା...
ଚିତ୍ରକୋଣ୍ଡା ଥାନା ଭଙ୍ଗା ରୁଜା ଘଟଣାରେ ୧୮ଗିରଫ : ଆକ୍ରୋସ ମୂଳକ ଭାବେ ଦୁଇ...
ମାଲକାନଗିରି, ୨୧/୬ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଗାଡି ଭଙ୍ଗାରୁଜା ଘଟଣାର ପୁଲିସ ୧୮ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଆକ୍ରୋସ ମୂଳକ ଭାବେ ପୁଲିସ...
ମାଲକାନଗିରି ଜିଲ୍ଲାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ମାଲକାନଗିରି, ୨୧/୬ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲାର ବିଭିନ୍ନସ୍ଥାନରେ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।
ବିଶେଷ କରି ମାଲକାନଗିରି ଜିଲ୍ଲା ନେହୁର ଯୁବକେନ୍ଦ୍ର ପକ୍ଷରୁ ଆଓମା...
ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ
ରାଷ୍ଟ୍ରପତି ପଦବୀ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଚୟନ କରି ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି-ଧର୍ମେନ୍ଦ୍ର ପ୍ରଧାନ
- ଏହି ଗରିମାମୟ ପଦବୀ ପାଇଁ ଶ୍ରୀମତୀ ମୁର୍ମୁଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀ, ଗୃହ...
କଟକ କଲେକ୍ଟୋରେଟ ଷ୍ଟାଫ କମିଟି ଆନୁକୁଲ୍ୟରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
କଟକ, ୨୧/୬ (ଓଡ଼ିଆ ପୁଅ /ଅଭୟ ଜେନା) ଯୋଗ ହିଁ ସୁସ୍ଥ ଶରୀର, ମନ ଓ ଆତ୍ମା କୁ ପ୍ରସ୍ତୁତ କରି ପରମାତ୍ମାଙ୍କ ସହ ସଂଯୋଗ କରିଥାଏ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀପୂର୍ଣ୍ଣଚନ୍ଦ୍ର...
୧୪୪ ଜାରି ସହ ବ୍ୟାପକ ପୋଲିସ ଛାଉଣିରେ ବିବାଦୀୟ ଗୁଡ଼ୁପାଙ୍ଗି-୧୭ଖଣ୍ଡ ମୌଜାର ରାସ୍ତା ନିର୍ମାଣ
ନୟାଗଡ଼, ୨୧ା୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ସଦରଥାନା ତଥା ନୂଆଗାଁ ବ୍ଳକର ବିବାଦୀୟ ଗୁଡ଼ୁପାଙ୍ଗି ଓ ୧୭ଖଣ୍ଡ ମୌଜାର ରାସ୍ତା ବ୍ୟାପକ ପୋଲିସ ଛାଉଣିରେ ୧୪୪ ଧାରା ଜାରି ହୋଇ ମଙ୍ଗଳବାର...
ରାସ୍ତା ଦୁର୍ଘଟଣାରେ ପ୍ରାଥମିକ ଉଦ୍ଧାରକାରୀଙ୍କ ପ୍ରଶିକ୍ଷଣ ଶିବିର
ନୟାଗଡ଼, ୨୧ା୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଆଂଚଳିକ ପରିବହନ ଅଧିକାରୀଙ୍କ ତତ୍ୱାବଧାନରେ ମୁଥାଗାଡ଼ିଆ ସରପଂଚଙ୍କ ଉଦ୍ଯୋଗ କ୍ରମେ ନୟାଗଡ଼ ନୂଆ ବସଷ୍ଟାଣ୍ଡ ପରିସରରେ ଏକତ୍ରିତ ହୋଇଥିବା ଲୋକମାନଙ୍କ ପାଇଁ ଦୁର୍ଘଟଣାରେ ପିଡ଼ିତମାନଙ୍କ...
ରାଜ୍ୟରେ ଆଜି ୪୫ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର ୨୨ -୬ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୪୫
୦-୧୮ ବର୍ଷର : ୩
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୭
- ସ୍ଥାନୀୟ ଅଞ୍ଚଳରୁ୧୮
୧- ଅନୁଗୁଳ...
ଦେଶରେ ଆଜି ପୁଣି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ...
ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୨,୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୮୧,୬୮୭ କୁ ବୃଦ୍ଧି...
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
କେନ୍ଦ୍ରାପଡ଼ା, ୨୧ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି...
ଭୁବନେଶ୍ୱର ଜିଲ୍ଳା ବ୍ଲକ କଂଗ୍ରେସର ସତ୍ୟାଗ୍ରହ ଆନ୍ଦୋଳନ
ଭୁବନେଶ୍ୱର ୨୧.୬ (ଓଡ଼ିଆ ପୁଅ) - ନରେନ୍ଦ୍ର ମୋଦି ସରକାରର ଆକ୍ରୋଶମୂଳକ ରାଜନୀତି ତଥା ମିଛ ଇଡି କେସ ଦ୍ୱାରା କଂଗ୍ରେସ ଦଳ ତଥା ଅଖିଳ ଭାରତ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ଶ୍ରୀମତୀ...
ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ : ଅନ୍ଧାରରେ ଚାଲିଛି ଖାତା ମୂଲ୍ୟାୟନ ଓ ପରୀକ୍ଷା
ନବରଙ୍ଗପୁର ୨୨-୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ସାଙ୍ଘାତିକ ଦୃଶ୍ୟ। ଅନ୍ଧାରରେ ପରୀକ୍ଷା ଦେଉଛନ୍ତି ଯୁକ୍ତ ତିନି ଛାତ୍ରଛାତ୍ରୀ। କେବଳ ଏତିକି ନୁହଁ ମୋବାଇଲର ଫ୍ଲାସ ଲାଇଟରେ ଯୁକ୍ତ...
ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
ନୂଆ ଦିଲ୍ଲୀ ୨୧-୬ (ଓଡ଼ିଆ ପୁଅ) ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମସ୍ଥିତ ପିଆଜା ଗାନ୍ଧୀ ଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରୋମ ଗସ୍ତ ଆରମ୍ଭ କରିଛନ୍ତି।
ଏହି ଅବସରରେ...
ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଦ୍ରୌପଦୀ ମୁର୍ମୁ, ଜୁନ୍ ୨୫ ରେ ଦାଖଲ କରିପାରନ୍ତି...
ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ପୁଣି ଭାରତୀୟ ଜନତା ପାର୍ଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଓଡିଶାର ଆଦିବାସୀ ମହିଳା ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି।...
୨୨ ଜୁନ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ପରିବାରର ଆନନ୍ଦଦାୟୀ ବାତାବରଣ ମଧ୍ୟ ଆପଣଙ୍କ ମନକୁ ପ୍ରଫୁଲ୍ଲିତ ରଖିବାରେ ସହାୟତା କରିବ। ସ୍ଵାସ୍ଥ୍ୟରେ ବୃଦ୍ଧି ହେବ। ସହଯୋଗିମାନଙ୍କର ଭଲ ସହଯୋଗ...
ଓଡ଼ିଶାର ୩ଟି ସ୍ଥାନ ସମେତ ଦେଶବ୍ୟାପୀ ୭୫ଟି ଐତିହ୍ୟ ସ୍ଥଳୀରେ ପାଳିତ ହେଲା ଅନ୍ତର୍ଜାତୀୟ...
- କୋଣାର୍କ, ପୁରୀ ଏବଂ ଖିଚିଂରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ୱ ନେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମହେନ୍ଦ୍ର ନାଥ ପାଣ୍ଡେ ଏବଂ ବିଶ୍ୱେଶ୍ୱର ଟୁଡୁ
ଭୁବନେଶ୍ୱର, ଜୁନ ୨୧ (ଓଡ଼ିଆ...
ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମହୀଶୂର ଠାରେ ବିଶାଳ ଯୋଗ ପ୍ରଦର୍ଶନରେ ଅଂଶଗ୍ରହଣ...
ମହୀଶୂର ଯୋଗ କାର୍ଯ୍ୟକ୍ରମ ସହ ଦେଶର ୭୫ଟି ଐତିହ୍ୟ ସ୍ଥଳରେ ଗଣ ଯୋଗାଭ୍ୟାସ ପ୍ରଦର୍ଶନ
କୋଟି କୋଟି ଜନସାଧାରଣଙ୍କ ଅଂଶଗ୍ରହଣ ସହ ଦେଶ ବ୍ୟାପୀ ଅନେକ ସରକାରୀ ସଂଗଠନଗୁଡ଼ିକ ପକ୍ଷରୁ ଗଣ ଯୋଗାଭ୍ୟାସ ପ୍ରଦର୍ଶନ
“ଯୋଗ...
ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ
ନବରଙ୍ଗପୁର ୨୧/୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ସମଗ୍ର ବିଶ୍ୱରେ ଆଜିର ଦିନରେ ଯୋଗ ଦିବସ ରୂପେ ପାଳନ କରାଯାଏ।୨୦୧୫ମସିହା ଠାରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ସମସ୍ତ ନାଗରିକମାନଙ୍କୁ...
ଅବାଧ୍ୟ ଓ ମୁକ୍ତ ସମିତି ନିର୍ବାଚନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ବୁଥ୍ କରିବାକୁ ଦାବି
କେନ୍ଦ୍ରାପଡ଼ା, ୨୧ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନକୁ ଅବାଧ୍ୟ ଓ ମୁକ୍ତ କରାଯିବା ପାଇଁ ଭୋଟ ଗ୍ରହଣ କେନ୍ଦ୍ର ଏକ...
ରାଜକନିକାର ଗିରିଆ ଗ୍ରାମରେ ୨ ପରିବାରକୁ ସାମାଜିକ ବାସନ୍ଦ ଅଭିଯୋଗ
କେନ୍ଦ୍ରାପଡ଼ା, ୨୧ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ବିଗତ ୨ ବର୍ଷ ଧରି ୨ଟି ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳଙ୍କ...
























